ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା

https://youtu.be/4-4ryjZ9sHo ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟର ବରିଷ୍ଠ ନାଗରିକ ମାନଙ୍କୁ ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ ସୁବିଧା ନିମନ୍ତେ ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଆର୍ଥିକ ଦୁର୍ବଳ ଶ୍ରେଣୀ ତଥା…

ପୁରୁଷୋତ୍ତମ ମିର୍ଦ୍ଧା ଝାରବନ୍ଧ ର ନୂତନ ବିଡିଓ l

ଝାରବନ୍ଧ -ମନୋହର ଦାଶ:ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ର ନୂତନ ବି ଡି ଓ ଭାବେ ପୁରୁଷୋତ୍ତମ ମିର୍ଦ୍ଧା ଦାୟିତ୍ୱ ଗ୍ରହଣ କରିଛନ୍ତି l ଝାରବନ୍ଧ ବ୍ଲକ ର ଦାୟିତ୍ୱ ଗ୍ରହଣ କରିବା ପରେ ସେ ଝାରବନ୍ଧ ଅଞ୍ଚଳ ର ବିକାଶ ରେ ମୋର କାର୍ଯ୍ୟକାଳ ମଧ୍ୟରେ ପ୍ରାଧାନ୍ୟ ଦିଆଯିବ କିଭଳି ସରକାରୀ ଯୋଜନା…

ଆମ ପୋଲିସ ସଚେତନତା କାର୍ଯ୍ୟକ୍ରମ l

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ପକ୍ଷରୁ ଲଉଡିଦରହା ପଂଚାୟତ କାର୍ଯ୍ୟାଳୟ ଠାରେ ଆମ ପୋଲିସ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ଶ୍ରୀମତୀ ପଦ୍ମା ସତନାମୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଥାନା ଅଧିକାରୀ ବିପିନ ବାଗ…

ଗଜପତି କୁ ମରୁଡି ପ୍ରଭାବିତ ଜିଲ୍ଲା ଘୋଷୋଣା ପାଇଁ ବିଧାୟକ ଙ୍କ ଚିଠି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରୁ ପ୍ରାୟ ଗତ ଦୁଇ ମାସ ହେଲାଣି ବର୍ଷା ହଜିଯାଇଥିବା ଯୋଗୁଁ ଚାଷୀ ଓ ଚାଷ ଅବସ୍ଥା ଚିନ୍ତାଜନକ , ଜିଲ୍ଲାର ମୁଖ୍ୟତଃ କାଶୀନଗର , ଗୋଷାଣୀ , ଗୁମ୍ମା ବ୍ଲକରେ ଚାଷୀ ଧାନ ଚାଷ କରୁଥିବା ବେଳେ ଏଠାରେ କୌଣସି ବଡ଼ ଜଳ ଉତ୍ସ ନଥିବା…

ରାଷ୍ଟ୍ରୀୟ ଏକତା ଦିବସ ପାଳନ

 ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ଶାସକ ପ୍ରଶାସକ ମୟୁରଭଂଜ ଜିଲ୍ଲା ଝାରପୋଖରିଆ ଠାରେ ପାଳନ ହୋଇଯାଇଛି ଜାତୀୟ ଏକତା ଦିବସ। ଭାରତବାସୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଭାରତୀୟ ଗଣତନ୍ତ୍ରର ପ୍ରତିଷ୍ଠାତା ପିତା ଭାବରେ ପରିଚିତ କରନ୍ତି। ତେବେ ସେ ଭାରତ ଏବଂ ପାକିସ୍ତାନ…

ସହକାରୀ ଶିକ୍ଷକ ଙ୍କ ଶୁଦ୍ଧିକ୍ରିୟା ନିମନ୍ତେ ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ସଂଘର ସହାୟତା

ପଦ୍ମପୁର :- ଭାଲୁଡୁଙ୍ଗରି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନାରାୟଣ ବୁଡ଼େକଙ୍କ ଗତ ଅକ୍ଟୋବର ୨୧ ତାରିଖରେ ପରଲୋକ ଘଟିଥିଲା l ଶୁଦ୍ଧିକ୍ରିୟା ନିମନ୍ତେ ପରିବାର ତଥା ତାଙ୍କ ଧର୍ମପତ୍ନୀ, ଓ ଝିଅ ମାନଙ୍କୁ ଭେଟି ରାଜବୋଡାସମ୍ବର ବ୍ଲକ ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ସଂଘ ,ଏକ୍ସ…

ଖଣ୍ଡାରେ ନିଜ ଜ୍ୱାଇଁଙ୍କୁ ଆକ୍ରମଣ କଲା ଶଳା

ଭଞ୍ଜନଗର/ଉଦୟନାଥ ପଣ୍ଡା; ଶଳା ଖଣ୍ଡାରେ ଆକ୍ରମଣ କଲା ନିଜ ଜ୍ୱାଇଁକୁ | ଭାଗ୍ୟ ଭଲ ଥିବାରୁ ଅଳ୍ପରେ ବର୍ତ୍ତିଗଲେ ନିଶ୍ଚିତ ଦୁର୍ଘଟଣା ରୁ| ସୂଚନା ଅନୁସାରେ ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ ଛେଦ।ଭୁଇଁ ଅଂଚଳ ର ଜଗନ୍ନାଥ ଗୌଡ଼ ଭଞ୍ଜନଗର ପୋଲିସ କୁ ଅଭିଯୋଗ କରିଥିଲେ ଯେ , ତାଙ୍କୁ ତାଙ୍କର ନିଜ ଶଳା…

ଭଞ୍ଜନଗରର ବିଭିନ୍ନ ସ୍ଥାନରେ ଅଷ୍ଟଦୀନ ବ୍ୟାପି ଗଜଲକ୍ଷ୍ମୀ ପୂଜାଉତ୍ସବ

ଭଞ୍ଜନଗର ରୁ ଉଦୟନାଥ ପଣ୍ଡା : ଭଞ୍ଜନଗର ସହରର ବିଭିନ୍ନ ସ୍ଥାନରେ ଓ ଏହାର ବିଭିନ୍ନ ଅଞ୍ଚଳରେ ଅଷ୍ଟଦୀନ ଧରି ମହାଆଡମ୍ବରରେ ପାଳିତ ହେଉଛି, ମାଁ ଗଜଲକ୍ଷ୍ମୀ ଙ୍କ ପୂଜାଉତ୍ସବ। ଭଞ୍ଜନଗର ସହରରେ ଗତ ଆଶ୍ଵିନ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି, ଅକ୍ଟୋବର ୨୮ ତାରିଖ ୨୦୨୩ ଶନିବାର ଠାରୁ ଆରମ୍ଭ…

ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ : ଗୁରୁ ହେଵତ’ ଏମିତି, ପ୍ରଧାନଶିକ୍ଷକଙ୍କ ପାଇଁ ରୋଷଣୀ,ସମ୍ବର୍ଦ୍ଧନା…

(ମାହାଙ୍ଗା-ଶାସକ ପ୍ରଶାସକ): ସମାଜରେ ଭଲ ମଣିଷ ଓ ଆଦର୍ଶ ଗୁରୁ ସବୁବେଳେ ପୂଜା ପାଇବା ଦେଖିବାକୁ ମିଳେ l ଗୁରୁଙ୍କୁ ନମଣିବ ନର, ଗୁରୁଯେ' ସାକ୍ଷାତ ଈଶ୍ୱର l ଏହି ଆପ୍ତ ବାକ୍ୟର ପ୍ରସଙ୍ଗିକତା ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ରଙ୍କ ପାଇଁ ଅବିସ୍ମରଣୀୟ ତଥା ଚିର ଅମଳିନ ବୋଲି ଆଜି ରଘୁନାଥ ସରକାରୀ…

ଆଳିପିଙ୍ଗଳ ଠାରେ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଗ୍ରାମସଭା ଅନୁଷ୍ଠିତ

ଜଗତସିଂହପୁର,ତା-୩୧.୧୦.୨୦୨୩/ସୁମନ୍ତ କୁମାର ଦାସ-ଚଳିତବର୍ଷ ଦୁର୍ନୀତି ନିବାରଣ ସପ୍ତାହ ଗତ ତା 30.10.23ରିଖ ଠାରୁ ତା05.11.23ରିଖ ପର୍ଯ୍ୟନ୍ତ ରାଜ୍ଯବ୍ଯାପୀ ପାଳିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ବ୍ଳକ ର ଆଳିପିଙ୍ଗଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବ୍ଳକ ଉନ୍ନୟନ…