Sign in
Sign in
Recover your password.
A password will be e-mailed to you.
ଉତ୍କଳ ଆଲୁମିନା ଦ୍ୱାରା ସହଭାଗୀ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ
ରାୟଗଡା /କାଶୀପୁର ରୁ ବୈକୁଣ୍ଠ ଦୁରିଆ : କ୍ରୀଡା, କ୍ରୀଡାଭାବନା ଏବଂ ସହଭାଗୀମାନଙ୍କ ସହିତ ଏକ ଉତ୍ପାଦିକତା ଭିତ୍ତିକ ସହଯୋଗିତା ପ୍ରତି ନିଜର ଆନ୍ତରିକ ପ୍ରତିବଦ୍ଧତାକୁ ଅନୁପାଳନ କରି ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା…
ସାମ୍ବାଦିକ ସଂଘ ପକ୍ଷରୁ ବାର୍ଷିକ ଉତ୍ସବ ପାଳନ।
ବାସୁଦେବପୁର - ସ୍ଥାନୀୟ ଆମ ସାମ୍ବାଦିକ ସଂଘ ବାସୁଦେବପୁର ପକ୍ଷ ରୁ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଏଥି ନିମନ୍ତେ ବିଭିନ୍ନ ପ୍ରକାର କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି। ସକାଳ ସମୟ ରେ ଗଣ ମାଧ୍ୟମ ର ପ୍ରତିନିଧି ମାନଙ୍କୁ ନେଇ ଏକ ସାମ୍ବାଦିକ କର୍ମ ଶାଳା ଆୟୋଜନ ହୋଇଥିଲା।…
ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡାରେ ପ୍ରଧାନମନ୍ତ୍ରୀ ଆପ୍ପରେଣ୍ଟିସିପି ମେଳା ୨୦୨୩ ଅନୁଷ୍ଠିତ
ରାୟଗଡ ରୁ ବୈକୁଣ୍ଠ ଦୁରିଆ : ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ଠାରେ ଆଜି ପ୍ରଧାନମନ୍ତ୍ରୀ ଆପ୍ପରେଣ୍ଟିସିପି ମେଳା -୨୦୨୩ ଅନୁଷ୍ଠିତ ହୋଇଯାଇଛି l ଏହି ମେଳାରେ ୧୫୨ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ ଜିଲାର ପ୍ରାୟ ଆଠ ଗୋଟି କମ୍ପାନୀ ଯୋଗଦାନ କରି ୧୧୫ଜଣ…
ହିଞ୍ଜିଳି ନିର୍ବାଚନମଣ୍ଡଳୀ ଜନପ୍ରତିନିଧି ଙ୍କ ଦୂତିୟ ପର୍ଯ୍ୟାୟ ଦୁବାଇ ଗ୍ରସ୍ତ
ହିଞ୍ଜିଳିକାଟୁ ରଜତ ପଟ୍ଟନାୟକ=ମୁଖ୍ୟମନ୍ତ୍ରୀ ଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ହିଂଜିଲିକାଟୁ ବ୍ଲକ, ପୌରପରିସଦ ଓ ସେରଗଡ ବ୍ଲକର୍ ୩୪ଜଣ ଜନପ୍ରତିନିଧି , ମିଶନ ଶକ୍ତି ମହିଳା ଓ ଜଣେ ନୋଡାଲ ଅଫିସର ସମୁଦାୟ ୩୫ ଦୁବାଇ ଗ୍ରସ୍ତ ରେ ବାହାରିଛନ୍ତି । ସକାଳ ୭ଘଣ୍ଟ ସମୟ ରେ ହିଞ୍ଜିଳିକାଟୁ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ…
କିଶୋରୀ ଓ କିଶୋର ମାନଙ୍କୁ ନେଇ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଗଣ୍ଡାହାତୀ ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ଠାରେ କିଶୋରୀ ଓ କିଶୋର ମାନଙ୍କୁ ନେଇ ଏକ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ସଚେତନତା କର୍ମଶାଳାରେ ମୁଖ୍ୟତଃ କିଶୋର…
ୱିନର ବ୍ରାଇଟ ଫ୍ୟୁଚର ରେ ଜେଜେ ମା ଜେଜେ ବାପା ଦିବସ ପାଳିତ l
https://youtu.be/GZFSfA-JvjY
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ବର୍ତ୍ତମାନର ଟେକ୍ନୋଲୋଜି ଯୁଗରେ ପିଲା ମାନେ କମ୍ପ୍ୟୁଟର ଗେମ, ଭିଡିଓ ଗେମ ଓ ମୋବାଇଲରେ ବେଶୀ ସମୟ ଅତିବାହିତ କରୁଛନ୍ତି। ମାନେ ପାଠ ପଢା ପରେ କେବଳ ସେହି ବୈଦ୍ୟୁତିକ ଖେଳରେ ଲିପ୍ତ ରହୁଛନ୍ତି । ତେବେ, ପିଲାଙ୍କ ପାଠ…
ଗ୍ରେଡ ପେ ବୃଦ୍ଧି ଦାବିରେ ଏସ୍.ଏସ୍.ବି ଅଧ୍ୟାପକଙ୍କ କଳାବ୍ୟାଜ ପରିଧାନ ସହ ପ୍ରତିବାଦ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଭିନ୍ନ ଦାବି ନେଇ ଏସ୍.ଏସ୍. ବି ଅଧ୍ୟାପକ ଓ ଅଧ୍ୟାପିକା ମାନେ କଳାବ୍ୟାଜ ପିନ୍ଧି ପବିତ୍ର ଗୁରୁ ଦିବସ ଅର୍ଥାତ୍ ସେପ୍ଟେମ୍ବର ୫ ତାରିଖରୁ…
ନୃସିଂହନାଥ ମନ୍ଦିର ପରିସରରେ ଉନ୍ନୟନ ମୂଳକ କାର୍ୟ୍ଯ ତଦାରଖ କଲେ ଜିଲ୍ଲାପାଳ
ବରଗଡ଼ :-ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀ ଆଜି ମଧ୍ୟାହ୍ନରେ ପାଇକମାଲ ଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସରିବା ପରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କର ମନ୍ଦିରରେ ପରିସରରେ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲୁଥିବା ଉନ୍ନୟନ ମୂଳକ କାର୍ଯର ତଦାରଖ କରିବା ପାଇଁ ପହଞ୍ଚି ଥିଲେ…
ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ଫାଇଲେରିଆ ସଚେତନତା ଅଭିଯାନ ଜରିଆରେ ୭୦୦୦ ଲୋକଙ୍କ ପାଖରେ ପହଁଚିଛି
ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ସଂପ୍ରତି ଓଡ଼ିଶାର ଝାରସଗୁଡ଼ାରେ ଏକ ଫାଇଲେରିଆ ସଚେତନତା ଅଭିଯାନ ଓ ଔଷଧ ବିତରଣ କାର୍ଯ୍ୟ ଜରିଆରେ ୭୦୦୦ରୁ ଅଧିକ ଲୋକଙ୍କ ପାଖରେ ପହଁଚିଛି । ଏହି ଅଭିଯାନରେ ମିସ୍ ଦୀପାଳି ଦାସ-ବିଧାୟିକା, ଝାରସୁଗୁଡ଼ା ବେଦାନ୍ତର…