ନବନିଯୁକ୍ତ ଶିକ୍ଷକ ପ୍ରଶିକ୍ଷକଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର:ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ବ୍ଲକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନବନିଯୁକ୍ତ ଶିକ୍ଷକ ପ୍ରଶିକ୍ଷକମାନଙ୍କ ପାଇଁ ସାତଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ…

ବାଲୁଗାଁ ମାର୍ବଲ ଦୋକାନରେ ଜିଏସଟି ରେଡ଼

ବାଲୁଗାଁ/ଖୋର୍ଦ୍ଧା:- (ସେକ୍ କୌସର): ବାଲୁଗାଁ ସହରର ଏକ ମାର୍ବଲ ଦୋକାନରେ ଜିଏସଟି ଟିମ ଚଢ଼ାଉ କରିଛି। ଖବର ମୁତାବକ ବାଲୁଗାଁ ଚିଲିକା ରୋଡ଼ ସ୍ଥିତ ଶ୍ରୀ ମାର୍ବଲ ଦୋକାନରେ ୨୬ ଜଣିଆ ଜିଏସଟି ଟିମ ସୋମବାର ଅପରାହ୍ନରେ ଚଢ଼ାଉ କରିଛି। ସମ୍ପୃକ୍ତ ଦୋକାନୀ ମାଲିକ ଘନଶ୍ୟାମ ସ୍ୱାଇଁ ଦୀର୍ଘ ଦିନ…

ସର୍ଗିବାହାଲ ପଞ୍ଚାୟତ ରେ ଭତ୍ତା ବଣ୍ଟନ କଲେ ବିଧାୟିକା l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ରାଜବୋଡ଼ାସମ୍ବର ବ୍ଳକ୍ ଅନ୍ତର୍ଗତ ସର୍ଗିବାହାଲ ରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ସର୍ଗିବାହାଲ ପଞ୍ଚାୟତ ର ୫୬ ଜଣ…

ନିଷ୍କାସିତ ହେଲେ ସୌମ୍ୟ

ଭୁବନେଶ୍ୱର : ନିଜ ସମ୍ପାଦକୀୟ ତଥା ଗଣମାଧ୍ୟମରେ ଲଗାତାର ଭାବେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନଙ୍କୁ ସମାଲୋଚନା କରିଆସୁଥିବା ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ଉପସଭାପତି ପଦରୁ ନିଷ୍କାସିତ କରିଛନ୍ତି |

ସୌମ୍ୟବାବୁଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କାହିଁକି ନେଉନି ବିଜେଡି ?

ପାଣ୍ଡିଆନଙ୍କର ଦୋଷ କ’ଣ, ପଚାରିଲେ ନିରଞ୍ଜନ । ଭୁବନେଶ୍ୱର ତା. ୧୧.୯- ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମରେ କହିଛନ୍ତି ସୌମ୍ୟବାବୁଙ୍କର ସଂପାଦକୀୟ ନିବନ୍ଧ “ଆମ ଘରର ହାଲଚାଲ”ର ବିଷୟବସ୍ତୁକୁ ନେଇ ଆମ ରାଜ୍ୟରେ ଗଣମାଧ୍ୟମମାନେ ଚର୍ଚ୍ଚା କରୁଛନ୍ତି ।…

ସ୍ବର୍ଗତ ମହେନ୍ଦ୍ର ବଢ଼େଇଙ୍କୁ ଦଳ ତରଫରୁ ଶ୍ରଦ୍ଧାଞ୍ଜଳି

ବରଗଡ :- ପୂର୍ବତନ ପ୍ରଶାସନିକ ଅଧିକାରୀ , ବିଜୁ ଜନତା ଦଳର ମୁଖପାତ୍ର ତଥା ରାଜ୍ୟ ସରକାରଙ୍କ ପଣ୍ୟଗାର ନିଗମର ଅଧ୍ୟକ୍ଷ ଶ୍ରୀ ମହେନ୍ଦ୍ର ବଢ଼େଇ ଙ୍କର ଗତ 8 ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିବାର ଖବର ମୁଖ୍ୟତ ପଦ୍ମପୁର ଅଞ୍ଚଳ…

ଦେଢ଼ ମାସ ର ଶିଶୁପୁତ୍ର କୁ ହତ୍ୟା କଲା ଜନ୍ମ କଲା ମା llll

ମୟୁରଭଞ୍ଜ/ଦିପୁ ମହାପାତ୍ର - ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ସ୍ଥିତ ଅସନା ପଞ୍ଚାୟତ ର ବାଙ୍କିଡିହି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ସୂଚନା ମୁତାବକ ବାଙ୍କିଡିହି ଗ୍ରାମରେ ରହୁଥିବା ସୋଲାଈ ନାଏକ ଙ୍କ ସ୍ତ୍ରୀ ପ୍ରଭାତୀ ନାଏକ କାଲି ନିଜ ପୁଅକୁ ଗାଁ ପାଖରେ ଥିବା ଏକ ନାଳ ରେ…

ବସ ବାଇକ୍ ମୁହାଁମୁହିଁ ଧକ୍କା: ୧ ଗୁରୁତର

ଓଡଗାଁ,୧୧।୯(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ଅନ୍ତର୍ଗତ କଟରାଝରି ବନ୍ଧ କାଳିଆଷଣ୍ଢ ଠାକୁରାଣୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟା ପ୍ରାୟ ୭ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତ ଜଣଙ୍କ ମଗରବନ୍ଧ…

ରାଧାକାନ୍ତ ମଠର ଟ୍ରଷ୍ଟି ଦାୟିତ୍ୱରେ ତହସିଲଦାର

ଓଡ଼ଗାଁ,୧୧।୯(ଶ୍ରୀକାନ୍ତ କୁମାର ମିଶ୍ର): ଦେବତର କମିସନର ଭୁବନେଶ୍ଵରଙ୍କ କାର୍ଯ୍ୟାଳୟ ଆଦେଶ ନମ୍ବର ୯୦୬୯/୬୬୨ ନୟାଗଡ଼ (ଏମ୍) ତା ୨୫.୦୮.୨୦୨୩ ରିଖ ଅନୁସାରେ ଓଡ଼ଗାଁ ରାଧାକାନ୍ତ ମଠ ସମ୍ପତି ରକ୍ଷଣାବେକ୍ଷଣ ଓ ସମ୍ପୁର୍ଣ୍ଣ ପରିଚାଳନା ପାଇଁ ମାନ୍ୟବର ହାଇକୋର୍ଟ ଓଡ଼ଗାଁ ତହସିଲଦାରଙ୍କୁ…

ନିଶ୍ଚିନ୍ତକୋଇଲି ବ୍ଲକ ରେ ଜନ ଶୁଣାଣି ଶିବିର : 108 ଅଭିଯୋଗ ଶୁଣାଣି କଲେ ଅତିରିକ୍ତ ଜିଲ୍ଲାପାଳ l

 (ନିଶ୍ଚିନ୍ତକୋଇଲି -ଶାସକପ୍ରଶାସକ ): ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି କକ୍ଷରେ କଟକ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଥିବାରୁ ସେ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିପାରିନଥିଲେ ଅତିରିକ୍ତ…