ଜଗତସିଂହପୁର,ତା-୨୫.୧୧.୨୦୨୩/ସୁମନ୍ତକୁମାରଦାସ: ଜଗତସିଂହପୁର ପୌରପରିଷଦ ୱାର୍ଡ ନମ୍ବର ୦୬ର ଉପନିର୍ବାଚନ ଉପଲକ୍ଷେ ବିଜୁ ଜନତା ଦଳର ପ୍ରାଥିନି ଶ୍ରୀମତୀ ରୋଜାଲିନି ଦାଶଙ୍କ ପାଇଁ ସରକାରୀ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ୱାର୍ଡର ସବୁ ସାହିକୁ ଯାଇ ଲୋକମାନଙ୍କୁ ଭେଟି ପ୍ରଚାର କରିଛନ୍ତି।ଏହି ପ୍ରଚାର ଅଭିଯାନରେ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ଭୋଇ, ଜିଲ୍ଳା ବିଜେଡି ସଭାପତି ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ଜେନା,ଜିଲ୍ଳା ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ଦିପ୍ତୀ ରଞ୍ଜନ ଦାସ, ନଗର ବିଜେଡି ସଭାପତି ଶ୍ରୀଯୁକ୍ତ ପ୍ରିୟବ୍ରତ ମହାପାତ୍ର,ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ବିବେକାନନ୍ଦ ବେହେରା, ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ରାଉଳ,ବ୍ଲକ ଉପାଧକ୍ଷ ରତି ରଞ୍ଜନ ବେହେରା,ଜିଲ୍ଳା ସଂଖ୍ୟାଲଘୁ ସେଲର ସଭାପତି ମିର ଆଜମିର,ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ରାଜୀବ ବେହେରା, ଆତ୍ମା ଅଧକ୍ଷ ବାବୁଲି ସାହୁ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଇଂ ସମିତ ଲେଙ୍କା,ଶ୍ରୀମତି ରାଜଶ୍ରୀ ମହାପାତ୍ର,ବ୍ଲକ ଛାତ୍ର ବିଜେଡ଼ି ସଭାପତି ସମ୍ବିତ ମହାନ୍ତି,ବିଶ୍ୱରଞ୍ଜନ ଦାସ, ପ୍ରତାପ ସିଂ,ସାରଦା ଜେନା,ସମସ୍ତ କାଉନସିଲର ଓ ଅନ୍ୟାନ୍ୟ ନେତୃମଣ୍ଡଳୀ ସାମିଲ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.