ଦୀପତଳ ଅନ୍ଧାରର ରେ ଯାତ୍ରୀ ବିଶ୍ରାମ ଗାର

ଭଞ୍ଜମାଟି ଭଞ୍ଜନଗରରୁ {ଉଦୟନାଥ ପଣ୍ଡା }: ଅନେକ ସମୟରେ ଦେଖାଯାଇଛି ଯେ, ରକ୍ଷଣା ବେକ୍ଷଣ ର ଅଭାବ ଯୋଗୁଁ କେତେକ ଯାତ୍ରୀ ବିଶ୍ରାମଗାର ଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥାଏ । ସେଠାରେ ଯାତ୍ରୀମାନେ ବସିବା ପାଇଁ ମଧ୍ୟ ଘୃଣା କରନ୍ତି । କେବଳ ବର୍ଷା ଏବଂ ଖରାରୁ ରକ୍ଷା ପାଇବା ପାଇଁ…

ବାଲିକୁଦା ବ୍ଲକଠାରେ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଗ୍ରାମସଭା ଅନୁଷ୍ଠିତ

ଜଗତସିଂହପୁର,ତା-୦୧.୧୧.୨୦୨୩/ସୁମନ୍ତ କୁମାର ଦାସ;ଚଳିତବର୍ଷ ଦୁର୍ନୀତି ନିବାରଣ ସପ୍ତାହ ଗତ ତା 30.10.23ରିଖ ଠାରୁ ତା05.11.23ରିଖ ପର୍ଯ୍ୟନ୍ତ ରାଜ୍ଯବ୍ଯାପୀ ପାଳନ କରାଯାଉଛି। ଏହି ଅବସରରେ ବାଲିକୁଦା ବ୍ଳକ କାର୍ଯ୍ୟାଳୟ ଠାରେ ଅତିରିକ୍ତ ବ୍ଳକ ଉନ୍ନୟନ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ଦାଶ…

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ‘ଓ ଓଡିଶା ମିଲେଟ ପ୍ରତିଯୋଗିତା 2023 ଅନୁଷ୍ଠିତ

ଜଗତସିଂହପୁର,ତା-୦୧.୧୧.୨୦୨୩/ସୁମନ୍ତ କୁମାର ଦାସ; ଶିଶୁ ହସିଲେ ଦୁନିଆ ହସେ' ,ସେମାନେ ହେଲେ ଭବିଷ୍ଯତ ର ସୂତ୍ରଧର। ତେଣୁ ସେମାନଙ୍କର ଦକ୍ଷତା ଓ ପ୍ରତିଭା କୁ ପ୍ରସ୍ଫୁଟିତ କରିବା ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଜିଲ୍ଲା ଶିକ୍ଷା ଅଧିକାରୀ…

ମାନବିକତା ଦେଖାଇଲେ ସରପଞ୍ଚ

ଢ଼େଙ୍କାନାଳ / ରବିନ୍ ଦାସ ; ଅସହାୟ ବୃଦ୍ଧା ମହିଳାଙ୍କ ଶବ ସତ୍କାର କରି ମାନବିକତା ଦେଖାଇଲେ ସରପଞ୍ଚ । ପରଜଙ୍ଗ ଥାନା ଅନ୍ତର୍ଗତ କୁଆଲୋ ଗ୍ରାମରେ ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଗ୍ରାମର ୭୫ ବର୍ଷୀୟ ବୃଦ୍ଧା ଗୁନା ସାହୁ ଆଜି ସକାଳେ ଘର ପାଖ ପୋଖରୀକୁ ଶୌଚ…

କିଟ୍‍ ଟିବିଆଇକୁ ବିଶ୍ୱ ମାନ୍ୟତା: ଜୈବ-ସର୍ଜନା ପାଇଁ ପାଇଲା ଇନ୍‍କ୍ୟୁବେଟର୍‍ ଅଫ୍‍ ଦି ଇୟର ପୁରସ୍କାର

ଭୁବନେଶ୍ୱର, ୧ ।୧୧: ଟେକ୍ନୋଲୋଜି ଇନ୍‍କ୍ୟୁବେସନ୍‍ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କିଟ୍‍ର ଇନୋଭେଟିଭ୍‍ ହବ୍‍ କିଟ୍‍-ଟିବିଆଇକୁ ଇନ୍‍କ୍ୟୁବେଟର୍‍ ଅଫ୍‍ ଦି ଇୟର୍‍ ୨୦୨୩ ପୁରସ୍କାର ପ୍ରଦାନ କରାଯାଇଛି । ବ୍ୟାଙ୍କକଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସିଆନ୍‍…

ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ନେଲେ ପ୍ରମୁଖ ଶାସନ ସଚିବ

ବିଭାଗୀୟ ପଦୋନ୍ନତି, ପେନସନ୍ ଓ ଶୃଙ୍ଖଳାଗତ ପ୍ରକ୍ରିୟାକୁ ପ୍ରାଥମିକତା ଭୁବନେଶ୍ୱର(ଶାସକ ପ୍ରଶାସକ): ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ କରିବା ସହ ଠିକ ସମୟରେ ପେନସନ୍ ପ୍ରଦାନ, ପ୍ରମୋସନ୍ ଓ ବିଭାଗୀୟ ଶୃଙ୍ଖଳାଗତ…

ବିରୋଧୀ ଶିବିରରେ ବଢୁଛି ବର୍ଷାଙ୍କର ଗ୍ରହଣୀୟତା

ଶତାଧିକ ବିଜେପି କର୍ମୀ ବିଜୁ ଜନତା ଦଳରେ ସାମିଲ ପଦ୍ମପୁର:- ( ଶିବାସୀଷ ପଟ୍ଟନାୟକ ) ଚଳିତ ମାସ ରେ ହେବାକୁ ଯାଉଛି ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ । ନିର୍ବାଚନ କୁ ଅତି ନିକଟରୁ ପରଖୁ ଥିବା ବିଶେଷଜ୍ଞ ତଥା ନିରପେକ୍ଷ ଭାବରେ ନିର୍ବାଚନ ଉପରେ ନଜର ରଖୁଥିବା ବିଶେଷଜ୍ଞ ମାନଙ୍କ ମତ…

ତ୍ରୟୋଦଶ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପ୍ରତିଷ୍ଠା ଦିବସ ପାଳିତ

ଆଜିର ଶପଥ - କୌଣସି ଅଭାବୀ ଶିଶୁ ପଛରେ ପଡ଼ିବେ ନାହିଁ ଶିଶୁ ଜାତୀୟ ଜୀବନ ଧାରାର ମୂଳଉତ୍ସ ଆହ୍ୱାନ - ଆସନ୍ତୁ ଶିଶୁ ଅଧିକାର ସୁରକ୍ଷା ପାଇଁ ହାତ ମିଳେଇବା ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଆଜି ତ୍ରୟୋଦଶ ପ୍ରତିଷ୍ଠା ଦିବସା ଏହି ଉତ୍ସବରେ…

ରଖେ ହରି ମାରେ କିଏ !!!

ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଲେ ଯୁବକ ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଆଜି ଅପରାହ୍ନ ପ୍ରାୟ ୪ ଘଣ୍ଟିକା ସମୟରେ ଭଞ୍ଜନଗର ବନବିହାର ପାର୍କ ସମ୍ମୁଖ ରାସ୍ତା କଡରେ ଥିବା ୧୧ କେ.ଭି ବିଦ୍ୟୁତ ଖୁଣ୍ଟ ରେ ୨୫ ବର୍ଷୀୟ ଯୁବକ ହଠାତ ଚଢି ଆତ୍ମ ହତ୍ୟା କରିବାକୁ ଉଦ୍ୟତ ହେବା ସମୟରେ ସ୍ଥାନୀୟ…

୫ଟି ଅଧିନରେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦକ୍ଷତା ବୃଦ୍ଧି

ଭୁବନେଶ୍ୱର, ୦୧/୧୧/୨୦୨୩ - ୫ଟି ସୁଶାସନ ମନ୍ତ୍ର ଅନ୍ତର୍ଗତ ରାଜ୍ୟରେ ଅର୍ବାନ ପ୍ଲାନିଂ (ସହରାଞ୍ଚଳ ଯୋଜନା) ସେବାକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଅନେକ ରୂପାନ୍ତରୀକରଣ ପଦକ୍ଷେପମାନ ଆରମ୍ଭ କରିଛନ୍ତି। ଏହି ବ୍ୟବସ୍ଥାରେ ସଦ୍ୟତମ ସଂସ୍କାର ହାତକୁ ନିଆଯାଇଛି ଯାହାକି ଉନ୍ନୟନ…