Sign in
Sign in
Recover your password.
A password will be e-mailed to you.
ଗୋ ମାଂସ ଚାଲାଣ ବେଳେ ଧରାପଡ଼ିଲେ ୪ଅଭିଯୁକ୍ତ ଅଟେl କୁ ଜଵଦ କଲେ ସ୍ଥାନୀୟ ଲୋକେ llllll
ସାରସକଣା :: ମୟୂରଭଂଜ ଜିଲ୍ଲା ଝଡ଼ପୋଖରିଆ ଥାନା ଅନ୍ତର୍ଗତ ସାରସକଣା ବଜାର ଠାରେ ଗତ ତା ୮/୯/୨୩ ରିଖ ଶୁକ୍ରବାର ରାତି ପ୍ରାୟ ୧୧ ଘଟିକା ସମୟରେ ଅଞ୍ଚଳର କିଛି ଯୁବକ ମାନେ ଏକ OD11 Z 7078 ନମ୍ବର ଥିବା ଅଟୋ କୁ ଅଟକାଇ ସନ୍ଦେହରେ ପଚାରା ଉଚାରା କରିଥିଲେ। ସେହି ସମୟରେ ଅଟୋ ରେ ଗୋମାଂସ…
ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଦୁଇ ବ୍ଲକକୁ ନେଇ ଚିନ୍ତନ ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଚିହ୍ନିତ ଜିଲ୍ଲାର ଦୁଇ ଆକାଂକ୍ଷା ବ୍ଲକ ଗୁମ୍ମା ଓ ଆର.ଉଦୟଗିରୀର ସମସ୍ତ ପାଞ୍ଚଟି ଚିହ୍ନିତ ବିଷୟ ବସ୍ତୁକୁ ନେଇ ବ୍ଲକର ବିକାଶକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟରତ ହେବାକୁ ଥିବା ସୂଚକାଙ୍କ ପ୍ରତିଟି କ୍ଷେତ୍ରରେ…
ଚାରା ଉତ୍ପାଦନ ପାଇଁ ନର୍ସରୀ ତଥା Vermi Compost ପ୍ରସ୍ତୁତ କରିବା ପାଇଁ ପ୍ରଶିକ୍ଷଣ ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ବନ ବିଭାଗ ତରଫରୁ ବିଭିନ୍ନ ବନାଞ୍ଚଳରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍ .ଆନନ୍ଦଙ୍କ ନିର୍ଦେଶ କ୍ରମେ ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ମୋହନା , ଚନ୍ଦ୍ରଗିରି , ରାମଗିରି , ରା. ଉଦୟଗିରି , ମହେନ୍ଦ୍ର , ଦେବଗିରି…
ସୋଆରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ସ୍କୁଲ ଚେସ୍ : କୌସ୍ତଭ ଦାସ ଚାମ୍ପିଅନ
ଭୁବନେଶ୍ୱର , ସେପ୍ଟେମ୍ବର ୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଦୁଇ ଦିନିଆ ଅଲ୍ ଓଡ଼ିଶା ସ୍କୁଲ୍ ଚେସ୍ ଚାମ୍ପିଅନ୍ସିପ ଶନିବାର ଉଦ୍ଯାପିତ ହୋଇଥିବା ବେଳେ ଏହି ପ୍ରତିଯୋଗିତାରେ ଚାମ୍ପିଅନ୍ ହୋଇଛନ୍ତି କୌସ୍ତଭ ଦାସ । ଭୁବନେଶ୍ୱର ସେଂଟ ଜାଭିୟର୍ସ ହାଇସ୍କୁଲ, କେଦାରଗୌରୀର ଛାତ୍ର…
ସେପ୍ଟେମ୍ବର ୧୩ ରେ ଓଡିଶାରେ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର, ସେପ୍ଟେମ୍ବର ୯: ଉତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଯାହା ଫଳରେ ଏହାର ପରଦିନ ଏହା ଏକ ଲଘୁଚାପରେ ପରିଣତ ହୋଇପାରେ ବୋଲି ସୋଆ ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ କୁହାଯାଇଛି…
ଉତ୍କଳ ଆଲୁମିନା ଦ୍ବାରା ପଥପାର୍ଶ୍ବ ବୃକ୍ଷଚାରା ରୋପଣ
ଏହାର ପାରିପାର୍ଶ୍ବକ ଅଞ୍ଚଳରେ ସବୁଜ ବଳୟ ବିକାଶକୁ ପୃଷ୍ଠପୋଷକତା କରୁଛି
ରାୟଗଡା ରୁ ବୈକୁଣ୍ଠ ଦୁରିଆ : ପରିବେଶ ଏବଂ ଦୀର୍ଘସ୍ଥାୟିତ୍ଵ ପ୍ରତି ନିଜର ପ୍ରତିବଦ୍ଧତା ସହିତ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା…
କିରାଶାସନ ଶ୍ରୀଅରବିନ୍ଦ ଶିକ୍ଷା କେନ୍ଦ୍ରର ପ୍ରତିଷ୍ଠା ଦିବସ ପାଳିତ
କୁଚିଣ୍ଡା/ଅଜୟ ବାଘ : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କିରାଶାସନ ଶ୍ରୀ ଅରବିନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ର ର ୨୩ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି ।ଅବସର ପ୍ରାପ୍ତ ଶିକ୍ଷକ ନୃପାଲାଲ ପଟେଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବକୁ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର…
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, କୁନ୍ତରା ମାତୃକର୍ମଶାଳା ଶିଶୁ ବାଟିକା
କୁଚିଣ୍ଡା/ଅଜୟ ବାଘ : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁନ୍ତରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, କୁନ୍ତରା ଶିଶୁ ବାଟିକା ମାତୃକର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କର୍ମଶାଳା ରେ ୪୪ ଜଣ ମାଆ ଉପସ୍ଥିତ ଥିଲେ l ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଜୟନାରାୟ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
“ଘୁମୁସରଜିଲ୍ଲା” ଦାବି ନେଇ, ଵ୍ୟାଘ୍ରଦେଵୀ ଙ୍କ ପୀଠରେ ଘୁମୁସର ବାହିନୀ ର ମହାମିଳନ
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା):'ଘୁମୁସର ବାହିନୀ ' ପକ୍ଷରୁ ଘୁମୁସର ମାଟିର ଅଧିଷ୍ଠାତ୍ରୀ ଦେବୀ ମାଁ ବ୍ୟଘ୍ରଦେବୀଙ୍କ ନିଆରା ସଭାପତିତ୍ବରେ ତାଙ୍କରି ପିଠ କୁଲାଡ଼ ଠାରେ , ଘୁମୁସରଜିଲ୍ଲା ଗଠନ ନେଇ ଏକ ମହାମିଳନ ଅନୁଷ୍ଠିତ ହୋଇଛି। ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲ୍ଲାର ମାନ୍ୟତା ଦାବି ନେଇ…
ଗମନା ଗମନ ସୁବିଧା ପାଇଁ ପ୍ରଶାସନଙ୍କୁ ଗ୍ରାମବାସୀଙ୍କର ଅଭିଯୋଗ
ଜଗତସିଂହପୁର ତା - ୯ . ୯ . ୨୩ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଖଏରଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଣସାହି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ରାସ୍ତାର ସୁବିଧା ନଥିବାରୁ ପ୍ରାୟ କୋଡିଏଟି ପରିବାର ଲୋକମାନେ ବହୁତ ହଇରାଣ ହେଉଛନ୍ତି l ଲଗାତାର ବର୍ଷା ଯୋଗୁଁ…