Sign in
Sign in
Recover your password.
A password will be e-mailed to you.
ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଦ୍ୱାରା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ର ଶିଳାନ୍ୟାସ
https://youtu.be/IQ_uHbvJj-A
ଲୁଣା ନଦୀ ଉପରେ ବିଶାଳ ସେତୁ ନିର୍ମାଣ ଦ୍ୱାରା ଦ୍ବୀପାଞ୍ଚଳ ବାସୀଙ୍କ ଗମନାଗମନ କ୍ଷେତ୍ରରେ ଯୋଡିହେବ ଆଉ ଏକ ନୂତନ ଅଧ୍ୟାୟ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ, ବିକାଶମୁଖୀ ଶାସନରେ…
ବିଜେଡି ସରକାର ହୀନ ରାଜନୀତି ଓ ନୀଚ୍ଚ ମାନସିକତାରେ ପୀଡିତ : ଅନିଲ ବିଶ୍ୱାଳ
ରାଷ୍ଟ୍ରପତି, ରାଜ୍ୟପାଳଙ୍କ ସଭାରେ ବାରମ୍ବାର ବିଦ୍ୟୁତ୍କାଟ କାହିଁକି ହେଉଛି?
ନଭେମ୍ବର ୨୪ରେ ବିଜୁ ଜନତା ଦଳ ସାମ୍ବାଦିକ ସମ୍ମିଳନୀ କରି ସମାଲୋଚନା କରିଥିଲା, ନଭେମ୍ବର ୨୫ଦିନ ସଭାରେ ବିଦ୍ୟୁତକାଟ୍ ହେଲା
ନଭେମ୍ବର ୨୦ତାରିଖ ଦିନ ମୁଖ୍ୟମନ୍ତ୍ରୀ…
ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନ ଦିବସ ପାଳିତ
ଭୁବନେଶ୍ୱର : ପୂର୍ବ ତଟ ରେଳପଥ ଦ୍ୱାରା ଆଜି ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା | ରେଳପଥର ଅତିରିକ୍ତ ମହାପ୍ରବନ୍ଧକଙ୍କ ଶ୍ରୀ ଶର୍ମାଙ୍କ ନେତୃତ୍ୱରେ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ, ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ…
ଜନଗଣର ନେତା ବିରେନ ମିତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ଭୁବନେଶ୍ୱର-ତା. ୨୬.୧୧.୨୦୨୩- ଜନଗଣର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିରେନ ମିତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଜୟଦେବ ବିହାରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ମାନ୍ୟବର ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ପୂର୍ବତନ…
ଶ୍ରୀରଘୁନାଥ ଜିଉଙ୍କ ପଂଚୁକ ତୃତୀୟ ସନ୍ଧ୍ୟା
କୃଷ୍ଣ ବଳରାମ ବେଶରେ ଦର୍ଶନ ଦେଲେ ପ୍ରଭୁ ରଘୁନାଥ
ଓଡ଼ଗାଁ, ୨୫।୧୧(ଶ୍ରୀକାନ୍ତ କୁମାର ମିଶ୍ର): କାର୍ତୀକ ଶୁକ୍ଳ ତ୍ରୟୋଦଶୀ ତିଥିରେ ଓଡଗାଁର ଶ୍ରୀରଘୁନାଥଜୀଉଙ୍କ ପୀଠରେ ଅନୁଷ୍ଠିତ ପଂଚୁକ ଯାତ୍ରା ଅବସରରେ ପ୍ରଭୁ ଶ୍ରୀରଘୁନାଥ ଜିଉ ଶ୍ରୀକୃଷ୍ଣ ଓ ଅନୁଜ ଲକ୍ଷ୍ମଣ ବଳରାମ ବେଶରେ ସଜ୍ଜିତ…
ବିଧାୟକଙ୍କ ଦ୍ବାରା ଉଦଘାଟିତ ହେଲା ଓଡ଼ଗାଁ କଲେଜରେ ନୂତନ ସ୍ମାର୍ଟ ଶ୍ରେଣୀ ଗୃହ ଓ ପାନୀୟ ଜଳ ବିତରଣ ପ୍ରକଳ୍ପ,
ଓଡ଼ଗାଁ,୨୫।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରେ ୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅତିରିକ୍ତ ସ୍ମାର୍ଟ ଶ୍ରେଣୀ ଗୃହ ସହିତ ୧୨ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପକୁ ମାନ୍ୟବର ନୟାଗଡ଼…
ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କୁ ଆଦିତ୍ୟ ବିକ୍ରମ ବିର୍ଲା କଳା ଶିଖର ପୁରସ୍କାର
ମୁମ୍ବଇ : ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବଂଶୀ ବାଦକ ତଥା ସଂଗୀତ ନିର୍ଦ୍ଦେଶକ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କୁ ସମ୍ମାନଜନକ ଆଦିତ୍ୟ ବିକ୍ରମ ବିର୍ଲା କଳା ଶିଖର ପୁରସ୍କାର ପ୍ରଦାନ କରାଯାଇଛି | ଚଳିତ ମାସ ୨୩ ତାରିଖରେ ୨୭ତମ ସଂଗୀତ କଳା କେନ୍ଦ୍ର ପୁରସ୍କାର ସମାରୋହ ଅବସରରେ ନିଜର…
ମହେଶ୍ବର ସାହୁ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ।
ବାସୁଦେବପୁର - ବିଶିଷ୍ଟ ବ୍ୟବସାୟୀ ମହେଶ୍ୱର ସାହୁ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମୃତି ଚାରଣ ସଭା ବାସୁଦେବପୁର ସ୍ଥିତ ସ୍ଥାନୀୟ ମନ୍ତ୍ରୀ କଲୋନୀ ଆଗ ରେ ଅନୁଷ୍ଟିତ ହୋଇ ଯାଇଛି। ଆୟୋଜିତ ସଭା କାର୍ଯ୍ୟ କର୍ମ ରେ ଶିକ୍ଷାବିତ ସୁଧାଂଶୁ ଶେଖର ମିଶ୍ର ଙ୍କ ସଭାପତିତ୍ବ ରେ ଶିକ୍ଷାବିତ୍ ଡ…
ମାଣ୍ଡିଆ କ୍ଷେତରେ ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ହାର୍ଭେଷ୍ଟ ଫେଷ୍ଟିଭାଲ୍ ଅନୁଷ୍ଠିତ
ଜମନକିରା ୨୫/୧୧(ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଜମନକିରା ଗ୍ରାମ ପଞ୍ଚାୟତ ର ଦୁର୍ଗାଡିହି ଗ୍ରାମର ଚାଷୀ ଅନୀଲ୍ କାଣ୍ଡୁଲା ଙ୍କ ମାଣ୍ଡିଆ କ୍ଷେତରେ ଓଡିଶା ମିଲେଟ୍ସ ମିଶନ ପକ୍ଷରୁ ହାର୍ଭେଷ୍ଟ ଫେଷ୍ଟିଭାଲ୍ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦୁର୍ଗାଡିହି, କତରକେଲା, କଟଙ୍ଗପାଣି,…
ଅଘରିଆ ସମାଜ ରାଜ୍ୟ ସ୍ତରୀୟ ମହା ସମ୍ମିଳନୀ ଓ ଓବିଶି ରଥର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କୁଚିଣ୍ଡା , ୨୫/୧୧( ଲିପନ ନାୟକ )ଅଖିଳ ଭାରତୀୟ ଅଘରିଆ ସମାଜର ରାଜ୍ୟ ସ୍ତରିୟ ମହା ସମ୍ମିଳିନି ଆୟୋଜନ ପାଇଁ ପ୍ରସ୍ତୁତୀ ଆରମ୍ଭ ହୋଇଯାଇଛି ।ଏହି ଉପଲକ୍ଷ କୁଚିଣ୍ଡା ସ୍ଥିତ ସମଲେଶ୍ଵରୀ ନର୍ସିଂ କଲେଜ ପରିସରରେ ଅନୁଷ୍ଟିତ ହୋଇ ଯାଇଛି । ବାମଣ୍ଡା ଆଞ୍ଚଳିକ କମିଟି ର ସଭାପତି ଅଶୋକ କୁମାର ପଟେଲ…