Sign in
Sign in
Recover your password.
A password will be e-mailed to you.
ମୋଦୀ ସରକାରରେ ଦେଶର ସମ୍ବଳ ଉପରେ ଦଳିତ ଓ ଆଦିବାସୀଙ୍କର ପ୍ରଥମ ଅଧିକାର ରହିଛି: ଅମିତ ଶାହ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମାଣ୍ଡଲାଠାରେ ବିଜେପିର ‘ଜନ ଆଶୀର୍ବାଦ ଯାତ୍ରା’ ଶୁଭାରମ୍ଭ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ନିଶ୍ଚିତ କରାଇ କହିଛନ୍ତି ଯେ, କଂଗ୍ରେସ ସଂଖ୍ୟାଲଘୁ ତୁଷ୍ଟିକରଣରେ ନିୟୋଜିତ ରହି ସାମାଜିକ ନ୍ୟାୟ ବ୍ୟବସ୍ଥାକୁ ଧୂଳିସାତ୍ କରିଦେଇଛି । ସେ…
ବିବେକାନନ୍ଦ ଶିକ୍ଷା କେଦ୍ରରେ ଜନ୍ମାଷ୍ଟମୀ ଉତ୍ସବ ସହିତ ପାଳିତ, ବିଶ୍ବହିନ୍ଦୁ ପରିଷଦର ସ୍ଥାପନା ଦିବସ।
ଭଞ୍ଜନଗର{ ଉଦୟନାଥ ପଣ୍ଡା}: ସନାତନି ଆର୍ଯ୍ୟାବର୍ତ୍ତର ବିକାଶ ସେବା ସଂସ୍ଥା,ଟ୍ରଷ୍ଟ ଦ୍ଵାରା ପରିଚାଳିତ ତିଳିସିଂଗି ଗ୍ରାମର "ବିବେକାନନ୍ଦ ଶିକ୍ଷା କେଦ୍ରରେ ଆଜି, ଶ୍ରୀକୃଷ୍ଣ ଜନ୍ମୋତ୍ସବ ରୀତି ନୀତି ଅନୁସାରେ ପାଳିତ ହୋଇଯାଇଛି। ଆଜି ସେପ୍ଟେମ୍ବର ୬ ତାରିଖ, ପବିତ୍ର ଜନ୍ମାଷ୍ଟମୀ ବା…
ଏ ବି ସି ଡି ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :-ପଦ୍ମପୁର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ABCD ର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନ ର ସଭାପତି ଅନିଲ କୁମାର ବେହେରା ଙ୍କ ଅଧ୍ୟକ୍ଷ୍ୟତା ରେ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ତା.୨୦.୦୯.୨୦୨୩ ବୁଧବାର ଓ…
ନକଲି ୱାଟର ପ୍ୟୁରିଫାଏର୍ ଡିଲର, ସର୍ଭିସ୍ ପ୍ରୋଭାଇଡର ଏବଂ ନିର୍ମାତାଙ୍କ ବିରୋଧରେ ୟୁରେକା ଫୋର୍ବସ୍ ପକ୍ଷରୁ…
10ଟି ସହରର 30ଟି ସ୍ଥାନରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ
ନକଲି ସାମଗ୍ରୀ ପ୍ରସ୍ତୁତକାରୀ ଏବଂ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀ
ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସ୍ଥାନୀୟ କମିଶନର ଓ ପୁଲିସ ସହାୟତାରେ ବିପୁଳ ପରିମାଣର ନକଲି ଉତ୍ପାଦ ଜବତ…
ପଲସାପାଲି ରେ ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟନ କଲେ ବିଧାୟିକା l
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ରାଜବୋଡ଼ାସମ୍ବର ବ୍ଳକ୍ ଅନ୍ତର୍ଗତ ପଲସାପାଲି ଠାରେ ଏକ ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟିତ ହୋଇଛି l ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜୋନ ୦୧ ଜିଲ୍ଲା ପରିଷଦ ପୂର୍ଣିମା ରଣା, ସମିତି…
ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ରେ ଗୁରୁ ଦିବସ ପାଳିତ
ହିଞ୍ଜିଳିକାଟୁ /ରଜତ ପଟ୍ଟନାୟକ: ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସମର ଝୋଳ ଠାରେ ଅବସ୍ଥିତ ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ରେ ଗୁରୁଦିବସ ପାଳନ ହୋଇଥିଲା l ଏଥିରେ ସ୍କୁଲ୍ ର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଏଵଂ ସ୍କୁଲ୍ ର ନିର୍ଦ୍ଦେଶକ ଗିରିଧର ପାଢ଼ୀ ଙ୍କ ଉପସ୍ଥିତି ରେ…
ସରସ୍ୱତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ
ଗାଇସିଲାଟ/ମନ ଡନସନା- ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିରରେ ଆଡମ୍ବର ସହକାରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ତଥା ନନ୍ଦରାଜା ଭୂମିକାରେ ଅବସରପ୍ରାପ୍ତ ବ୍ଲକ କୁଷି ସଂପ୍ରସାରଣ ଅଧିକାରୀ ନନ୍ଦକିଶୋର ଯୋଷୀ ଓ ତରଙ୍ଗିନି ଯୋଷୀ ଯୋଗଦେଇଥିଲେ। ଏହି କାର୍ୟ୍ଯକ୍ରମରେ ପୂଜାମଣ୍ଡପ…
ଗ୍ଲୋବାଲ ମାରିଟାଇମ୍ ଇଣ୍ଡିଆ ସମିଟ୍ ୨୦୨୩: ଦେଶର ସାମୂହିକ ନୌବାଣିଜ୍ୟ ଆକାଂକ୍ଷାକୁ ବୃଦ୍ଧି କରିବା ପାଇଁ ମଂଚ…
ଭୁବନେଶ୍ୱର : ଗ୍ଲୋବାଲ ମାରିଟାଇମ୍ ଇଣ୍ଡିଆ ସମିଟ୍ (ଜିଏମ୍ଆଇଏସ୍) ୨୦୨୩ର ୩ୟ ସଂସ୍କରଣ ପୂର୍ବରୁ କେନ୍ଦ୍ର ବନ୍ଦର, ନୌପରିବହନ ଓ ଜଳପଥ (ଏମ୍ଓପିଏସ୍ଡବ୍ଲ୍ୟୁ) ଏବଂ ଆୟୁଷ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନ୍ୱାଲ ଭୁବନେଶ୍ୱରର ହୋଟେଲ୍ ମେଫେୟାର କନ୍ଭେନ୍ଶନଠାରେ ଆୟୋଜିତ ରୋଡ୍ଶୋ’ରେ…
ରିଲାଏନ୍ସ ଜିଓର ସାତ ବର୍ଷ ଏବଂ ୭ ପ୍ରମୁଖ ପ୍ରଭାବ
ଭୁବନେଶ୍ୱର: ସାତ ବର୍ଷ ପୂର୍ବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନି ରିଲାଏନ୍ସ ଜିଓର ଶୁଭାରମ୍ଭ କରିବା ବେଳେ କେହି ଭାବିନଥିଲେ ଯେ କଂପାନି ଦେଶର ଡିଜିଟାଲ୍ ଭିତ୍ତିଭୂମିର ମେରୁଦଣ୍ଡରେ ପରିଣତ ହେବ । ଗତ ୭ ବର୍ଷରେ ଜିଓ ଦେଶରେ ବହୁତ କିଛି ପରିବର୍ତ୍ତନ ଆଣିଛି । ତାହାର…
ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟରେ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଦେବୀ ମଠ ମହନ୍ତ ଶ୍ରୀ ରାମାନନ୍ଦ…