Sign in
Sign in
Recover your password.
A password will be e-mailed to you.
ପାଣ୍ଡିଆନଙ୍କ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ: ଭୋର ୫ ଟାରୁ ୭ଟା ପର୍ଯ୍ୟନ୍ତ ସମୀକ୍ଷା
ପରିକ୍ରମା ପ୍ରକଳ୍ପ ଡିସେମ୍ବର ୧୫ ସୁଦ୍ଧା କାମ ସମ୍ପୂର୍ଣ୍ଣ ପାଇଁ ନିର୍ଦ୍ଦେଶ
ଶ୍ରଦ୍ଧାଳୁମାନଙ୍କ ପାଇଁ ସୁବ୍ୟବସ୍ଥିତ ଦର୍ଶନ ବ୍ୟବସ୍ଥା, ଦକ୍ଷ ଭିଡ଼ ପରିଚାଳନା ବ୍ୟବସ୍ଥା ପାଇଁ ପରାମର୍ଶ
ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ…
ସମ୍ବିଧାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସୋଆ ଛାତ୍ରଛାତ୍ରୀଙ୍କ ନାଟକ
ଭୁବନେଶ୍ୱର, ନଭେମ୍ବର ୨୭ : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ସୋଆ ନ୍ୟାସ୍ନାଲ୍ ଇନଷ୍ଟିଟ୍ୟୁଟ ଅଫ୍ ଲ୍ (ସ୍ନିଲ୍) ରେ ଆଇନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ରବିବାର ସମ୍ବିଧାନ ଦିବସ ଅବସରରେ ସମାନତା, ଭ୍ରାତୃତ୍ୱ ଓ ଧର୍ମନିରପେକ୍ଷତାର ନୀତି ଓ ଆଦର୍ଶକୁ ଦର୍ଶାଇ ସହରର ଏକ ଜନଗହଳି…
ଅଲ ଇଣ୍ଡିଆ ରିଜିଓନାଲ ରୂରାଲ ବ୍ୟାଙ୍କ ଏମ୍ପ୍ଲଇଜ ଆସୋସିଏସନର ସାଧାରଣ ପରିଷଦ ବୈଠକ
ଭୁବନେଶ୍ୱର : ଅଲ ଇଣ୍ଡିଆ ରିଜିଓନାଲ ରୂରାଲ ବ୍ୟାଙ୍କ ଏମ୍ପ୍ଲଇଜ ଆସୋସିଏସନ (AIRRBEA) ର ଜେନେରାଲ କାଉନସିଲ ମୀଟିଙ୍ଗ, ୨୦୨୩ ଭୁ ବନେଶ୍ୱର ସ୍ଥିତ ଭଞ୍ଜ କଳା ମଣ୍ଡପ ଠାରେ ୨୪/୧୧/୨୩ ରୁ ୨୬/୧୧/୨୩ ମଧ୍ୟରେ ଅନୁଷ୍ଠିତ କରା ଯାଇଥିଲା | ହୋଷ୍ଟ ୟୁନିଟ ଭାବେ ଆସୋସିଏସନ ଅଫ ଓଡିଶା ଗ୍ରାମ୍ୟ…
ଧାମରାରେ “ବୋଇତ ବନ୍ଦାଣ” ଉତ୍ସବ
‘ବୈଭବଶାଳୀ ଓଡିଶାର ପୁନଃନିର୍ମାଣ’ ହେଉଛି ଓଡିଆଜାତି ପାଇଁ ସବୁଠୁ ବଡ ଆହ୍ୱାନ: ମନମୋହନ ସାମଲ
ଭୁବନେଶ୍ୱର/ଧାମରା (ଭଦ୍ରକ),ତା.୨୭/୧୧: ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା । ଗାଁରୁ ସହର ସବୁଠି ଚଳଚଂଚଳ । ଏହି କାର୍ତିକ ମାସରେ ସବୁ ନଦୀ ପାଲଟି ଯାଆନ୍ତି ଗଙ୍ଗା । କାର୍ତିକ ପୂର୍ଣ୍ଣିମାରେ…
ଶ୍ରୀ ରଘୁନାଥ ଜିଉଙ୍କ ପଂଚୁକ ପର୍ବର ଅନ୍ତିମ ଦିବସ
କଳା ଧଳା ଘୋଡାରେ ପ୍ରଭୁଙ୍କ କାଂଚି ଅଭିଯାନ ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ
ଓଡ଼ଗାଁ,୨୭।୧୧(ଶ୍ରୀକାନ୍ତ କୁମାର ମିଶ୍ର) : ସୋମବାର ପବିତ୍ର କାର୍ତିକ ମାସ ପଂଚୁକ ଯାତ୍ରାର ଅନ୍ତିମ ସନ୍ଧ୍ୟାରେ ଓଡଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥଜୀଉଙ୍କ କାଞ୍ଚି ଅଭିଯାନ ବେଶ ଦର୍ଶନର ସୈଭାଗ୍ୟ ଅର୍ଜନ କଲେ…
ଆନ୍ତଃ ବିଦ୍ୟାଳୟ ସ୍ତରୀୟ ବକୃତା ପ୍ରତିଯୋଗୀତା
ଓଡ଼ଗାଁ,୨୬।୧୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଦେଓ୍ବାନି ଓ ଫୈ।ଜଦାରୀ ଅଦାଲତ ପରିସରର ମଧ୍ୟରେ ଓଡ଼ଗାଁ ତାଲୁକ ଲିଗାଲ ସେବା ଆନୁକୂଲ୍ୟରେ ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ଓଡ଼ଗାଁ ତାଲୁକ ଆଇନ୍ ସେବା ଅଧ୍ୟକ୍ଷ ମାନସ ରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ନଭେମ୍ବର ୨୬ ସମ୍ବିଧାନ ଦିବସ…
୨ଲକ୍ଷ ପ୍ରୋତ୍ସାହନ ରାଶି ପାଇ ଖୁସି ପ୍ରକାଶ କଲେ ବର୍ଷା ଓ ମିନତୀ: ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା
ଓଡ଼ଗାଁ ମହୋତ୍ସବ ଅବସରରେ ଦୁଇ ଜାତୀୟ କ୍ରୀଡ଼ା ପଦକ ବିଜେତାଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯିବ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ଗାଁ ବ୍ଲକର ୨ ବାଳିକା ପ୍ରତିଯୋଗୀ ଅଂଶଗ୍ରହଣ କରିବା ସହିତ ପଦକ ହାସଲ କରି ଓଡ଼ିଶାର…
ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ଚିତ୍ର ପ୍ରଦର୍ଶନୀ ଓ ସମୂହ ମୁଖାନୃତ୍ୟ
ଭୁବନେଶ୍ୱର, ୨୬/୧୧/୨୦୨୩: ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରଦର୍ଶନୀ କକ୍ଷରେ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁଦୂର ସାଉଥ୍ କୋରିଆର ବିଭିନ ବିଭିନ୍ନ ଚିତ୍ରଶିଳ୍ପୀମାନଙ୍କର ଙ୍କର ପ୍ରାୟ ୧୫୦ଟି ୦ଟି ଚିତ୍ରକଳା ପ୍ରଦର୍ଶିତ ହୋଇଛି । ଏହି ଚିତ୍ରକଳା…
ରାଉରକେଲା- ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ମାଡ଼
ମେରାମଣ୍ଡଳୀ ଏବଂ ବୁଢାପଙ୍କ ମଧ୍ୟରେ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ଫିଙ୍ଗିବା ଯୋଗୁଁ କୋଚ ର ୱିଣ୍ଡୋ ପେନ୍ ନଷ୍ଟ
ଭୁବନେଶ୍ୱର: 20835 ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଭୁବନେଶ୍ୱର-ସମ୍ବଲପୁର ରେଳ ଲାଇନର ଢେଙ୍କାନାଳ-ଅନୁଗୁଳ ରେଳ ସେକ୍ସନର ମେରାମଣ୍ଡଳୀ…
ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍ଯାପିତ, ବିଶିଷ୍ଟ ସାହିତ୍ୟିକ ମାନଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, ୨୬/୧୧ : ସମାଜକୁ ଯୋଡ଼ି ରଖିବାରେ ସାହିତ୍ୟ ଏକ ସେତୁ ସଦୃଶ । ତିନିଦିନିଆ ସୋଆ ସାହିତ୍ୟ ଉତ୍ସବର ଉଦ୍ଯାପନୀ ଉପଲକ୍ଷେ ରବିବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାହିତ୍ୟକୁ ନେଇ ଏଭଳି ବ୍ୟାଖ୍ୟା କରିଛନ୍ତି ବିଶିଷ୍ଟ ପଞ୍ଜାବୀ ସାହିତ୍ୟିକ ଡକ୍ଟର ସୁରଜିତ୍ ପତର । କଂକ୍ରିଟ୍…