ଗାଇସିଲାଟ/ମନ ଡନସନା- ଗାଇସିଲlଟ ଗ୍ରାମର ଉମାକାନ୍ତ ପୁରୋହିତ(୫୪) ଙ୍କ ସୋମବାର ହୃଦଘାତରେ ପରଲୋକ ହୋଇଛି l ସେ ଜଣେ ପରୋପକାରୀ, ଦରଦୀ ମଣିଷ ଥିଲେ l ଗାଇସିଲlଟ ଅଞ୍ଚଳର ବିକାଶ ରେ ଗୁରୁ ଦାୟିତ୍ଵ ନିଭାଇଥିଲେ lଏକଦା ସେ ଗାଇସିଲlଟ ଟିମ୍ ର ଫୁଟବଲ, ଭଲିବଲ୍ ଓ କ୍ରିକେଟ ର ଅଧିନାୟକ ଦାୟିତ୍ଵ ନିର୍ବାହ କରିଥିଲେ l ଗାଁ ଶ୍ମଶାନ ରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି l ଝିଅ ରୁନୁ ଓ ପୁଅ ଭିକି ମୁଖାଗ୍ନି ଦେଇଥିଲେ l ତାଙ୍କର୍ ମୃତ୍ୟୁ ଖବର ପାଇ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ଯl ଝରଣା ପାଣିଗ୍ରାହୀ, ଏମପି ନୋମିନି ପ୍ରବିଣ ପାଣିଗ୍ରାହୀ, ସରପଞ୍ଚ ଶରତ କାଲୋ, ଡକ୍ଟର ସୁନୀଲ ପଣ୍ଡା, ମାରଚେଣ୍ଟ ଏସୋସିଏସନ୍ ସଭାପତି, ସମ୍ପାଦକ ଙ୍କ ସମେତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଅନ୍ତିମ ଦର୍ଶନ କରିଥିଲେ l ତାଙ୍କରି ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l
Sign in
Sign in
Recover your password.
A password will be e-mailed to you.
Prev Post