Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ ପୋଷଣ ମାସର ଶୁଭାରମ୍ଭ
ନବରଙ୍ଗପୁର o7.09.2023.ଅଶୋକ ସାହୁ, ଶାସକ ପ୍ରଶାସକ.: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ଜିଲ୍ଲାର ପ୍ରଶାସନ ତରଫରୁ ସମସ୍ତ ଅଙ୍ଗନବାଡି ସ୍ତରରେ କୁପୋଷଣକୁ ରୋକିବା ନିମନ୍ତେ ବ୍ୟାପକ ଜନ ସଚେତନତା କରିବା ପାଇଁ ଜିଲ୍ଲାସ୍ତରୀୟ ପୋଷଣ ମାସର ଶୁଭାରମ୍ଭ…
ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ ଏବଂ ରାଜ୍ୟ ସଂଯୋଜକ ନାମ ତାଲିକା ଘୋଷଣା
୬ ଉପସଭାପତି, ୨ ସାଧାରଣ ସଂପାଦକ, ୬ ସଂପାଦକ, ୧ କାର୍ଯ୍ୟାଳୟ ସଂପାଦକ, ୧ କୋଷାଧ୍ୟକ୍ଷ, ୧ ସାମାଜିକ ଗଣମାଧ୍ୟମ ସଂଯୋଜକ ପଦାଧିକାରୀ ନାମ ତାଲିକା ଘୋଷଣା
୩୫ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ୩୦ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଏବଂ ୧୩ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ…
ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ପ୍ରୟାସ କ୍ରମେ 1340 ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ ଏବଂ 844…
https://youtu.be/0-lIh1dgLZk
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ ଧନ୍ୟବାଦ ଜଣାଇଲେ ଯୋଗ୍ୟ ହିତାଧିକାରୀ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକାଭିମୁଖୀ ଯୋଜନା ମଧ୍ୟରେ ବୃଦ୍ଧ ବୃଦ୍ଧା, ଦିବ୍ୟାଙ୍ଗ ମାନଙ୍କ…
ଟିପିଏସ୍ଓଡିଏଲ୍ ଦ୍ଵାରା ଭଞ୍ଜନଗରରେ ଅଭିଯୋଗ ସମାଧାନ ଫୋରମ୍ (ଜିଆରଏଫ୍) ଉଦଘାଟିତ
ବ୍ରହ୍ମପୁର ୦୭/୦୯: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଭଞ୍ଜନଗରଠାରେ ନୂତନ ଅଭିଯୋଗ ସମାଧାନ ଫୋରମ୍ (ଜିଆରଏଫ୍) ଉଦଘାଟିତ ହୋଇଛି । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର ଏହାକୁ ଜିଆରଏଫ୍ ଉଦଘାଟନ…
ହେମଗିରି ବ୍ଲକରେ ଡ଼ବ୍ଲ୍ୟୁଓଡିସିର ସିଇଓଙ୍କ ସମୀକ୍ଷା ବୈଠକ
ସୁନ୍ଦରଗଡ : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡ଼ବ୍ଲ୍ୟୁଓଡିସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଡ଼ ଅଜିତ କୁମାର ମିଶ୍ର ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇ ହେମଗିରି ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଡ଼ବ୍ଲ୍ୟୁଓଡିସି ପକ୍ଷରୁ ଚାଲିଥିବା ବିଭିନ୍ନ…
ଅସହାୟ ଅବସ୍ଥାରେ ଜଣେ ରୋଗୀଙ୍କୁ ସାହାଯ୍ୟ କଲେ କାଶୀପୁର ଯୁବକ ମିଥୁନ ନାଏକ !
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ମାଣ୍ଡିବିଶି ପଞ୍ଚାୟତ ସଦରର ମୃତ ପିତା ଡାବୁ ମାଝୀଙ୍କ ଝିଅ ପଶ୍ମିତା ମଝି(୧୩)। ପଶ୍ମିତା ଦୀର୍ଘ ଦିନ ଧରି ରୋଗରେ ପୀଡିତ ଥିଲେ ।ହାଠାଥ ତାଙ୍କ ଦେହ ସଙ୍କଟାପନ୍ନ ହେବାରୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ…
ବିକାଶ ଏଠି ଖଟିଆରେ : ସରମରେ ମୁଣ୍ଡ ତଳକୁ ହେଇଯାଉଛି
ପୁଣି ଜନନୀ ଯନ୍ତ୍ରଣା , ରାସ୍ତା ପାଲଟିଛି ମରଣଯନ୍ତା
ରାସ୍ତା ନ ଥୁବାରୁ ଅଧା କିମି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ମହିଳା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୁଣି ମୋହନା ବ୍ଳକରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ରାସ୍ତା ନ ଥିବାରୁ ଅଧା କିମି ଷ୍ଟେଚରରେ ବୁହା ହେଲେ…
ମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟା ଏବଂ ରାଜ୍ୟ ସଂଯୋଜିକା ନାମ ତାଲିକା ଘୋଷଣା
୬ ଜଣ ଉପସଭାନେତ୍ରୀ, ୨ ଜଣ ସାଧାରଣ ସଂପାଦିକା, ୫ ଜଣ ସଂପାଦିକା, ୧ କାର୍ଯ୍ୟାଳୟ ସଂପାଦିକା, ୧ କୋଷାଧ୍ୟକ୍ଷା ପଦାଧିକାରୀ ନାମ ତାଲିକା ଘୋଷଣା
୮ଟି ବିଭାଗର ସଂଯୋଜିକାଙ୍କ ନାମ ତାଲିକା ଘୋଷଣା
୨୫ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଏବଂ ୧୭ ଜଣ ସ୍ଥାୟୀ ନିମନ୍ତ୍ରିତ…
ଗୁରୁ ଦିବସ ଉପଲକ୍ଷେ ବୈତାଳି କ୍ଲଷ୍ଟରରେ ୧୨ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କଲେ ସିଆରସିସି
ଝାରବନ୍ଧ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ସିଆରସିସି ଶ୍ରୀ ଦିବସ କୁମାର ସାହୁଙ୍କ ଉଦ୍ୟମ କ୍ରମେ ଗତବର୍ଷ ଭଳି ଏବର୍ଷ ମଧ୍ୟ କ୍ଲଷ୍ଟର ସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଝାରବନ୍ଧ ଗୋଷ୍ଠୀ…
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ
ଓଡ଼ଗାଁ,୬।୯(ଶ୍ରୀକାନ୍ତ କୁମାର ମିଶ୍ର): ଆଜିର ଜନ୍ମାଷ୍ଟମୀ ପର୍ବ ଅବସରରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଓଡ଼ଗାଁରେ ଜାକଜମକ ସହକାରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ୨ଶହରୁ ଉର୍ଦ୍ଧ୍ବ ରାଧା କୃଷ୍ଣ ଇତ୍ୟାଦି ବେଶଧାରୀଙ୍କୁ ନେଇ ସଂକୀର୍ତ୍ତନ ସହ ଏକ ବିରାଟ…