Sign in
Sign in
Recover your password.
A password will be e-mailed to you.
ଓଡିଶା ପରିବାର ନିର୍ଦ୍ଦେଶାଳୟ ସହଯୋଗରେ ଦୁବାଇରେ ଫସିଥିବା ଆଉ ୭ ଜଣ ପ୍ରବାସୀଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ
ଦୁର୍ଘଟଣାରେ ଆହତ ମାଲକାନଗିରି ଶ୍ରମିକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବାକୁ ନିର୍ଦ୍ଦେଶକଙ୍କ ହାଇଦ୍ରାବାଦ ଗସ୍ତ
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରୁ ଦୁବାଇରେ କାମକରିବାକୁ ଯାଇ ନିର୍ଯାତିତ ହୋଇଥିବା ଆଉ ୭ ଜଣ ପ୍ରବାସୀ ଓଡିଆ ଭୁବନେଶ୍ୱରରେ ପହଞ୍ଚିଛନ୍ତିା ସେମାନେ ହେଲେ…
ଗଜପତିରେ ଏହି ବର୍ଷର ତୃତୀୟ ଲୋକ ଅଦାଲତ ରେ : ଟ. ୯୦୨୦୫୯.୦୦ କ୍ଷତିପୂରଣ ନିର୍ଦେଶ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶନିବାର ଦିନ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏହି ବର୍ଷର ତୃତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ଙ୍କ ଚିଠି ଅନୁଯାଇ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଗଜପତି…
ଆଇନ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ପ୍ରାଥମିକ ଚିକିତ୍ସା ଦିବସ ପାଳନ
ରାଉରକେଲା, (ବସନ୍ତ କୁମାର ଜେନା):- ରାଉରକେଲା ଆଇନ ମହାବିଦ୍ୟାଳୟର ଯୁବ ରେଡକ୍ରସ ୟୁନିଟ ଓ ଶ୍ରୀ ମାତାଜୀ ସହଜ ଯୋଗ-ଆଜିର ମହାଯୋଗ” ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ପ୍ରାଥମିକ ଚିକିତ୍ସା ଦିବସ ପାଳନ କରଯାଇଥିଲା । ଏହି କାର୍ଯକ୍ରମରେ ସ୍ଵାଗତ ଭାଷଣରେ ଅଧ୍ୟାପିକା ତଥା…
ରାୟଗଡାରେ ତୃତୀୟ ରାଷ୍ଟ୍ରିୟ ଲୋକଅଦାଲତ ଅନୁଷ୍ଠିତ
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତତ୍ତ୍ବାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ତୃତୀୟ ରାଷ୍ଟ୍ରିୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏହି ଲୋକ ଅଦାଲତରେ ରାୟଗଡା ଜିଲ୍ଲା ମୂଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶିପୁର ରେ ଦୀର୍ଘ ଦିନ…
ଜଗତସିଂହପୁରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
ଜଗତସିଂହପୁର,ତା-୦୯.୦୯.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜଗତସିଂହପୁର ଜିଲ୍ଲା କୋର୍ଟ ଓ ସ୍ଥାନୀୟ ପୌରପରିଷଦ ସ୍ଥିତ ଶ୍ରୀକୃଷ୍ଣ ଏକାଡେମି ପ୍ରାଙ୍ଗଣରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧକ୍ଷ ଶ୍ରୀ ଅନୁପ କୁମାର ଚନ୍ଦନ ଙ୍କ…
ମଡେଲ ଡିଗ୍ରୀ କଲେଜରେ ସ୍ୱଚ୍ଛ ବାୟୁ ଦିବସ ପାଳିତ
https://youtu.be/SWh0MCsJQxM
ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲାର ଟିର୍ଲିଆମ୍ବଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ସ୍ୱଚ୍ଛ ବାୟୁ ଦିବସ ପାଳନ କରାଯାଇଛି।ମହାବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଡ଼…
ଜିଲ୍ଲା ସ୍ତରୀୟ ଭଲିବଲ୍ ଚାମ୍ପିୟନସ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ଭଲିବଲ୍ ଚାମ୍ପିୟନସ ନାରାୟଣପୁର ସ୍ଥିତ ନୀଳମଣି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମୋନୋଜରଞ୍ଜନ ଦଳାଇ ଯୋଗ ଦେଇ ପ୍ରତିଯୋଗିତା କୁ ଆରମ୍ଭ କରିଥିଲେ। ଏଥିରେ…
ଅନୁସୂଚୀତ ଜନଜାତି ଓ ଅନୂସୁଚିତ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ସ୍କୁଲ ସହ ଯୋଡିବା ପାଇଁ ଆରମ୍ଭ ହୋଇଛି…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଅନ୍ୱେଷା ହଷ୍ଟେଲରେ ଆମେ ଜାଣିବା ଆମେ ଜିଣିବା ଓ ସ୍କୁଲ ସହ ଯୋଡିବା ପାଇଁ ଆରମ୍ଭ ହୋଇଛି "ସହଭାଗୀ ରୂପେ ଅଭିଭାବକ"…
ଗଞ୍ଜାମରୁ ସରୁନି ଦାଦନ ଦୁଃଖ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବେଲଗୁଣ୍ଠାର ଯୁବକ ଆନ୍ଧ୍ରରେ ମୃତ ।
ବେଲଗୁଣ୍ଠା- (ଶିବରାମ ଚୌଧୁରୀ )-09/09,-ଗଞ୍ଜାମ ଜିଲ୍ଲାରୁ ସରୁନି ଦାଦନ ଦୁଃଖ ।ନିଜ ପେଟ ପାଟଣା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଓଡିଆ ଭାଇ ମାନେ କୌଣସି ନା କୌଣସି କାରଣରୁ ଶବ ହୋଇ ଫେରିବା ଉଦବେଗଜନକ ହୋଇଛି । ଏମିତି ଏକ ଘଟଣା ବେଲଗୁଣ୍ଠା ଅଞ୍ଚଳରେ ଘଟିଛି । ବେଲଗୁଣ୍ଠା…
ସହର ପରିମଳ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ସହରାଞ୍ଚଳ ପରିମଳ ସମ୍ପର୍କିତ ଏକ ତାଲିମ କାର୍ଯ୍ୟକ୍ରମ ପରିଷଦ ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି | ପରିମଳ ପରିଚାଳନା କ୍ଷେତ୍ରରେ ନିର୍ବାଚିତ ପ୍ରତିନିଧି ମାନଙ୍କ ଭୂମିକା ତଥା ଏହି କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା…