ବେଆଇନ୍ ଭାବେ ଖଣିଜ ସମ୍ପଦର ଲୁଟ୍ କରୁଥିବା କମ୍ପାନୀମାନଙ୍କ ଏଜେଂଟ ସାଜିଛନ୍ତି ସରକାର – ପ୍ରଶାନ୍ତ ଭୂଷଣ

ଶ୍ରୀ ଜଗନ୍ନାଥ ଓ ଚାଷୀଙ୍କର ଜମି ୭ ଦିନ ଭିତରେ ଫେରସ୍ତ ନ କଲେ ସରକାରଙ୍କୁ ନୋଟିସ୍ ଦିଆଯିବା ସହିତ ଅଦାଲତ ଅବମାନନା କେସ୍ ଦାଖଲ କରାଯିବ ଭୁବନେଶ୍ୱର - ରାଜ୍ୟ ସରକାରଙ୍କ ଅତ୍ୟଧିକ ବେଦାନ୍ତ ପ୍ରୀତି ଯୋଗୁଁ ପୁରୀ କୋଣାର୍କ ବେଳାଭୂମି ଉପକଣ୍ଠରେ ୧୦ ହଜାର ଏକର ଚାଷଜମିକୁ ହଡ଼ପ କରିବାପାଇଁ…

ରକ୍ତଦାନ କ୍ଷେତ୍ରରେ ବଳିଷ୍ଠ ଉଦାହରଣ ସୃଷ୍ଟି କରିଛି ରାଳବ

ହିଞ୍ଜିଳିକାଟୁ /ରଜତ ପଟ୍ଟନାୟକ: ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ରାଳଵ ପଞ୍ଚାୟତ ରେ ରକ୍ତଦାନ ଏବଂ ରାଳବ ଗ୍ରାମର ସମ୍ପର୍କର ନିବିଡ଼ତା ସମସ୍ତେ ଏଥିରୁ ବୁଝି ପାରିବେ ଯେ କେବଳ ଦୁଇ ବର୍ଷ ମଧ୍ୟରେ ଚାରୋଟି ସଫଳ ରକ୍ତଦାନ ଶିବିର ଆୟୋଜନ ପୂର୍ବକ ରକ୍ତଦାନର ଜାଗରଣକୁ ପ୍ରତ୍ୟେକ ପ୍ରାଣରେ…

ଯୁବକଙ୍କୁ ହତ୍ଯା କରି ନଦୀକୁ ଫିଙ୍ଗି ଦେଲେ ଅଜଣା ଦୁର୍ବୁତ୍ତ

ଏସଡିପିଓଙ୍କ ତଦନ୍ତ ଆରମ୍ଭ, ପଛରେ ବସିଥିବା ପିଲାକୁ ଅଟକ ରଖି ପଚରା ଉଚରା ଜାରୀ ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକ ଅନ୍ତର୍ଗତ ବାରସିଙ୍ଗି ପୋଲ ଉପରେ ଗତକାଲି ଅପରାହ୍ନ ସାଢେ ୪ଟା ବେଳେ ବିଭତ୍ସ ହତ୍ଯା କାଣ୍ଡ ଘଟିଛି। ହତ୍ଯା କାଣ୍ଡ ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ କୁମାର ପାଣି…

ବେଲଗୁଣ୍ଠାରେ ସମ୍ବାଦ-ଆମ ଓଡ଼ିଶା ଭାଷାଜ୍ଞାନ ପରୀକ୍ଷା:୫୧୪ ଜଣ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

ଭାଷାଜ୍ଞାନରେ ସାଇପ୍ରଜ୍ଞା, ହସ୍ତାକ୍ଷରରେ ସ୍ନେହାଞ୍ଜଳୀ ଓ ଚିତ୍ରାଙ୍କନରେ ଲିଜା ପ୍ରଥମ । ବେଲଗୁଣ୍ଠା- (ଶିବରାମ ଚୌଧୁରୀ )--ଆଜି ସମ୍ବାଦ-ଆମ ଓଡ଼ିଶା ଆନୁକୂଲ୍ୟରେ ଅନୁଷ୍ଠିତ ଭାଷାଜ୍ଞାନ ପରୀକ୍ଷାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବେଲଗୁଣ୍ଠା ସ୍ଥିତ…

ଅସହାୟ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ

ସାରସକଣା/ଦିପୁ ମହାପାତ୍ର :: ଶାସକ ପ୍ରଶାସକ ମୟୁରଭଂଜ ଜିଲ୍ଲା ଝାଡ଼ପୋଖରିଆ ଥାନା ଅନ୍ତର୍ଗତ ୧୮ ଏବଂ ୪୯ ନମ୍ବର ଜାତୀୟରାଜପଥର ଅନ୍ତଃରାଜ୍ୟ ମିଶ୍ରଣ ସ୍ଥଳୀ ଝାଡ଼ପୋଖରିଆ ଓଭରବ୍ରିଜ ଠାରେ ଏକ ଅସହାୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ମୁତାବକ ବିଗତ କିଛି ମାସ ହେଲା ଖରା, ବର୍ଷା,ଶୀତ…

ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବଲାଙ୍ଗିର: ସ୍ଥାନୀୟ ମୀନା ଟେଣ୍ଟ ହାଉସଠାରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଞ୍ଚ ବର୍ଷ ପୂର୍ବେ କିଛି ହାତଗଣତି ସଦସ୍ୟଙ୍କୁ ନେଇ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ଗଠିତ ହୋଇଥିବା ବେଳେ ବର୍ତ୍ତମାନ ତାହା ଜିଲ୍ଲା ବ୍ୟାପି ଏକ ବଡ…

ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଓ ବିଧାୟିକା l

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଣ୍ୟାଗାର ନିଗମ ଅଧ୍ଯକ୍ଷ ମହେନ୍ଦ୍ର ବଢେଇ ହୃଦଘାତରେ ଆକ୍ରାନ୍ତ ହୋଇ ଭୂବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧନ ଅବସ୍ଥାରେ ଗତ ଗୁରୁବାର ରାତିରେ ମୃତ୍ୟୁ ହୋଇଥିଲା । ଶୁକ୍ରବାର ଦିନ ପୈତୃକ ଗ୍ରାମ ଟାଲ ରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଆଜି…

ଆଇନ ସଚେତନତା ଶିିବିର ଅନୁଷ୍ଠିତ

ବଲାଙ୍ଗିର, ( ସନ୍ତୋଷ କୁମାର ଠାକୁର ) : ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଆନୁକୂଲ୍ୟରେ ରାମଜୀ ଉଚ୍ଚ ବିଦ୍ୟାଳୟ, କୁରୁଲଠାରେ ଏକ ଆଇନ ସେଚତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ପାଇଁ ଏକ ଆଲୋଚନାଚକ୍ର କରାଯାଇଥିଲା ।…

ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଶୋକ ସଭା ଅନୁଷ୍ଠିତ l

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି | ସଭାରେ ସ୍ବର୍ଗତ ମହେନ୍ଦ୍ର ବଢ଼େଇ ଙ୍କ ଫୋଟୋ ଚିତ୍ରରେ ବିଧାୟିକା ବର୍ଷା ସିଂ ବରିହା ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ପରେ ସଭାରେ ଉପସ୍ଥିତ ବିଜେଡି…

ଲୋକକଳା ଭାରତଲିଳା ରୁ ଅପସଂସ୍କୃତି ବାଦ୍ ଦେଇ କଳାକାର ଙ୍କ ସମସ୍ୟା ର ସମାଧାନ ନିମନ୍ତେ ବୈଠକ।

https://youtu.be/jPOB9Y5VYvE ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: "ଘୁମୁସର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତଲୀଳା" ସଂଘ ର ପ୍ରଥମ ବାର୍ଷିକ ଉତ୍ସବ ଆଜି, ୧୦/୦୯/୨୦୨୩ ରିଖ ରବିବାର ଦିନ ପୂର୍ବାହ୍ନ ୧୧ ଘଣ୍ଟିକା ସମୟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ର ଅଗଝୋଳ ଗ୍ରାମରେ ସଂଖ୍ୟା ଧିକ…