Sign in
Sign in
Recover your password.
A password will be e-mailed to you.
ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ଜାଜପୁରରେ ଗୁରୁ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ଜାଜପୁର ଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଗୁରୁ ପୂଜନ ଉତ୍ସବ ର ଶୁଭ ଆରମ୍ଭ କରି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟ ଚିତ୍ରରେ…
ନିଆରା ଭାବରେ ଗିଧମାଲ ଗ୍ରାମରେ ଗୁରୁ ଦିବସ ପାଳିତ
ଗାଇସିଲାଟ/ମନ ଡନସନା- ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗିଧମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଧନେଶ୍ଵର ବରିହା ଙ୍କ ସଭାପତିତ୍ୱରେ ଗୁରୁଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିବାରର ସମସ୍ତ ସଦସ୍ୟ ସଦସ୍ୟା, ପରିଚାଳନା କମିଟିର ଅଧ୍ୟକ୍ଷ ଓ ସମସ୍ତ…
କୁଟୁରାଚୁଆଁ କନିଷ୍ଠ କଲେଜ ରେ ୩୩ ତମ ପ୍ରତିଷ୍ଠା ଓ ବିଦ୍ୟାରମ୍ଭ ଦିବସ ପାଳିତ
କୁଚିଣ୍ଡା : କୁଚିଣ୍ଡା ଉପଖଣ୍ଡ ଅନର୍ଗତ କୁଟୁରାଚୁଆଁ କନିଷ୍ଠ କଲେଜ ରେ ଡକ୍ଟର ସର୍ପବଲ୍ଲି ରାଧାକ୍ରିଷନ ଜନ୍ମଦିନ ଅବସର ରେ ଅଧ୍ୟକ୍ଷ ନିଲାଞ୍ଜଳୀ ତିଓ୍ୟାରୀ ଙ୍କ ସଭାପତିତ୍ବ ରେ ଓ ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ଙ୍କ ପରିଚାଳନା ରେ ୩୩ ତମ ପ୍ରତିଷ୍ଠା ଓ ବିଦ୍ୟାରମ୍ଭ ଦିବସ…
ଦୁଇ ଦିନିଆ ଜିଲ୍ଲା ସଂସାଧନ ସଭ୍ଯଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ
ଜଗତସିଂହପୁର,ତା-୦୫.୦୯.୨୦୨୩/ସୁମନ୍ତ କୁମାର ଦାସ: ଲୋକକଳା ମାଧ୍ୟମ ରେ ସୂଚନା,ଶିକ୍ଷା ଓ ଯୋଗାଯୋଗ ଅଭିଯାନ ନିମନ୍ତେ ଗତ ୪ ତାରିଖ ଠାରୁ ଆଦିକବି ସାରଳାଦାସ ସଂସ୍କୃତି ଭବନ ଠାରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇ ଯାଇଛି।ଏହି ଉଦଯାପନ ସମାରୋହ ରେ ଯୋଗ ଦେଇ…
ସମାଜକୁ ନୂତନ ଦିଗଦର୍ଶନ ଦେବାରେ ଶିକ୍ଷକମାନଙ୍କ ଭୁମିକା ଗୁରତ୍ୱପୂର୍ଣ୍ଣ: ଡ. ଅରୁଣ ସାହୁ
ଓଡ଼ଗାଁରେ ସାମୁହିକ ଗୁରୁପୁଜନ ଅନୁଷ୍ଠିତ
ଓଡ଼ଗାଁ,୫।୯(ଶ୍ରୀକାନ୍ତ କୁମାର ମିଶ୍ର): ପବିତ୍ର ଗୁରୁ ଦିବସ ଅବସରରେ ଓଡ଼ଗାଁ ବ୍ଳକ ରୋଡ଼ କଲ୍ୟାଣୀ ମଣ୍ଡପ ପରିସରରେ ଅବଶରପ୍ରାପ୍ତ ଗୁରୁମାନଙ୍କୁ ନେଇ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ ଗୁରୁପୁଜା ଓ ସମ୍ବର୍ଦ୍ଧନା…
ପବିତ୍ର ଗୁରୁଦିବସରେ ସତ୍ୟବାଦୀ ଓଡିଆ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡିଆ ପାଠ୍ୟକ୍ରମର ଶୁଭାରମ୍ଭ ସମାରୋହ
ଓଡିଆ ଭାଷାରେ ଅଧିକ ଗବେଷଣା ଓ ଭାଷା, ସାହିତ୍ୟ ଶିକ୍ଷାରେ ଡିଜିଟାଲ ଟେକ୍ନୋଲୋଜିର ପ୍ରୟୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଡିସେମ୍ବର ମାସ ସୁଦ୍ଧା ଓଡିଆ ବିଶ୍ୱବିଦ୍ୟାଳୟର ନିଜସ୍ୱ କୋଠା ନିର୍ମାଣ ଶେଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ଗୁରୁ ଦିବସର…
କାଠମାଣ୍ଡୁ –କଳିଙ୍ଗ ସାହିତ୍ୟ ମହୋତ୍ସବରେ ସୋଆ ସମ୍ମାନିତ
ଭୁବନେଶ୍ୱର: ସେପ୍ଟେମ୍ବର ୧ ତାରିଖ ରୁ ୩ ତାରିଖ ପର୍ଯ୍ୟନ୍ତ ନେପାଳର କାଠମାଣ୍ଡୁଠାରେ ଅନୁଷ୍ଠିତ କାଠମାଣ୍ଡୁ – କଳିଙ୍ଗ ସାହିତ୍ୟ ମହୋତ୍ସବର ଦ୍ୱିତୀୟ ସଂସ୍କରଣରେ ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟି (ସୋଆ) କୁ ଯଶସ୍ୱୀ ଶିକ୍ଷା ବିଶ୍ୱବିଦ୍ୟାଳୟ ସମ୍ମାନ ପ୍ରଦାନ କରାଯାଇଛି ।…
ଛାତ୍ରର ଭବିଷ୍ୟ ଗଠନରେ ଗୁରୁଙ୍କ ଭୂମିକା ମହତ୍ୱପୂର୍ଣ୍ଣ
ପବିତ୍ର ଗୁରୁ ଦିବସ ଅବସରରେ ଉଚ୍ଚ ମାଧ୍ଯମିକ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ କ୍ୟାରିଅର୍ ୱେବିନାର୍ ସିରିଜ୍ ର ଶୁଭାରମ୍ଭ ।
ଭୁବନେଶ୍ବର ତା 05.09.2023: ପବିତ୍ର ଗୁରୁଦିବସ ଅବସରରେ ଉଚ୍ଚ ମାଧ୍ଯମିକ ଶିକ୍ଷା ନିର୍ଦେଶାଳୟ ଓ ୟୁନିସେଫର ମିଳିତ ପ୍ରୟାସରେ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ…
ବିକାଶ ଧାରାରେ ସାମିଲ ହେବେ ସମ୍ବଲପୁର ଗୋପାଳକ : ନିବେଶ କରିବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ
ଆସନ୍ତା ନଭେମ୍ବର୪ ଓ ୫ ତାରିଖରେ ପଶ୍ଚିମଓଡ଼ିଶା ଗୋପାଳନ ସମ୍ମିଳନୀ
ଭୁବନେଶ୍ୱର: ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ୱାରା ସମ୍ବଲପୁର ଜିଲ୍ଲାର ଦୁଗ୍ଧ ଉତ୍ପାଦକ ଓ ବିତରଣ ପ୍ରୋଜେକ୍ଟକୁ ଅନୁମୋଦନ ଦିଆଯାଇଛି । ଦୁଗ୍ଧ ଉତ୍ପାଦକ ଓ ବିତରଣକୁ ସୁପରିଚାଳନା କରିବା ଏବଂ ଦୁଗ୍ଧ ଚାଷୀମାନଙ୍କୁ…
ନୂଆପଡ଼ା ତିଖାଲି ଡ୍ୟାମ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ନିବେଶ କରିବ ଡ଼ବ୍ଲ୍ୟୁଓଡିସି
ଭୁବନେଶ୍ୱର: ନୂଆପଡ଼ାଜିଲ୍ଲା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ।ଏହି ପ୍ରାକୃତିକ ସୌନ୍ଦର୍ଯ୍ୟର ବିକାଶଘଟାଇବା ଓ ଜିଲ୍ଲାର ଅନନ୍ୟ ଐତିହ୍ୟକୁ ଲୋକଲୋଚନକୁ ଆଣିବା ଉପରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଆରୋପ କରିଛି ।ନୂଆପଡ଼ା ଜିଲ୍ଲାରେ ଥିବା ତିଖାଲି ଡ୍ୟାମ୍ ପ୍ରକଳ୍ପର ଉନ୍ନତି ଓ…