Sign in
Sign in
Recover your password.
A password will be e-mailed to you.
ଏକତ୍ରିତ ହୋଇ ନୂଆଖାଇ ପାଳିଲେ ସାରମଶିଲି ଗ୍ରାମବାସୀ
https://youtu.be/KzE4z1gCv6Q
ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ଆଜି ଘରେ ଘରେ ପାଳିତ ହୋଉଛି । ଯେ ଯେଉଁଠି ଥିଲେ ମଧ୍ୟ ଏହି ଦିନକ ପାଇଁ ସମସ୍ତ ପରିବାର ଏକତ୍ରିତ ହୋଇ ନିଜ କୂଳ ଦେବାଦେବୀ ଙ୍କ ନୂଆ ଚରା ଭୋଗ ଲଗାଇ ସମସ୍ତେ ଗୋଟିଏ ସ୍ଥାନରେ ବସି ଏକା ସାଙ୍ଗରେ ନୂଆ ଖାଇଥାନ୍ତି ।…
ସମ୍ପୁର୍ଣ୍ଣ ରୀତିନୀତି ରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କୁ ଲାଗିହେଲା ନବାନ୍ନ
https://youtu.be/XqpHxJQIGQA
ନବାନ୍ନ ପ୍ରସାଦ ପାଇବାକୁ ମନ୍ଦିରରେ ପ୍ରବଳ ଭିଡ
ବରଗଡ :- ଆଜି ମହାନ ଓ ପବିତ୍ର କୃଷିଭିତ୍ତିକ ଗଣପର୍ବ " ନୂଆଁଖାଇ " । ପଶ୍ଚିମ ଓଡିଶା ବାସୀ ଯିଏ ଏଉଠି ବି ଥାଆନ୍ତୁ ନା କାହିଁକି ଆଜିକାର ଦିନକୁ ନିଜର ଘର , ପରିବାର ,ଆତ୍ମୀୟ ସ୍ଵଜନ ,ବନ୍ଧୁବାନ୍ଧବ,…
ପଶ୍ଚିମ ଓଡିଶାର କୃଷି ଭିତ୍ତିକ ପର୍ବ ନୂଆଁଖାଇ ।
ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ ଏହାକୁ ଆଧାର କରି ଏଠାରେ ଏକ ସମୃଦ୍ଧ ସଭ୍ୟତା କେଉଁ ଆବହମାନ କାଳରୁ ଗଢ଼ି ଉଠିଛି । ଭାରତ ବର୍ଷରେ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ଯରେ "ନବାନ୍ନ ପର୍ବ" ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଭାରତର ବିଭିନ୍ନ ରାଜ୍ୟରେ ନୂଆଁ ଶସ୍ୟ ପୂଜାର…
ସମବାୟ ମନ୍ତ୍ରୀ ଅତନୁଙ୍କ ତେଲେଙ୍ଗାନା ରାଜ୍ୟ ସମବାୟ ଆପେକ୍ସ ବ୍ୟାଙ୍କ ପରିଦର୍ଶନ
ଭୁବନେଶ୍ୱର -ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ହାଇଦ୍ରାବାଦ ଗସ୍ତ କାଳରେ ଗତକାଲି ତେଲେଙ୍ଗାନା ରାଜ୍ୟ ସମବାୟ ଶୀର୍ଷ (ଆପେକ୍ସ) ବ୍ୟାଙ୍କ ପରିଦର୍ଶକରିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକଙ୍କୁ ବ୍ୟାଙ୍କର ସଭାପତି କୋନ୍ଦୁରୁ ରବିନ୍ଦ୍ର ରାଓ ଓ ପରିଚାଳନା ନିର୍ଦ୍ଦେଶକ ଡଃ ନେଥି ମୁରଲିଧର…
ଅନାଥ ଶିଶୁକୁ ସାହା ହେଲା ଓଡ଼ିଶା-ମୋ ପରିବାର
ରାତି ଅଧରେ ରକ୍ତ ଦେଇ ଜୀବନ ବଞ୍ଚାଇଲେ କନଷ୍ଟେବଳ ଦେବାଶିଷ
ଯେବେ ରକ୍ତ ପାଇଁ ଅସୁବିଧାରେ ପଡ଼ିଥାଏ ଜୀବନ, ସେତେବେଳେ ସଂଜୀବନୀ ସାଜିଥାଏ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତଗଢା ଓଡ଼ିଶା-ମୋ ପରିବାର, ଜୀବନ ବିନ୍ଦୁ । ସେହିପରି, ଗତକାଲି ପାରଳାଖେମୁଣ୍ଡି ହସ୍ପିଟାଲରେ ରକ୍ତ ପାଇଁ ବିପଦ ମୁହଁରେ…
ନବାନ୍ନ ପାଇଁ ପ୍ରକୃତି ସୁରକ୍ଷା ହିଁ ଆହ୍ବାନ । ।
ସୁଶାନ୍ତ କୁମାର ମିଶ୍ର
ସଭ୍ୟତାର ସୃଷ୍ଟି ଓ ବିକାଶ ଅରଣ୍ୟରୁ ଆରମ୍ଭ ହୋଇଛି । ତେଣୁ ପ୍ରାଚୀନ କାଳରେ ବୈଦିକ ଋଷିଗଣ ବୃକ୍ଷକୁ ପବିତ୍ର ମନେ କରି ପୂଜା କରୁଥିଲେ । ଆଦି ମାନବ ଜଙ୍ଗଳରୁ ଫଳମୂଳ ଓ ଜୀବଜନ୍ତୁ ଶିକାର କରି ଜୀବନ ଧାରଣ କରୁଥିଲା । ସେଥିପାଇଁ ପ୍ରକୃତି ପ୍ରତି ତାର ଗଭିର ଶ୍ରଦ୍ଧା…
ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କୁସ୍ତି ଓ ମୁଷ୍ଟି ଯୋଦ୍ଧା ପ୍ରତିଯୋଗିତାରେ ଜିଲ୍ଲାର ଛାତ୍ରଙ୍କ ସଫଳତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କୁସ୍ତି ଓ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ଛାତ୍ରମାନେ ସଫଳତା ହାସଲ କରିଛନ୍ତି। କୁସ୍ତି ପ୍ରତିଯୋଗିତାରେ ଦୁଇଜଣ ଖେଳାଳି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି , ଯଥାକ୍ରମେ ଗଣେଶ ଶବର (୧୪ ବର୍ଷରୁ କମ୍…
ବାଣପୁର ବାଲୁଗାଁ ଅଞ୍ଚଳର ବିଭିନ୍ନ ପୂଜା ମଣ୍ଡପମାନଙ୍କରେ ଧୁମ୍ ଧାମରେ ଗଜାନନଙ୍କ ପୂଜା !!!
ବାଣପୁର/ଖୋର୍ଦ୍ଧା:-(ସେକ୍ କୌସର) ବାଣପୁର ବାଲୁଗାଁ ଅଞ୍ଚଳର ବିଭିନ୍ନ ବେବସାୟିକ ଅନୁଷ୍ଠାନ ଓ କ୍ଲବ ପୂଜା ମଣ୍ଡପ ମାନଙ୍କରେ ଧୁମ୍ ଧାମର ସହିତ ଚାଲିଛି ଗଜାନନ ଙ୍କ ପୂଜା । ସମଗ୍ର ରାଜ୍ୟରେ ଆନନ୍ଦ ଉଲ୍ଲାସର ସହିତ ଅଗ୍ରପୂଜ୍ୟ ଶ୍ରୀ ଗଜାନନ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସାଜସଜ୍ଜା,…
କୁଆଁରଡିହି ଅଙ୍ଗନୱାଡ଼ି କେନ୍ଦ୍ର ପାଲଟିଛି କୁନି କୁନି ପିଲାମାନଙ୍କ ପାଇଁ ମରଣଯନ୍ତା।
ସାରସକଣା ::( ଶାସକ ପ୍ରଶାସକ) -ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ଭୂରୁଷଣି ପଂଚାୟତ ର କୁଅଁରଡିହି (ଜମଶୋଲା) ର ଅନଙ୍ଗନ୍ଵାଡି କେନ୍ଦ୍ର ଟି ପାଲଟିଛି ନିସ୍ପାପ କୁନି କୁନି ପିଲା ମାନଙ୍କ ପାଇଁ ମରଣଯନ୍ତା । ଅଙ୍ଗନୱାଡ଼ି କେନ୍ଦ୍ର ଟି ଆଜକୁ ନିର୍ମିତ ର ପ୍ରାୟ ୨୨- ୨୩ ବର୍ଷ ବିତି ଯାଇଥିବା…
ସାପ କାମୁଡ଼ା ରେ ଯୁବକ ଙ୍କ ମୃତ୍ୟୁ
ହିଞ୍ଜିଳିକାଟୁ:ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ର ସେରଗଡ଼ ବ୍ଲକ ଓ ହିଞ୍ଜିଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ରେ ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ନରେନ୍ଦ୍ରପୁର ଗ୍ରାମର ବାଞ୍ଚା ପ୍ରଧାନଙ୍କ ପୁଅ ଟୁଲୁ ପ୍ରଧାନ( ୩୦) ଆଜି ଅପରାହ୍ନରେ ବିଲକୁ କୌଣସି କାମରେ ଘରୁ…