Sign in
Sign in
Recover your password.
A password will be e-mailed to you.
15 ଦଫା ଦାବି ନେଇ ନିଶ୍ଚିନ୍ତକୋଇଲି ସରପଞ୍ଚ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର
(ନିଶ୍ଚିନ୍ତକୋଇଲି- ଶାସକପ୍ରଶାସକ): ନିଶ୍ଚିନ୍ତକୋଇଲି ନବଗଠିତ ସରପଞ୍ଚ ସଂଘ ପକ୍ଷରୁ 15 ଦଫା ଦାବି ନେଇ ନିଶ୍ଚିନ୍ତକୋଇଲି ବ୍ଲକ ରେ ଅନୁଷ୍ଠିତ ଜିଲ୍ଲାପାଳ ଜନଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ ଙ୍କୁ ପ୍ରଦାନ କରାଯାଇଛି । ସଭାପତି ଦାଉଦପୁର ସରପଞ୍ଚ ଲଳିତେନ୍ଦୁ ବିଶୋଇ ଙ୍କ…
ଜୁନାଗଡ଼କୁ ଜିଲ୍ଲା ମାନ୍ୟତ ଦାବୀ ନେଇ ଆନ୍ଦୋଳନ କୁ ତୀବ୍ରତର କରାଯିବ: ବହୁଜନ ସଂଗ୍ରାମ ସମିତି
ତୃତୀୟ ଦିନରେ ସାମିଲ ହେଲା ବହୁଜନ ସଂଗ୍ରାମ ସମିତି।
ଜୁନାଗଡ଼ ,୧୧/୯:କଳାହାଣ୍ଡି ଜିଲ୍ଲାର ଐତିହାସିକ ସହର, ତଥା ହଜରେ ବର୍ଷର ପୁରୁଣା ସହର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀରେ ଆଜି ତୃତୀୟ ଦିନରେ ପହଁଚିଛି।ଦିନରେ ପହଞ୍ଚିଛି ।ତୃତୀୟ ଦିନରେ ଜୁନାଗଡ଼ ର ଯୁବ ସଂଗଠନ ବହୁଜନ ଦଂଗ୍ରାମ ସମିତି…
ସଚ୍ଚିଦାନନ୍ଦଙ୍କ ବିୟୋଗରେ ହମିରପୁର ଉନ୍ନୟନ ପରିଷଦର ଶୋକ
ରାଉରକେଲା, (ବସନ୍ତ କୁମାର ଜେନା):- ହମିରପୁର ଉନ୍ନୟନ ପରିଷଦର ବରିଷ୍ଠ ସଦସ୍ୟ ଆଇନଜୀବୀ ସଚ୍ଚିଦାନନ୍ଦ ପରିଡାଙ୍କ ଅକାଳ ବିୟୋଗରେ ଉନ୍ନୟନ ପରିଷଦ ତରଫରୁ ଶୋକ ପ୍ରକାଶ କରାଯାଇଛି l ଶ୍ରୀ ପରିଡା ହମୀରପୂରର ରାମକୃଷ୍ଣ ବିହାରରେ ପରିବାର ସହ ରହୁଛନ୍ତି l ଗତ ରାତିରେ ପ୍ରାୟ ବାରଟା ପାଖାପାଖି…
ରାଜ୍ୟ ସରକାରଙ୍କ ଦୁର୍ନିତି, ଭ୍ରଷ୍ଟାଚାର ବିରୁଦ୍ଧରେ ଗୋତରା ପଂଚାୟତ ସମ୍ମୁଖରେ ବିଜେପିର ଗଣ ଆନ୍ଦୋଳନ।
(ମାହାଙ୍ଗା-ଶାସକ ପ୍ରଶାସକ): ରାଜ୍ୟ ବିଜେପି ର ଆହ୍ୱାନ କ୍ରମେ ରାଜ୍ୟ ସରକାରଙ୍କ ଜନ ମାରଣ ନୀତି ସହିତ ଦୁର୍ନିତି ଭ୍ରଷ୍ଟାଚାର ବିରୁଦ୍ଧରେ ସାରା ରାଜ୍ୟର ଗ୍ରାମ ପଞ୍ଚାୟତ ସମ୍ମୁଖରେ ଗଣ ଆନ୍ଦୋଳନ କରାଯାଉଛି l ସେହପରି ଭାବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜେପି ନେତା ସାରଦା ପ୍ରଧାନଙ୍କ…
ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ସହ ବିଭନ୍ନ ଦାବୀ: ବାଣପୁର ବିଇଓ ଅଫିସରେ ଗଣଧାରଣା
ବାଣପୁର/ଖୋର୍ଦ୍ଧା (ସେକ୍ କୌସର): ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ସହ ବିଭନ୍ନ ଦାବୀ ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ, ବାଣପୁର ତରଫରୁ ବିଇଓ ଅଫିସରେ ଗଣଧାରଣା ଦିଆଯାଇଛି। ଉକ୍ତ ଆନ୍ଦୋଳନ ରାଜ୍ୟ ବ୍ୟାପି ଚାଲିଥିବା ବେଳେ ବାଣପୁର ବ୍ଲକର ସଭାପତି ବିଭୁତି ଭୂଷଣ…
ବିଜୁ ଜନତା ଦଳର ମହିଳା ସମାବେଶର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଜଗତସିଂହପୁର,ତା-୧୧.୦୯.୨୦୨୩/ସୁମନ୍ତ କୁମାର ଦାସ: ବିଧାନସଭା ନିର୍ବାଚନକୁ ନେଇ ଫୋକସ୍ ଜଗତସିଂହପୁର ଆଗକୁ ବିଧାନସଭା ନିର୍ବାଚନ ଏଥିପାଇଁ ବିଜେଡ଼ି ଜୋରଦାର ପ୍ରସ୍ତୁତି ସହିତ ଜିଲ୍ଲାର ବିଭିନ୍ନ ବ୍ଲକରେ ତୃଣମୂଳ ସ୍ତରରେ ହାତମୁଠାକୁ ଟାଣ କରିବା ସହ ବିଜୁ ଜନତା ଦଳକୁ ଶକ୍ତ କରିବା ପାଇଁ…
ଦେଢ଼ ମାସ ର ଶିଶୁପୁତ୍ର କୁ ହତ୍ୟା କଲା ଜନ୍ମ କଲା ମା llll
ମୟୁରଭଞ୍ଜ/ଦିପୁ ମହାପାତ୍ର - ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ସ୍ଥିତ ଅସନା ପଞ୍ଚାୟତ ର ବାଙ୍କିଡିହି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ସୂଚନା ମୁତାବକ ବାଙ୍କିଡିହି ଗ୍ରାମରେ ରହୁଥିବା ସୋଲାଈ ନାଏକ ଙ୍କ ସ୍ତ୍ରୀ ପ୍ରଭାତୀ ନାଏକ କାଲି ନିଜ ପୁଅକୁ ଗାଁ ପାଖରେ ଥିବା ଏକ ନାଳ ରେ…
ସନ୍ଥ ବିନୋବାଙ୍କ ଜୟନ୍ତୀ ଉତ୍ସବରେ ଭାବ ବିହ୍ୱଳ ଶ୍ରଦ୍ଧାଞ୍ଜଳି
କୁଚିଣ୍ଡା/ଜମନକିରା : ଦେଶ ର ଭୂସମସ୍ୟା ର ଶାନ୍ତି ପୂର୍ଣ୍ଣ ସମାଧାନ ପାଇଁ ଭୂଦାନ ଯଜ୍ଞ ର ପ୍ରବକ୍ତା ସାଜି ଇତିହାସ ସୃଷ୍ଟି କରିଛନ୍ତି ଭାରତ ରତ୍ନ ବିନୋବା ଭାବେ ।ସେ ମହାତ୍ମା ଗାନ୍ଧୀ ଙ୍କ ଆଧ୍ୟାତ୍ମିକ ଉତ୍ତରାଧିକାରୀ ଥିଲେ। ସନ୍ଥ ବିନୋବା ମହାତ୍ମା ଗାନ୍ଧୀ ଙ୍କ ସତ୍ୟାଗ୍ରହ ର ପ୍ରଥମ…
ଜିଲ୍ଲାପାଳ,ରାୟଗଡ଼ଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ରାୟଗଡ/କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀଙ୍କ ଦୀକ୍ଷା ଗ୍ରହଣ ଉତ୍ସବ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସର ନୂତନ ସ୍ଵେଚ୍ଛାସେବୀ ମାନଙ୍କର ଦୀକ୍ଷା ଗ୍ରହଣ ଉତ୍ସବ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ମୁଖ୍ୟ…