Sign in
Sign in
Recover your password.
A password will be e-mailed to you.
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଅତ୍ୟାଧୁନିକ ନିଓନାଟାଲ୍ ରିଶୁସିଟେସନ ପ୍ରୋଗ୍ରାମ ଆୟୋଜିତ
ଭୁବନେଶ୍ୱର, ୨/୧୧: ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆଡଭାନ୍ସଡ ନିଓନାଟାଲ ରିଶୁଶିଟେସନ ପ୍ରୋଗ୍ରାମ (ଏନ୍ଆର୍ପି)ର ବିଭିନ୍ନ ଦିଗ ସମ୍ପର୍କରେ ମଙ୍ଗଳବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଶିଶୁରୋଗ ଏବଂ ନବଜାତ ଶିଶୁରୋଗର ଏକ ବିଶେଷଜ୍ଞ ଟିମ୍ ହସ୍ପିଟାଲ୍ର ଡାକ୍ତର ଓ ନର୍ସ…
ଶେରଗଡ଼ ବ୍ଲକ ରେ “ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା” ର ଶୁଭାରମ୍ଭ ।
ଶେରଗଡ଼ ତା ୨/୧୦/୨୩ରିଖ ଆଜି ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀ ର ଶେରଗଡ଼ ବ୍ଲକ ରେ" ଆମ ଓଡ଼ିଶା ନବୀନ ଓଡ଼ିଶା" ଯୋଜନା ର ଶୁଭାରମ୍ଭ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଗ୍ରାମାଭିମୁଖି ଯୋଜନା ଆମ "ଓଡ଼ିଶା ନବୀନ ଓଡ଼ିଶା" ମାଧ୍ୟମରେ ଏକ ସଶକ୍ତ ଓଡ଼ିଶା ଗଠନ ର ଭିତ୍ତିଭୂମିକୁ ସୁଦୃଢ଼ କରିବା…
ଆମ ଓଡ଼ିଶା ନବୀନ ଓଡ଼ିଶା ଉଦ୍ଘାଟିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ଏଗାର ଘଣ୍ଟା ତିରିଶି ମିନଟ୍ ସମୟରେ ଭିଡ଼ିଓ କନ୍ଫେରେସିଂଗ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ ଆମ ଓଡ଼ିଶା ନବୀନ ଓଡ଼ିଶାକୁ ସମ୍ବୋଧିତ କରିଥିଲେ I ଏହି ଅବସରରେ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ…
୨୦ ହଜାର କନିଷ୍ଠ ଶିକ୍ଷକ(ସ୍କିମାଟିକ)ମାନଙ୍କ ସ୍ୱଚ୍ଛତା ଭିତ୍ତିରେ ହେବ ନିଯୁକ୍ତି ପ୍ରକି୍ରୟା
ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଭର୍ଚୁଆଲ ମୋଡ଼ରେ ୨୦ ହଜାର କନିଷ୍ଠ ଶିକ୍ଷକ(ସ୍କିମାଟିକ)ମାନଙ୍କର ନିଯୁକ୍ତି ପ୍ରକି୍ରୟାକୁ ସ୍ୱଚ୍ଛତା ଭିତ୍ତିରେ କରାଯିବା ସମ୍ପର୍କରେ ଏକ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ଓଡିଶା ପରିବାର ସହଯୋଗରେ ଆନ୍ଧ୍ରପ୍ରଦେଶରୁ ୧୧ଜଣ ଶ୍ରମିକଙ୍କୁ ଉଦ୍ଧାର
ଓଡିଶା ଫେରିବା ପରେ ଭୁବନେଶ୍ଵର ରେଳଷ୍ଟେସନରେ ସ୍ବାଗତ
ଭୁବନେଶ୍ଵର- ତା୨.୧୧.୨୦୨୩- ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ସେଠାରେ ନିର୍ଯ୍ୟାତିତ ହେଉଥିବା ସୁନ୍ଦରଗଡ ଜିଲ୍ଲାର ୮ ଜଣ ମହିଳାଙ୍କ ସମେତ ୧୧ ଜଣ ଶ୍ରମିକ ସୁରକ୍ଷିତ ଭାବେ ଓଡିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆନ୍ଧ୍ରପ୍ରଦେଶରେ…
ଆମ ଓଡିଶା ନବୀନ ଓଡିଶା ଅଷ୍ଟମ ଦିନରେ: ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଗଞ୍ଜାମର ୧୨ଟି ନିର୍ବାଚନମଣ୍ଡଳୀ ପାଇଁ ୨୫୧.୫୦ କୋଟି – ୫୭୦୬ ପ୍ରକଳ୍ପ
ସୁବର୍ଣ୍ଣପୁରର ୨ଟି ନିର୍ବାଚନ ମଣ୍ଡଳୀ ପାଇଁ ୫୪.୫୦ କୋଟି – ୧୪୧୯ ପ୍ରକଳ୍ପ
ନବୀନ ଓଡିଶା ଗାଁ ଲୋକଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟ ସରକାରଙ୍କର…
ଆମ ମିଲେଟ୍ସ ମିଶନ୍ : ସୁସ୍ଥ ଓଡ଼ିଶା ପାଇଁ ସଂଗୀତମୟ ସେତୁ
ଭୁବନେଶ୍ୱର : ସଂଗୀତର ସାତସୁରରେ ଲୋକଙ୍କୁ ପରସ୍ପର ସହିତ ବାନ୍ଧି ରଖିବାର ପରମ୍ପରା କାହିଁ କେଉଁ ଆବହମାନ କାଳରୁ ଆରମ୍ଭ ହୋଇଛି ଆମ ସଂସ୍କୃତିରେ । ଯେଉଁଠି ଶବ୍ଦରେ ଭାବନାକୁ ପ୍ରକାଶ କରିହୁଏନାହିଁ ସେଠାରେ ସଂଗୀତ ଜରିଆରେ ପରସ୍ପର ମଧ୍ୟରେ ଥିବା ବ୍ୟବଧାନକୁ କମ କରିବା ତଥା ବୁଝାମଣା ସୃଷ୍ଟି…
“ଗଜପତି ଉତ୍ସବ” -୨୦୨୩ ସ୍ମରଣିକା କମିଟିର ପ୍ରଥମ ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବୁଧବାର ଦିନ ଅପରାହ୍ନ ୫ ଘଣ୍ଟା ସମୟରେ ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗଜପତି ଉତ୍ସବ - ୨୦୨୩ ସ୍ମରଣିକା କମିଟିର ଅଧ୍ୟକ୍ଷ ଉପାନ୍ତପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ…
ରୋଗ ଶଯ୍ୟାରେ ରୋଜଗାରିଆ ପୁଅ ।
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଦିନେ ରୋଜଗାର କରି ପରିବାର ଚଳାଉଥିଲା ଆଜି ସେହି ପୁଅ ରୋଗଗ୍ରସ୍ଥ । ଗୋଟିଏ ମିନିଟ ପାଇଁ ମଧ୍ୟ ମୁଂହରୁ ଅକ୍ସିଜେନ ବାହାର କଲେ ଅଣନିଶ୍ୱାସୀ ହୋଇ ପଡୁଛି । ଭେଣ୍ଡିଆ ପୁଅ ନିଜେ କିଛି କାମ କରିପାରୁନି ପ୍ରତ୍ୟକ କାମ ରେ ସହଯୋଗ କରୁଛନ୍ତି ବାପା ଓ ମା ।…
ଅବସର ଗ୍ରହଣ କଲେ ସମସ୍ତଙ୍କ ପ୍ରିୟ ସାବତ ସାର୍ ; ବିଦ୍ୟାଳୟ ତରଫରୁ ଭାବ ବିହ୍ଵଳ ସମ୍ବର୍ଦ୍ଧନା ପ୍ରଦାନ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ରେ ସମସ୍ତଙ୍କ ନିକଟରେ ସାବତ ସାର୍ ଭାବେ ପରିଚିତ ଧାନପୁଞ୍ଜା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଳକୃଷ୍ଣ ସାବତ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି I ଏହି ଅବସରରେ ଧାନପୁଞ୍ଜା ବିଦ୍ୟାଳୟ ଏବଂ ବେଲଗୁଣ୍ଠା…