Sign in
Sign in
Recover your password.
A password will be e-mailed to you.
ବିଷାକ୍ତ ସାପକାମୁଡ଼ାରେ କଲେଜ ଛାତ୍ର ମୃତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଥାନା ପଥରାପୋଲି ଗ୍ରାମର ଲେଟ ପ୍ରମୋଦ ନାୟକଙ୍କ ପୁଅ ରୁଦ୍ର ପ୍ରସାଦ ଓରଫ ଦୀପକ ନାୟକ 16 ,ଗତକାଲି ଶନିବାର ରାତ୍ର 10,30 ରେ ପରିବାରର ସମସ୍ତଙ୍କ ସହ ଦୀପକ ଖାଇସାଇ ଶୋଇ ପଡ଼ିଥିଲେ । ରାତ୍ର 3 ଟାରେ ରୁଦ୍ରର ମା ଓ ଭଉଣୀ ଟଇଲେଟ ଯିବାପାଇଁ…
ଏ.ବି.ସି.ଡି. ନୁଆଁଖାଇ ଭେଟଘାଟ ରୌପ୍ୟଜୟନ୍ତୀ ପାଳନ ଅବସରରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ l
ପଦ୍ମପୁର/ଶିବାଶିଷ ପଟ୍ଟନାୟକ: ଏ.ବି.ସି.ଡି. ନୁଆଁଖାଇ ଭେଟଘାଟ ରୌପ୍ୟଜୟନ୍ତୀ ପାଳନ ଅବସରରେ ରଙ୍ଗୋଲି ପ୍ରତିଯୋଗିତା ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ରଙ୍ଗୋଲି ,ଝୋଟି ଓ ସଂଗୀତ ପ୍ରତିଯୋଗିତା ଆୟୋଜନ ହୋଇଥିଲା l ଏଥିରେ ରଙ୍ଗୋଲି ଜୁନିଅର ଓ ସିନିଅର…
ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ଦ୍ୱିତୀୟ ଦିନରେ
ସାମିଲ ହେଲେ ଜୁନାଗଡ଼ ସାମ୍ବାଦିକ ସଙ୍ଘ
ସପକ୍ଷରେ ବାହାରିଲେ କଲମପୁର ଅଞ୍ଚଳବାସୀ।
ଜୁନାଗଡ଼/ ଆଦିତ୍ୟ ପ୍ରସାଦ ମହାନ୍ତି : କଳାହାଣ୍ଡି ଜିଲ୍ଲାର ଐତିହାସିକ ସହର,ମନ୍ଦିର ମାଳିନୀ ତଥା ହଜରେ ବର୍ଷର ପୁରୁଣା ସହର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀରେ ଆଜି ଦ୍ୱିତୀୟ ଦିନରେ…
ରାଜ୍ୟର ସଫଳତାରେ ଖୁସି ହେବା ଶିଖୁ ବିଜେପି: ବିଜେଡି
ହକି ବିଶ୍ୱକପ୍ ଆୟୋଜନ ରାଜ୍ୟ ପାଇଁ ଗୌରବ ଆଣିଥିଲା
ବିଜେପିର ପ୍ରତିକ୍ରିୟା କିନ୍ତୁ ନୈରାଶ୍ୟଜନକ ଥିଲା
ଓଡିଶାର ସଫଳତାରେ ଖୁସି ହେବାକୁ ବିଜେଡିର ପରାମର୍ଶ
ଭୁବନେଶ୍ୱର, ୧୦/୦୯/୨୦୨୩:ଯେତେବେଳେ ଓଡ଼ିଶା ହକି ବିଶ୍ୱକପ ଆୟୋଜନ କଲା, ସେତେବେଳେ ସାଢେ ୪ କୋଟି…
ନବରଙ୍ଗପୁର ସହର ଇସ୍କନ ମନ୍ଦିର ଠାରେ ନନ୍ଦଉଛବ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ.
https://youtu.be/Md8f0JKGk_M
ନବରଙ୍ଗପୁର /ଅଶୋକ ସାହୁ, ଶାସକ ପ୍ରଶାସକ : ନବରଙ୍ଗପୁର ସହରସ୍ଥିତ ଇସ୍କନ ମନ୍ଦିରରେ ନନ୍ଦଉଛବ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଧୂମଧାମରେ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ତଥା ଏହା ପାଖଆଖର ଅନେକ ସୂବେଛୁ ଭକ୍ତ ଯୋଗଦେଇ ବିଭିନ୍ନ…
ବିଜୁ ଜନତା ଦଳର ବୃକ୍ଷ ରୋପଣ ସହ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ।
ଅସ୍ତରଙ୍ଗ/ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ କୁହୁଡି ଲବଣ ସତ୍ୟାଗ୍ରହ ହାଇସ୍କୁଲ ପରିସରରେ ବିଜୁ ଛାତ୍ର ଜନତା ଓ ବିଜୁ ଯୁବ ଜନତା ଦଳ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଏହିସବୁ କାର୍ଯ୍ୟକ୍ରମକୁ ରାଜ୍ୟ…
ପାକ୍ ଅଧିକୃତ କାଶ୍ମୀରରେ ଲୁଚିଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ
ଜମ୍ମୁ କାଶ୍ମୀରରେ ସେମାନଙ୍କ ସମ୍ପତ୍ତି ଜବତ ହେବ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଅଧୀନରେ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ପ୍ରୟାସରେ ଜମ୍ମୁ କାଶ୍ମୀରର ବାସିନ୍ଦା ତଥା ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ…
ଆମ୍ରି ହସ୍ପିଟାଲରେ ବିଶ୍ଵ ଫିଜିଓଥେରାପୀ ଦିବସ ପାଳିତ
ଭୁବନେଶ୍ଵର : ଆମ୍ରି ହସ୍ପିଟାଲ୍ ଭୁବନେଶ୍ବର ପକ୍ଷରୁ ବିଶ୍ବ ଫିଜିଓଥେରାପି ଦିବସ ଉପଲକ୍ଷେ କଣ୍ଟିନିଅସ୍ ଫିଜିଓଥେରାପି ଏଜୁକେସନ୍ (ସିପିଇ) ପଞ୍ଚମ ସଂକ୍ରମଣ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୨୦୦ରୁ ଅଧିକ ଫିଜିଓଥେରାପି ବିଶେଷଜ୍ଞ ଅଂଶଗ୍ରହଣ…
ଓଡ଼ିଶା-ମୋ ପରିବାର ଏବଂ ଓଡ଼ିଶା ପରିବାର ମିଳିତ ଉଦ୍ୟମରେ ମୃତାହତ ଶ୍ରମିକଙ୍କୁ ସହାୟତା
ହାଇଦ୍ରାବାଦରେ ଏକ ଛ’ ମହଲା କୋଠାରୁ ଖସିପଡି ୩ ଓଡ଼ିଆ ଶ୍ରମିକ ମୃତ ଏବଂ ୨ ଆହତ
ଶ୍ରମିକଙ୍କୁ ସହାୟତା ଯୋଗାଇଲେ ଓଡ଼ିଶା-ମୋ ପରିବାର ଏବଂ ଓଡ଼ିଶା ପରିବାର
ମୃତ ଶ୍ରମିକଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିବେ ସରକାର
ଭୁବନେଶ୍ୱର: ଗତ ସେପ୍ଟେମ୍ବର…
ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୪୪,୫୪୨ଟି ମାମଲାର ଚୂଡ଼ାନ୍ତ ଫଇସଲା
ଭୁବନେଶ୍ୱର: ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଓ ଦୌରାଜଜ୍-ତଥା-ଅଧ୍ୟକ୍ଷ, ଜିଲ୍ଲା ଆଇନସେବା ପ୍ରାଧିକରଣ ଶ୍ରୀ ନିଶିଥ୍ ନିଶାଙ୍କଙ୍କ ନିର୍ଦ୍ଦେଶମତେ ଅନୁଷ୍ଠିତ ହୋଇଯାଇଛିା ଭୁବନେଶ୍ୱର, ଖୋର୍ଦ୍ଧା,…