ମଣିଷପଣିଆ ଦେଖାଇଲେ ବାଣପୁର ଥାନାଧିକାରୀ

ବାଣପୁର/ଖୋର୍ଦ୍ଧା:(ସେକ୍ କୌସର):  ବାଣପୁର ବଜାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବଜାରକୁ ଆସିଥିବା ଜଣେ ୫୫ ବର୍ଷ ବ୍ୟକ୍ତିଙ୍କର ଗୋଡ଼ ଉପରେ ଟ୍ରକ ଚଢିଯାଇଥିଲା। ଯାହାଫଳରେ ସେ ଗୁରୁତର ହୋଇ ରାସ୍ତା ମଝିରେ ପଡିରହିଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣାର ଶିକାର ହୋଇଥିବା…

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ଓ ବିଶ୍ବ ଜଳାନ୍ତକ ଦିବସ ପାଳନ

ଜଗତସିଂହପୁର,ତା-୨୯.୦୯.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ''ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ" ଓ ବିଶ୍ଵ ଜଳାତଙ୍କ ଦିବସ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ । ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ…

ଜିଲ୍ଲାସ୍ତରୀୟ ବିଶ୍ୱ ହୃତପିଣ୍ଡ ଦିବସ

ଜଗତସିଂହପୁର,ତା-୨୯.୦୯.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ଵ ହୃତପିଣ୍ଡ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୯…

ଭୁବନେଶ୍ୱରରେ ଏକ ନୂଆ ରିଟେଲ୍ ଷ୍ଟୋର୍‌ର ଶୁଭାରମ୍ଭ କରିଛି ସୂତା

ଭୁବନେଶ୍ୱର ( ଚକ୍ରଧର ମାଝି) : ଘରୋଇ ଆର୍ଟିସ୍‌ନାଲ ବ୍ରା ସୂତା ଭୁବନେଶ୍ୱରରେ ଏକ ନୂଆ ଷ୍ଟୋର୍ ସହିତ ଏହାର ରିଟେଲ୍ ଉପସ୍ଥିତିକୁ ବିସ୍ତାର କରିଛି । ଚନ୍ଦ୍ରଶେଖରପୁରର ସାମନ୍ତ ବିହାରରେ ଅବସ୍ଥିତ ଏହି ଷ୍ଟୋର୍ ହେଉଛି ସୂତାର ୭ମ ବ୍ରିକ୍‌-ଆ୍‌-ମୋର୍ଟାର୍ ଷ୍ଟୋର୍ ଏବଂ ଏହା ଏହି ସହର ସହିତ…

ବିଜେପି ର ରକ୍ତଦାନ ଶିବିର,କୋଷଗୁମୁଡା ବ୍ଲକ ରେ ଅନୁଷ୍ଠିତ.

ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ଅନ୍ତର୍ଗତ କେ ସେମଳା ପଞ୍ଚାୟତ ର ଅସଙ୍ଗl ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଶୁକ୍ରବାର ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ ଅବସରରେ ସେବା ପକ୍ଷ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମରେ ବିଜେପି ଦଳର କର୍ମକର୍ତ୍ତା…

ଉତ୍କଳ ଆଲୁମିନାରେ ଜାତୀୟ ପୋଷଣ ମାସ ପାଳିତ

ରାୟଗଡା ରୁ ବୈକୁଣ୍ଠ ଦୁରିଆ : ଗୋଷ୍ଠୀ ସ୍ୱାସ୍ଥ୍ୟ ଓ କଲ୍ୟାଣ ନିମନ୍ତେ ନିଜର ନିରବଚ୍ଛିନ୍ନ ପ୍ରୟାସରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଟିକିରିସ୍ଥିତ ଓଲ୍‍ଡ ଆଦିତ୍ୟ ବିର୍ଲା ପବ୍ଲିକ…

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

ରାୟଗଡା ରୁ ବୈକୁଣ୍ଠ ଦୁରିଆ - ଅଦ୍ୟ ତା-୨୯.୦୯.୨୦୨୩ ରିଖ ଶୁକ୍ରୁବାର ଦିନ ଘ ୨.୩୦ମି ରେ ସ୍ଥାନୀୟ ଶ୍ରୀ ଚୌତନ୍ୟ ଏକାଡେମୀ, ରାୟଗଡା ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ “Safety on Social Media Platform & Cyber laws” ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ…

କୁଚିଣ୍ଡା ଉପଖଣ୍ଡରେ ଭୁସୁଡ଼ି ପଡିଛି ଉଚ୍ଚ ଶିକ୍ଷା ବ୍ୟବସ୍ଥା

ଜମନକିରା :୨୯/୦୯: ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା ଉପଖଣ୍ଡରେ ଆଜି ଉଚ୍ଚ ଶିକ୍ଷା ବ୍ୟବସ୍ଥା ଭୁସୁଡ଼ି ପଡିଛି। ଆଉ କିଛି ବର୍ଷ ପରେ ମହାବିଦ୍ୟାଳୟ ଗୁଡିକ ସ୍ଥାୟୀ ଅଧ୍ୟାପକ ଶୂନ୍ୟ ହୋଇଯିବେ। ଆଜି ଉପଖଣ୍ଡର ଅନ୍ୟତମ  ମହାବିଦ୍ୟାଳୟ ଜମନକିରା ଯୁକ୍ତ ଦୁଇ ମହାବିଦ୍ୟାଳୟ ସ୍ଥାୟୀ ଅଧ୍ୟାପକ ଶୂନ୍ୟ…

ଚାରିମାସ ହେବ ଡିଜି ଖରାପ ଯୋଗୁଁ ରୋଗୀ ହନ୍ତସନ୍ତ

ଢ଼େଙ୍କାନାଳ / ରବିନ୍ ଦାସ ; ଆଜି ଅପରାହ୍ନରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ବିଦ୍ୟୁତ୍ ନଥିବା ହେତୁ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହ ମେଡିକାଲ୍ କର୍ମଚାରୀମାନେ ମଧ୍ୟ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଜରୁରୀକାଳୀନ ସ୍ଥିତି ପାଇଁ…

ଅଭିନବ ଢଙ୍ଗ ରେ ଭାଗବତ ଜନ୍ମ ପାଳନ ।

କେନ୍ଦ୍ରାପଡା/ପ୍ରଫୁଲ୍ଲ କୁମାର ମଲ୍ଲ :ଆଜି ଥିଲା ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ତିଥି । ଯାହା ଆମ ଓଡ଼ିଆ ଘରର ପୁର ପଲ୍ଲୀରେ ଇନ୍ଦୁ ପୂର୍ଣ୍ଣମୀ ଭାବେ ପରିଚିତ ।ପୁରାଣ ଶାସ୍ତ୍ର ଅନୁଯାୟୀ ଆଜି ମହାପ୍ରଭୁ ଶ୍ରୀ ଶ୍ରୀ ଭାଗବତଙ୍କ ଜନ୍ମ । ଏହି ଭକ୍ତିର ଦିବସ ଅବସରରେ ଅଭିନବ ଉପାୟରେ…