Sign in
Sign in
Recover your password.
A password will be e-mailed to you.
ଦଳିତ ବିକାଶ ପରିଷଦ,ଜଗତସିଂହପୁର ତରଫରୁ ୭୩ତମ ସମ୍ବିଧାନ ଦିବସ ପାଳନ
ଜଗତସିଂହପୁର,ତା-୨୫.୧୧.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ଭାରତ ଭାରତରତ୍ନ ବାବା ସାହେବ ଡାଃ ଭିମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଦଳିତ ବିକାଶ ପରିଷଦ ତରଫରୁ ମାଲ୍ୟାର୍ପଣ କରିବା ସହିତ ୭୩ତମ ଭାରତୀୟ ସମ୍ବିଧାନ ଦିବସ ପାଳନ…
ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରବିବାର ଦିନ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା କୋର୍ଟ ପରିସରରେ ଭାରତୀୟ ସମ୍ବିଧାନ ଦିବସ ପାଳନ ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ଙ୍କ…
ବାଇକ ଦୁର୍ଘଟଣାରେ ଆମ୍ବୁଲାନ୍ସ ଚାଳକ ମୃତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ର ଆମ୍ବୁଲାନ୍ସ ଚାଳକ ବିବତ୍ସ ପରିଛା(ବାବୁ), ୩୩, ବାଇକ ଦୁର୍ଘଟଣାରେ ତାର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ବାବୁ ପରିଛା ବାଇକରେ ନିଜ ଘର ବେଲଗୁଣ୍ଠା ରୁ1 ବାହାରି ଆଜିଦିନ 11ଟା ବେଳେ ନିଜ କର୍ମସ୍ଥଳ ଆସିକା ବ୍ଲକ ଭେଟନଇ ମେଡିକାଲକୁ ଯିବା…
ଗୁଣପୁର ଉପ-କାରାଗାରରେ ଦିବ୍ୟ ଦର୍ଶନ ସଂଘ ତରଫରୁ ସତ୍ ସଂଗ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଉପ-କାରାଗାର ଅଧୀକ୍ଷକ ଶ୍ରୀ ଯୁକ୍ତ କାମାକ୍ଷି ପ୍ରସାଦ ପତିଙ୍କ ତତ୍ତ୍ୱାବଧାନରେ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ"ଦିବ୍ୟ ଦର୍ଶନ ସଂଘ" ଗୁଣପୁର ଶାଖା ଆନୁକୁଲ୍ୟରେ କଇଦୀ ମାନଙ୍କର ଆଧ୍ୟାତ୍ମିକ ଜ୍ଞାନ ମାଧ୍ୟମରେ ମନକୁ ପରିବର୍ତ୍ତନ…
ଗୁଣପୁର ଉପଖଣ୍ଡ ସ୍ତରୀୟ କୃଷି ଯାନ୍ତ୍ରପାତି ମେଳା ଉଦ୍ଘାଟିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥାନୀୟ ଚଇତି ପଡ଼ିଆରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ ହୋଇଯାଇଛି। ମେଳାରେ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିକୁ ନେଇ ୨୬ଟି ଷ୍ଟଲ ଖୋଲାଯାଇଥିଲା। ସବୁ ବର୍ଗର ଚାଷୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ବିଭିନ୍ନ ରିହାତି…
ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ ପାଳିତ
" ଡିଜିଟାଲ ଯୁଗରେ ବଦଳୁଥିବା ସାମାଜିକ ସ୍ଥିତି ଓ ସାମ୍ବିଧାନିକ ନିୟମାବଳୀ" ଉପରେ କର୍ମଶାଳା
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ପ୍ରତିବର୍ଷ ୨୬ ନଭେମ୍ବର ତାରିଖ, ସମ୍ବିଧାନ ଦିବସଭାବରେ ପାଳିତ ହୁଏ । ଏହି ଦିନ ଭାରତର ସମ୍ବିଧାନ ଗୃହୀତ ହୋଇ, ୨୬ ଜାନୁଆରୀ, ୧୯୫୦ ମସିହାରେ ପ୍ରଚଳିତ ହୋଇଥିଲା ।…
ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ( ରବିବାର ଦିନ ) ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଯୁକ୍ତ ଶରତ ପଟ୍ଟନାୟକ,…
ପଞ୍ଚକ ମହୋତ୍ସବର ଚତୁର୍ଥ ସଂଧ୍ୟାରେ ହରିକଥା ଶ୍ରବଣରେ ମଜିଲେ ଶ୍ରଦ୍ଧାଳୁ
ପୁରୀ (ଅନିମେଶ ପଟ୍ଟନାୟକ): ପଞ୍ଚକ ମହୋତ୍ସବ କମିଟି ପକ୍ଷରୁ ବଳଗଣ୍ଡି ସ୍ଥିତ ମା ମାଉସୀମାଙ୍କ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମର ଚତୁର୍ଥ ସଂଧ୍ୟାରେ ହରିକଥା ଶ୍ରବଣରେ ମଜିଲେ ଶ୍ରଦ୍ଧାଳୁ । ଏହା ସହ ହରି ନାମ ସଂକୀର୍ତ୍ତନ ଓ ଭଜନ ପରିବେଷଣ ଯୋଗୁଁ ଆଧ୍ୟାତ୍ମିକ ପରିବେଶ…
କାର୍ତ୍ତିକ ପୂର୍ଣ୍ଣମୀ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥା ସୁବ୍ୟବସ୍ଥିତ କରିବାକୁ ଆଇଜି ଆଶିଷ ସିଂଙ୍କ ସମୀକ୍ଷା
ଭିନ୍ନକ୍ଷମ, ବୟସ୍କ ଓ ହବିଷ୍ୟାଳିଙ୍କ ଦର୍ଶନ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
50 ପ୍ଲାଟୁନ ପୋଲିସ ଫୋର୍ସର ବ୍ୟବସ୍ଥା, ସ୍ବେଚ୍ଛାସେବୀ ପୋଲିସ କର୍ମଚାରୀ, ଯୁବଶକ୍ତି ଓ ଏନଜିଓ ନିୟୋଜିତ
ପୁରୀ : ପଂଚକ ପାଇଁ ଶ୍ରୀକ୍ଷେତ୍ର ଏବେ ଚଳଚଂଚଳ | ଶ୍ରୀଜୀଉଙ୍କ ଦର୍ଶନ ଲାଗି…
ଦୁର୍ଯ୍ୟୋଧନ ନୟାଗଡ଼ ଯୁବ ବିଜେଡି ସଭାପତି ନିଯୁକ୍ତ
ଭୁବନେଶ୍ୱର : ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ଭାବେ ଯୁବ ନେତା ଶ୍ରୀ ଦୁର୍ଯ୍ୟୋଧନ ବେହେରା ନିଯୁକ୍ତ ହୋଇଛନ୍ତି | ଦଳର ସଭାପତି ଶ୍ରୀ ନବୀନ ପଟନାୟକଙ୍କ ଅନୁମୋଦନ କ୍ରମେ ଶ୍ରୀ ବେହେରାଙ୍କୁ ଏହି ନିଯୁକ୍ତି ଦିଆଯାଇଥିବା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ…