ନିଖିଳ ଭାରତ ସମବାୟ ସପ୍ତାହ ପାଳନ ପ୍ରସ୍ତୁତି ବୈଠକ

ଘରେ ଘରେ ସମବାୟ ବାର୍ତ୍ତା ପହଂଚାଇ ଏଥିରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରାଯିବ ଭୁବନେଶ୍ବର , ୧।୧୧-ଚଳିତ ମାସ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ଯନ୍ତ ୭୦ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ କରାଯିବ । ଏ ନେଇ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି କମିଟି…

୨୦୨୩ ଅକ୍ଟୋବର ମାସରେ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଓଡିଶାର ଚତୁର୍ଥ ସର୍ବାଧିକ ସର୍ବକାଳୀନ…

ଭୁବନେଶ୍ୱର: ୨୦୨୩ ମସିହା ଅକ୍ଟୋବର ମାସରେ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଓଡିଶା ୧୮୫୩.୯୮ କୋଟି ଟଙ୍କା ଆଦାୟ କରି ଚତୁର୍ଥ ସର୍ବାଧ‌ିକ ସର୍ବକାଳୀନ ସଂଗ୍ରହରାଶି ହାସଲ କରିଛି । ଅନ୍ୟ ପକ୍ଷରେ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା କ୍ଷେତ୍ରରେ ଚଳିତ ବର୍ଷ ଆର୍ଥିକ…

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ : ଜଣକର ମୃତ୍ୟୁ , ଦୁଇ ଗୁରୁତର

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ଅପରାହ୍ନରେ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଶବର ବିହାର ଅସ୍ଥାୟୀ କଲୋନୀ ଜଣଙ୍କ ଘରେ ସର୍ଟ ସର୍କିଟରୁ ନିଆଁ ଲାଗିବା ଫଳରେ ଜଣକର ମୃତ୍ୟୁ ହେବା ସହ ଦୁଇଜଣ ଗୁରୁତର ହୋଇଥିବା ଜଣାପଡିଛି | ନିଆଁ ଏତେ ଭୟଙ୍କର ଥିଲା ଯେ ଘଟଣା…

କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାରେ ଲକ୍ଷ୍ଣୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଶହୀଦ୍‌ ରେଣ୍ଡୋ ମାଝୀ…

https://youtu.be/asBlDdUYFPE ବସ୍‌ରେ ବସି ବଳରାମପୁର ପର୍ଯ୍ୟନ୍ତ ଗଲେ ମୁଖ୍ୟମନ୍ତ୍ରୀ ୬୩ଟି ବସ୍‌ ଜିଲ୍ଲାର ସବୁ ପଞ୍ଚାୟତକୁ ଯୋଡିବ, ପଞ୍ଚାୟତରୁ ବ୍ଲକ୍‌କୁ ଚାଲିବ ବସ ଘରେ ଘରେ ଖୁସି ଆଣିବ, ବିକାଶର ଗାଡ଼ିକୁ ଆହୁରି ଜୋରରେ ନେଵ ଲକ୍ଷ୍ମୀ- ମୁଖ୍ୟମନ୍ତ୍ରୀ…

ବେଦାନ୍ତ ଆଲୁମିନିୟମ ପ୍ରୋଜେକ୍ଟ ଶ୍ରୀ ଶକ୍ତିର ଶୁଭାରମ୍ଭ ସହିତ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତିକରଣକୁ ସଦୃଢ କରିଛି

୧୦୮ ମହିଳାଙ୍କୁ ସି-ସିଫ୍ଟରେ ସକାଳ ୧୦.୧୦ରୁ ସନ୍ଧ୍ୟା ୬.୧୦ ପାଇର୍ ସପ ଫ୍ଲୋରରେ ନିଯୁକ୍ତି ସୁଯୋଗ ଦିଆଯାଇଛି ଝାରସୁଗୁଡ଼ା, ଓଡ଼ିଶା, ୧ନଭେମ୍ବର ୨୦୨୩ : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଶ୍ରୀ ଶକ୍ତି ପ୍ରକଳ୍ପର ଶୁଭାରମ୍ଭ କରିଛି, ଯାହା ବିବିଧତା, ସମାନତା ଓ…

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧିଙ୍କ ୩୯ତମ ତିରୋଧାନ ଦିବସ ପାଳିତ

https://youtu.be/K82Xy2P4Ukk ପୁଷ୍ପାରାଣୀ. ଶାସକ ପ୍ରସାଶକ. ରାଇଘର ବ୍ଲକ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସାନବରଣ୍ଡି ପଡ଼ିଆ ଠାରେ ଆଜି (ମଙ୍ଗଳବାର ଦିନ) ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧି ଙ୍କ ୩୯ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏହି…

ଭି କେ ପାଣ୍ଡିଆନଙ୍କ ଇସ୍ତଫା ନାଟକ ପଛରେ ଉଭୟ ବିଜେଡ଼ି ଓ ବିଜେପିର ଏକ ଷଡଯନ୍ତ୍ର

ଜଗତସିଂହପୁର,ତା-୩୧.୧୦.୨୦୨୩/ସୁମନ୍ତ କୁମାର ଦାସ: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବ ଭି.କେ ପାଣ୍ଡିଆନ ଗତ ଅକ୍ଟୋବର ୨୦ ତାରିଖ ଶୁକ୍ରବାର ଦିନ (୨୦.୧୦.୨୦୨୩) ନିଜ କାର୍ଯ୍ୟରୁ ସେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ । ଏହି ଆବେଦନକୁ ରାଜ୍ୟ ସରକାର କେନ୍ଦ୍ର…

ଯୁକ୍ତ ତିନି ମହିଳା ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ତଥା ଜାତୀୟ ଏକତା ଦିବସ ପାଳନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ "ଦୁର୍ନୀତି ନିବାରଣ ସପ୍ତାହ" ଉଦ୍‌ଘାଟିତ ହେବା ସହିତ ସର୍ଦ୍ଦାର୍ ବଲ୍ଲଭଭାଇ ପଟେଲଙ୍କ ୧୪୮ତମ ଜୟନ୍ତୀ ଅବସରରେ "ଜାତୀୟ ଏକତା ଦିବସ" ପାଳନ ସମାନ ଦିନରେ ଅଥଚ…

ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା

https://youtu.be/4-4ryjZ9sHo ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟର ବରିଷ୍ଠ ନାଗରିକ ମାନଙ୍କୁ ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ ସୁବିଧା ନିମନ୍ତେ ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଆର୍ଥିକ ଦୁର୍ବଳ ଶ୍ରେଣୀ ତଥା…