Sign in
Sign in
Recover your password.
A password will be e-mailed to you.
“ଜୁଆ ସାମ୍ରାଜ୍ୟ ଉପରେ ପୋଲିସର କଡ଼ା ପ୍ରହାର, ତଦନ୍ତରେ ମିଳୁଛି ନୂଆ ଲିଙ୍କ”
ରାଉରକେଲା,(ବସନ୍ତ କୁମାର ଜେନା): ସେକ୍ଟର-୧୫ ଥାନା ମାମଲା ନଂ-୯୩, ତାରିଖ ୦୮.୦୬.୨୦୨୬ ଅନୁସାରେ ଚାଲିଥିବା ତଦନ୍ତରେ ପୋଲିସ ଆଉ ଜଣେ ସହ-ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ଲୁଆକେରା ଗ୍ରାମର ବାହାନା କଂସାରୀ ଓ ତାଙ୍କ ଭାଇ ଦିଲୀପ କଂସାରୀ ଓଡ଼ିଶା-ଝାଡ଼ଖଣ୍ଡ ସୀମାଞ୍ଚଳରେ ବେଆଇନ…
ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା; ବିକାଶର ଧାରା ଓଡ଼ିଶା ସାରା” ଅଭିଯାନରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର…
https://youtu.be/jBeZUbZ57MM
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ବିକଶିତ ଭାରତ , ବିକଶିତ ଓଡ଼ିଶା ସମ୍ମିଳନୀ , ଓଡିଶାର ଧାରା ବିକାଶ ସାରା ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ…
ବେଆଇନ ଭାବେ ବାଲି ଚାଲାଣ, ଦୁଇ ହାଇବା ଜବତ କଲା ଗାଙ୍ଗପୁର ପୋଲିସ,
ବେଲଗୁଣ୍ଠା, ୨୪/୦୬-(ଶିବରାମ ଚୌଧୁରୀ ), ବେଆଇନ ଭାବେ ବାଲି ଚୋରାଚାଲାଣ କରୁଥିବା ଦୁଇ ହାଇବା ଗାଡିକୁ ଜବତ କରିଛି ଗାଙ୍ଗପୁର ପୋଲିସ l ଖବରରୁ ଜଣାପଡିଛି ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ନିକଟରେ ଗାଙ୍ଗପୁର ଥାନା ଅତିରିକ୍ତ ଥାନା ଅଧିକାରୀ ସlରଲତା ପ୍ରଧାନ ପୋଲିସ ଟିମ ସହ ଆଜି…
ପୋଖରାସାହ୍ଲେ ପଞ୍ଚାୟତରେ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ
ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ପୋଖରାସାହ୍ଲେ ଗ୍ରାମପଞ୍ଚାୟତ ପରିସରରେ ଆଜି ସରକାରଙ୍କ ଏକ ସ୍ୱତନ୍ତ୍ର ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଝାରସୁଗୁଡ଼ାର ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
+୩ ନାମଲେଖା ପାଇଁ ଛାତ୍ରୀଙ୍କ ସହାୟତାରେ ଆଗେଇଲେ ଦୀପାଳି ଦାସ
ଝାରସୁଗୁଡ଼ା, ୨୪/୬: ନୂତନ ଶିକ୍ଷାବର୍ଷରେ +୩ ନାମଲେଖା ପ୍ରକ୍ରିୟାକୁ ସହଜ ଓ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଝାରସୁଗୁଡ଼ା ମଙ୍ଗଳବଜାରସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳ ପକ୍ଷରୁ ଏକ ସ୍ୱତନ୍ତ୍ର ‘ସହାୟତା କେନ୍ଦ୍ର’ କାର୍ଯ୍ୟକ୍ଷମ ହୋଇଛି।…
ଆମ ଆଦମୀ ପାର୍ଟିର ବିଧାନସଭା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ନବରଙ୍ଗପୁର: ନବରଙ୍ଗପୁର ସ୍ଥିତ ହୋଟେଲ ତୃପ୍ତି ପରିସରରେ ଆଜି ଆମ ଆଦମୀ ପାର୍ଟି (ଆପ୍) ପକ୍ଷରୁ ନବରଙ୍ଗପୁର ବିଧାନସଭା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ଜନସମ୍ପର୍କ ଅଭିଯାନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ବୈଠକ ଆୟୋଜିତ…
ଝାଡେଶ୍ୱରୀ କ୍ଲବର ବାର୍ଷିକ ଉତ୍ସବ ପାଳିତ: ୧୪୫ ପ୍ରତିଭାଙ୍କୁ ସମ୍ମାନିତ, ଯୋଗ କ୍ଷେତ୍ରରେ ବିଶେଷ ସମ୍ମାନ ପ୍ରଦାନ
ପୁରୀ, (ଅନିମେଶ ପଟ୍ଟନାୟକ): ଝାଡେଶ୍ୱରୀ କ୍ଲବ ପ୍ରାଙ୍ଗଣରେ କ୍ଲବର ବାର୍ଷିକ ଉତ୍ସବ–୨୦୨୬ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶିକ୍ଷା, କ୍ରୀଡ଼ା, ସାହିତ୍ୟ ଓ ସାଂସ୍କୃତିକ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ…
ବୀରାଙ୍ଗନା ମହାରାଣୀ ଦୁର୍ଗାବତୀଙ୍କ ବଳିଦାନ ସ୍ମୃତି ସମାରୋହ
କେନ୍ଦୁଝର 24.6.2026 : ଗୋଣ୍ଡ ସାଂସ୍କୃତିକ ସମାଜ କେନ୍ଦୁଝର ପକ୍ଷରୁ ବୀରାଙ୍ଗନା ମହାରାଣୀ ଦୁର୍ଗାବତାଙ୍କର ୪୬୨ ତମ ଜିଲାସ୍ତରୀୟ ବଳିଦାନ ସ୍ମୃତି ସମାରୋହ ବୁଧବାର କେନ୍ଦୁଝର ସ୍ଥିତ ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଛି। କେନ୍ଦୁଝର ଜିଲା ଗୋଁଡ ସମାଜର ସଭାପତି ଜନାର୍ଦ୍ଦନ ନାୟକଙ୍କ…
କେନ୍ଦୁଝରରେ ଆମ ଆଦମୀ ପାର୍ଟିର ବିଧାନସଭା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କେନ୍ଦୁଝର,ତା୨୪/୬- କେନ୍ଦୁଝର ସ୍ଥିତ କାସାଣ୍ଡ୍ରା କଲଚରାଲ କ୍ଲବ ପରିସରରେ ଆଜି ଆମ ଆଦମୀ ପାର୍ଟି (ଆପ୍) ପକ୍ଷରୁ କେନ୍ଦୁଝର ବିଧାନସଭା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ଜନସମ୍ପର୍କ ଅଭିଯାନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ବୈଠକ ଆୟୋଜିତ…
ଦାସପୁର ଗ୍ରାମ ରେ ଜନ ଅଭିଯୋଗ ଶୁଣାଣୀ ରେ ସମସ୍ତ ଗୁହାରି ଶୁଣିଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତ ର ଦାସପୁର ଗ୍ରାମ ଠାରେ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଅଭିଯୋଗ ଶୁଣାଣୀ ରେ ଯୋଗଦେଇ ସମୁଦାୟ ୨୩ ଗୋଟିଅଭିଯୋଗ ଶୁଣିଥିଲେ।…