Sign in
Sign in
Recover your password.
A password will be e-mailed to you.
ଆମ ଓଡ଼ିଶା ନବୀନ ଓଡ଼ିଶା ଉଦ୍ଘାଟିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ଏଗାର ଘଣ୍ଟା ତିରିଶି ମିନଟ୍ ସମୟରେ ଭିଡ଼ିଓ କନ୍ଫେରେସିଂଗ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ ଆମ ଓଡ଼ିଶା ନବୀନ ଓଡ଼ିଶାକୁ ସମ୍ବୋଧିତ କରିଥିଲେ I ଏହି ଅବସରରେ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ…
ଅଞ୍ଚଳ ମହାବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ l
ପଦ୍ମପୁର :- ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଦୁର୍ନୀତି ନିବାରଣ ସପ୍ତାହ ପାଳନର ତୃତୀୟ ଦିବସରେ ଡଃ ସରୋଜ କୁମାର ନାଏକ ଙ୍କ ସଂଯୋଜନାରେ ତର୍କ ପ୍ରତିଯୋଗିତା ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରତିଯୋଗିତା ରେ ଅବସରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କୁ…
କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜେଡିର ଦାୟିତ୍ୱ ସମ୍ଭାଳିବେ ଧୂରୀଣ ପ୍ରତାପ l
(ମାହାଙ୍ଗା-ଶାସକପ୍ରଶାସକ): ଆମେ କହୁଛୁ ସେହି ଦରଦୀ ବିଶାଳ ହୃଦୟ କରିତକର୍ମା ବରିଷ୍ଟ ନେତା, ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ କଥା l ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଆଦର୍ଶ…
ଜୋନ ସ୍ତରୀୟ ବିଜେଡି ର ୨ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଜଗତସିଂହପୁର ତା - ୨.୧୧.୨୦୨୩ ସୁମନ୍ତ କୁମାର ଦାସ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏ ନେଇ ବିଜୁ ଜନତା ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ସାଧାରଣ ନିର୍ବାଚନରେ ଦଳ କିଭଳି ବିପୁଳ ସଫଳତା ହାସଲ କରିବ, ଭୋଟରମାନଙ୍କୁ କିଭଳି ହାତରେ ରଖି ହେବ, ବିରୋଧୀ ଦଳଙ୍କ ସରକାରଙ୍କ ବିପକ୍ଷରେ…
ଗୁଣପୁର ପ୍ରିମିୟର୍ ଲିଗ୍ ଶୁଭାରମ୍ଭ।
ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ସ୍ଥାନୀୟ ମିନି ଷ୍ଟାଡିୟମରେ ଗୁଣପୁର ପ୍ରିମିୟର୍ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ୍ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଆଜି ମୁଖ୍ଯ ଅତିଥି ଭାବେ ପୌରାଧ୍ୟକ୍ଷା ମମତା ଗୌଡ ଯୋଗ ଦେଇଥିବା ବେଳେ ଉଦଘାଟକ ଭାବେ ଉପ ଜିଲ୍ଲାପାଳ ଲଳିତ କୁମାର…
ଉଠା ଜଳସେଚନ ପ୍ରକଳ୍ପ ପରିଦର୍ଶନ କଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ବର୍ଷା ଅଭାବ ଲାଗିରହିଥିବା ବେଳେ କାଶୀନଗର ବ୍ଲକ୍ ର ଚାଷୀଙ୍କ ଭରଷା କେବଳ ବଂଶଧାରା ନଦୀ , ଏ ଅଞ୍ଚଳରେ ଅଧିକାଂଶ ଜମି ଏହି ନଦୀ ଜଳରେ ଭଲ ଚାଷ ହୁଏ କିନ୍ତୁ ଚଳିତ ବର୍ଷର ଜଳାଭାବ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ବ୍ଲକର…
ଉଚ୍ଚ ନ୍ୟାୟାଳୟରୁ ପ୍ରତାପ ଜେନାଙ୍କୁ ଆଶ୍ବସ୍ତି l
ବିଧାୟକ ପ୍ରତାପ ଜେନା ଙ୍କୁ ଚକ୍ରାନ୍ତ କରି ଫସେଇବାକୁ ବିରୋଧୀ ଙ୍କ ଚକ୍ରାନ୍ତ ଅଭିଯୋଗ
(ମାହାଙ୍ଗା-ଶାସକ ପ୍ରଶାସକ): ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶମୂଳକ କାର୍ଯ୍ୟ କରି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଜନସାଧାରଣ ଙ୍କ…
ଆପୋଲୋ ହସ୍ପିଟାଲରେ ରକ୍ତସ୍ରାବର କାରଣ ଏବଂ ନିରାକରଣ ଉପରେ କର୍ମଶାଳା |
ଭୁବନେଶ୍ୱର: ଆପୋଲୋ ହସ୍ପିଟାଲ୍ ହେମାଟୋଲୋଜି ବିଭାଗ ଏକ କର୍ମଶାଳା ଆୟୋଜନ କରିଥିଲା | ହର୍ପେଟୋଲୋଜି ଅଧୀନରେ ଥ୍ରୋମ୍ବୋଟିକ୍ ବ୍ୟାଧି ନିରାକରଣ ଏବଂ ପରିଚାଳନା | ଏହି ବିକୃତିର ନିରାକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯାହା ସବୁ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ | ସଠିକ୍ ନିରାକରଣ ଏବଂ…
୩୭ତମ ଜାତୀୟ କ୍ରୀଡ଼ାରେ ଗୌରବ ଆଣିଲା ଏଏମ୍/ଏନ୍ଏସ୍ ଇଣ୍ଡିଆର ଓଡିଶା ଜିମ୍ନାଷ୍ଟିକ୍ ହାଇ ପରଫର୍ମାନ୍ସ ସେଣ୍ଟର
ବିଭିନ୍ନ ପ୍ରତିଯୋଗିତାରେ ୯ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଏବଂ ୬ଟି କାଂସ୍ୟ ପଦକ ହାସଲ
ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକରେ ଓଡିଶା ୮ ପଦକ ସହ ଦ୍ୱିତୀୟ ସ୍ଥାନ ବଜାୟ
ଭୁବନେଶ୍ୱର:- ଗୋଆରେ ଆୟୋଜିତ ୩୭ତମ ଜାତୀୟ କ୍ରୀଡ଼ାରେ ଭୁବନ୍ଶେ୍ୱରସ୍ଥିତ ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡିଶା…
କିମ୍ସ ଡାକ୍ତରଙ୍କ ସଫଳତା: ୯ମାସ ଶିଶୁର ବିରଳ ଚକ୍ଷୁ ଅସ୍ତ୍ରୋପଚାର
ଭୁବନେଶ୍ୱର, ୨ ।୧୧: କନ୍ଜେନିଟାଲ୍ ଗ୍ଲୁକୋମା ଥିବା ଜଣେ ୯ମାସ ଶିଶୁର ଚକ୍ଷୁ ଅସ୍ତ୍ରୋପଚାର କରି କିମ୍ସ ଡାକ୍ତରମାନେ ସଫଳତା ପାଇଛନ୍ତି । ଏଭଳି ବିରଳ ଅସ୍ତ୍ରୋପଚାର ପରେ ଶିଶୁଟି ଏବେ ସମ୍ପୂର୍ଣ୍ଣ ଦେଖିପାରୁଛି । ଟ୍ରାବେକ୍ୟୁଲୋଟୋମି ଓ ଟ୍ରାବେକ୍ୟୁଲେକ୍ଟୋମି ଭଳି ଅତ୍ୟାଧୁନିକ…