ଜୁନାଗଡ କୁ ଜିଲ୍ଲା ଦାବୀରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର।

ଜୁନାଗଡ଼,୬/୯: ଜୁନାଗଡ଼ କୁ ଜିଲ୍ଲା ଦାବିରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନଙ୍କ ଦ୍ୱାରା କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଥିଲା।ଏଥିରେ ଦର୍ଶାଯାଇଛି ଯେ ଧର୍ମଗଡ଼ ସବଡ଼ିଭିଜନ ଅନ୍ତର୍ଗତ ୬ଟି ବ୍ଲକ ଓ ଥୁଆମୂଳ…

ସାଇନିଂ କିଡ୍ସ ୱlର୍ଲ୍ଡ ସ୍କୁଲରେ ପାଳିତ ହେଲା ଜନ୍ମାଷ୍ଟମୀ।

ଜୁନାଗଡ ୦୬/୦୯: ଜୁନାଗଡ ସହର ସ୍ଥିତ ସାଇନିଂ କିଡ୍ସ ୱlର୍ଲ୍ଡ ସ୍କୁଲ ରେ ପଵିତ୍ର ଜନ୍ମାଷ୍ଟମୀ ମହା ସମାରୋହରେ ପାଳିତ ହୋଇଯାଇଛି l ବିଦ୍ୟାଳୟ ର ଅଧ୍ୟକ୍ଷ ଆର୍ତ୍ତ ଚରଣ ବାଗ ଙ୍କ ଅଧ୍ୟକ୍ଷତାରେ ସାଇନିଂ କିଡ୍ସ ୱlର୍ଲ୍ଡ ର ପରିଚାଳକ ପ୍ରବୀର କୁମାର ଗୋୟଲ, ଉପାଧକ୍ଷ ସୁଶାନ୍ତ ଦଣ୍ଡସେନା ଓ…

ଦଧି ବାମନଙ୍କ ନୂଆଖାଇ ଲଗ୍ନ ଧାର୍ଯ୍ୟ।

ଜୁନାଗଡ଼,୬/୯:ଜୁନାଗଡ ସ୍ଥିତ ସର୍ବପୁରାତନ ଦଧି ବାମନଙ୍କ ମନ୍ଦିର ରେ ଆଜି ସକାଳରେ ପଣ୍ଡିତ ନିରଜଂନ ବଡ ପଣ୍ଡା ଆବାହନ କ୍ରମେ ପଣ୍ଡିତଙ୍କ ସଭା ବସିଥିଲା l ଉକ୍ତ ସଭାରେ ଜ୍ଯୋତିର୍ବିଦ୍ ପଣ୍ଡିତ ଶ୍ରୀ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, ଜ୍ଯୋତିର୍ବିଦ୍ ଶ୍ରୀ ଫକୀର ନାରାୟଣ ପାଟ୍ଟଯୋଶୀ,…

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଗୁରୁ ଦିବସରେ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା

ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ଶିକ୍ଷା ପ୍ରତି ଉଲ୍ଲେଖନୀୟ ଯୋଗଦାନ ପାଇଁ ୧୩ ଶିକ୍ଷକ ସମ୍ବର୍ଦ୍ଧିତ ଗୋପାଳପୁର, ୬ ସେପ୍ଟେମ୍ବର ୨୦୨୩: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌)ର ଗୋପାଳପୁର ୟୁନିଟ୍ ପକ୍ଷରୁ ଭାରତର ଦ୍ୱିତୀୟ ରାଷ୍ଟ୍ରପତି…

ବିଲ୍ ଆଦାୟ କରୁଥିବା ଠକଙ୍କ ବିରୋଧରେ ଗ୍ରାହକଙ୍କୁ ସତର୍କ କରାଇଲା ଟିପିଏସ୍‌ଓଡିଏଲ୍‌

ବ୍ରହ୍ମପୁର: ଟିପିଏସ୍‌ଓଡିଏଲ୍ ପକ୍ଷରୁ ଗ୍ରାହକମାନଙ୍କୁ ନକଲି ବିଲ୍ ସଂଗ୍ରହକାରୀଙ୍କୁ ନେଇ କଡ଼ା ଚେତାବନୀ ଦେଇଛି । ନିକଟରେ ମାଲକାନଗିରି ଡିଭିଜନରେ ଅନିମେଶ ବିଶ୍ୱାସ ନାମକ ଜଣେ ଅନଧୀକୃତ ବ୍ୟକ୍ତି ବିଲ୍ ସଂଗ୍ରହ ପାଇଁ ନକଲି ମେସିନ୍ ବ୍ୟବହାର କରି ରସିଦ ଜାରି କରିଥିବା ଅଭିଯୋଗ ହୋଇଥିଲା ।…

ଅସ୍ତରଙ୍ଗ ଅଞ୍ଚଳରେ ଜନ୍ମାଷ୍ଟମୀ ପାଳିତ ।

ଅସ୍ତରଙ୍ଗ/ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ପୁର ପଲ୍ଲୀରେ ମହା ସମାରୋହରେ ମହାପ୍ରଭୁ ଶ୍ରୀକୃଷ୍ଣ ଙ୍କର ଜନ୍ମ୍ ମହୋତ୍ସବ ବା ଶ୍ରୀକୃଷ୍ଣ ଙ୍କର ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇ ଯାଇଅଛି । କିବା ପୁରୁଷ କି ନାରୀ ପ୍ରାୟ ଶୁଦ୍ଧପୂତ ଭାବେ ସକାଳୁ ସ୍ନାନ କରି ଉପବାସ…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ବଡ଼ ଆନନ୍ଦର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଶିଶୁ ପ୍ରାରମ୍ଭ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ କୁନିକୁନି ଭାଇଭଉଣୀ ମାନେ…

ବେଲଗୁଣ୍ଠା ବଣିକ ସଂଘ ତରଫରୁ ଶିକ୍ଷକ ପ୍ରତିଭା ସମ୍ମାନ

 ଏନ୍ଏସିର ଶହେରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମାନୀତ ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ଡ.ରାଧାକ୍ରିଷ୍ଣନ୍ ଙ୍କର ଜନ୍ମଦିନରେ ସାରାଦେଶରେ ଗୁରୁଦିବସ ପାଳିତ ହେଉଥିବା ବେଳେ ବେଲଗୁଣ୍ଠା ବଣିକ ସଂଘ ତରଫରୁ ଏନ୍ଏସିର ସମସ୍ତ ଶିକ୍ଷାନୁଷ୍ଠାନର…

ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳିତ ହେଲା ଜନ୍ମାଷ୍ଟମୀ ; ମନମୋହିଲା କୁନିକୁନି ଛାତ୍ରଛାତ୍ରୀଙ୍କ…

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ଆଜି ପରମ ପୁରୁଷ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ଅବସରରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ସ୍ଥାନରେ ଧୂମଧାମରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି I ବିଶେଷ କରି ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ କୁନିକୁନି ଛାତ୍ରଛାତ୍ରୀଙ୍କ ରାଧାକୃଷ୍ଣ ବେଶ…

କୁଶାକ ଏବଂ ସ୍ଲାଭିଆର ନୂତନ ପ୍ରକାର ଆରମ୍ଭ ସହିତ ସ୍କୋଡା ଅଟୋ ଇଣ୍ଡିଆ ଉତ୍ସବ ପାଳନ କରୁଛି

· ଅନିକ୍ସ ପ୍ଲସ ପ୍ରକାରକୁ କୁଶାକ ପ୍ରବେଶ କରାଇଛି · ସ୍ଲାଭିଆ ଏକ ଏମ୍ବିସନ ପ୍ଲସ ଟ୍ରିମ ପାଇଛି · ଏକ ଆକର୍ଷଣୀୟ ମୂଲ୍ୟରେ ଉଭୟ କାର ଏକ ସ୍ୱତନ୍ତ୍ର କ୍ରୋମ ପେକିଜ ଏବଂ ଅତିରିକ୍ତ ଆନୁଷଙ୍ଗିକତା ସହିତ ଆସିଥାଏ · ଉଭୟ ପ୍ରକାର ପାଇଁ ସ୍ୱତନ୍ତ୍ର ବିନିମୟ ଏବଂ କର୍ପୋରେଟ…