କାର୍ତ୍ତିକ ପୂର୍ଣ୍ଣିମା ରେ ପ୍ରସିଦ୍ଧ କେଲିଆ ଶୈବ ପୀଠ ରେ ୩୦ ହଜାର ରୁ ଉର୍ଦ୍ଧ ଭକ୍ତଙ୍କ ସମାବେଶ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୭/୧୧/୨୩: ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ ଡାବୁଗାଁ ବ୍ଲକ କେଲିଆ ବାବା ଝାଡେଶ୍ୱର ଶୈବ ପୀଠରେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ୩୦ ହଜାର ରୁ ଉର୍ଦ୍ଧ ଭକ୍ତଙ୍କ ସମାବେଶ ହୋଇଛି। ଆଜି ବଡି ଭୋର ରୁ କେଲିଆ ବାବା ଝାଡେଶ୍ୱର ଶୈବ…

୨୮ ତମ ସର୍ବଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଜାନୁଆରୀ ୧୩ ରୁ ହେବ ଆରମ୍ଭ l

https://youtu.be/Xvak0bz0SFgପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ବୋଡ଼ାସମ୍ବର ଅଞ୍ଚଳର ଗର୍ବ ଓ ଗୌରବ ପଦ୍ମପୁର ଆର୍. ବି ହାଇସ୍କୁଲ ପଡିଆରେ ରେ ପ୍ରତିବର୍ଷ ଭଳି ଅନୁଷ୍ଠିତ ହେଉଥିବା ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୦୨୪ ଜାନୁଆରୀ ୧୩ ରୁ ୨୧ ପର୍ଯ୍ୟନ୍ତ…

ଜଳିଗଲା ଭକ୍ତଙ୍କ ମାନସିକ ଡୋରି

ଜଗତସିଂହପୁର,ତା-୨୭.୧୧.୨୦୨୩/ସୁମନ୍ତ କୁମାର ଦାସ: ଓଡ଼ିଶାର ପ୍ରସିଦ୍ଧ ବିଭୂତିକ୍ଷେତ୍ର ଶ୍ରୀଶ୍ରୀ ଗୋରେଖନାଥ ପୀଠରେ ଏକ ଅଘଟଣ ଘଟିଯାଇଛି । ଆଜି ପୂର୍ବାହ୍ନରେ ଶ୍ରଦ୍ଧାଳୁ ମାନଙ୍କ ମାନସିକ ଡୋରି ବନ୍ଧା ଯାଇଥିବା ଗଛରେ ନିଆଁ ଲାଗି ସମସ୍ତ ମାନସିକ ତୋରି ଜଳି ଯାଇଛି । ଏହି ଘଟଣାକୁ ନେଇ…

ମାଆ ବୁଢାକେନ୍ଦୁଙ୍କ ଐତିହାସିକ ବାର୍ଷିକ ଉତ୍ସବ ; ଦେଢ଼ଲକ୍ଷ ଭକ୍ତଙ୍କ ସମାଗମ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଘୁମୁସର ମାଟିର ଅନନ୍ୟ ଆରାଧ୍ଯ ଦେବୀ ମାଆ ବୁଢାକେନ୍ଦୁଙ୍କ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଚଳିତ ବର୍ଷ ଏହି ଐତିହାସିକ ପର୍ବରେ ପୂର୍ବ ବର୍ଷ ଗୁଡ଼ିକର…

ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗୀତା ପ୍ରସ୍ତୁତି ବୈଠକ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଆସନ୍ତା ଡିସେମ୍ବର ୩ ତାରିଖ ରବିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଉପଲକ୍ଷ୍ୟେ ଏକ ପ୍ରସ୍ତୁତି ବୈଠକ ନୟାଗଡ଼ ସଙ୍ଗୀତଧାରା ପକ୍ଷରୁ ମହର୍ଷି ବିଦ୍ୟାମନ୍ଦିର ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ଡ.ବିଜୟ…

ବୋଇତ ବନ୍ଦାଣ ଉତ୍ସବରେ ମହାମହିମଙ୍କ ଯେ ଯୋଗଦାନ; ଆଜିର ଯୁବପିଢ଼ିଙ୍କୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ କଲେ ଆହ୍ବାନ

ଜଗତସିଂହପୁର,ତା-୨୭.୧୧.୨୦୨୩/ସୁମନ୍ତ କୁମାର ଦାସ: ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଆଜି ପାରାଦୀପ ଗସ୍ତ ବେଳେ ହେଲିକ୍ୟାପ୍ଟରରେ ଦିନ ୯ଟା ୩୦ମିନିଟରେ ଗୋପବନ୍ଧୁ ଷ୍ଟାଡିୟମ ପହଞ୍ଚିଥିଲେ। ସେଠାରୁ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବାକୁ…

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେଲା ବିଶ୍ବ ପ୍ରସିଦ୍ଧ ଡେରାବେଶ

ଭଞ୍ଜନଗର ରୁ ଉଦୟନାଥ ପଣ୍ଡା: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଅନ୍ତର୍ଗତ ବଡକୋଦଣ୍ଡା ଗ୍ରାମରେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଶ୍ବ ପ୍ରସିଦ୍ଧ ଡେରାବେଶ ଅନୁଷ୍ଠିତ ହୋଇଯାଇଛି। ଗତ କାଲି ରାତ୍ର ଠାରୁ ଗ୍ରାମର ବଡଦାଣ୍ଡର ଉଭୟ ପାର୍ଶ୍ବରେ ଅବସ୍ଥିତ ଶ୍ରୀଶ୍ରୀଜଗନ୍ନାଥ ମନ୍ଦିର…

ତୁମ୍ଭାଅଣ୍ଡେଇସାହି ଗ୍ରାମପଞ୍ଚାୟତ ରାହୁରା ଗ୍ରାମରେ ହରି ନାମ ଯଜ୍ଞ ସଂକୀର୍ତ୍ତନ

ଜଗତସିଂହପୁର,ତା-୨୭.୧୧.୨୦୨୩/ସୁମନ୍ତ କୁମାର ଦାସ: ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ଅବସରରେ ଆଜି ୨୭.୧୧.୨୦୨୩ ସୋମବାର ଦିନ ତୁମ୍ଭାଅଣ୍ଡେଇସାହି ଗ୍ରାମପଞ୍ଚାୟତ ରାହୁରା ଗ୍ରାମରେ ହଜାର ହଜାର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଅଛି…

କୁଲାଡ ଭାଗବତ ମନ୍ଦିରରେ ହରି ନାମ ଯଜ୍ଞ ସଂକୀର୍ତ୍ତନ।

ଭଞ୍ଜନଗର \ଉଦୟନାଥ ପଣ୍ଡା: ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ଅବସରରେ ଆଜି ୨୭/୧୧/୨୩ ସୋମବାର ଦିନ କୁଲାଡ ଗ୍ରାମରେ ହଜାର ହଜାର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଅଛି ଅଷ୍ଟପ୍ରହର ହରିନାମ ସଂକୀର୍ତ୍ତନ ସହିତ ଘୃତଜଜ୍ଞ ଓ ଅନ୍ନଯଜ୍ଞ। କୁଲାଡ…

ପଞ୍ଚକ ମହୋତ୍ସବ ଉଦଯାପିତ

ପୁରୀ (ଅନିମେଶ ପଟ୍ଟନାୟକ): ବଳଗଣ୍ଡି ସ୍ଥିତ ମା ମାଉସୀମାଙ୍କ ମନ୍ଦିର ସମ୍ମୁଖରେ ୮ତମ ପଞ୍ଚକ ମହୋତ୍ସବ ଉଦଯାପିତ ହୋଇଯାଇଛି । ମହୋତ୍ସବ କମିଟି ପକ୍ଷରୁ ଅନୁଷ୍ଠିତ ଆଧ୍ୟାତ୍ମିକ କାର୍ଯ୍ଯକ୍ରମ ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣମୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । କଳି ଯୁଗରେ…