Sign in
Sign in
Recover your password.
A password will be e-mailed to you.
“ରାଜ୍ୟ ରାଜକୋଷକୁ ଲୁଟ୍ କରି କଲେଜ କ୍ୟାମ୍ପସରେ ଦଳୀୟ ପ୍ରଚାର କରୁଛନ୍ତି ବିଜେଡି ସରକାର”
ଭୁବନେଶ୍ୱର/ବ୍ରହ୍ମପୁର,ତା.୦୨/୧୨: ରାଜ୍ୟର ସମସ୍ତ ଯୋଜନା ବିଜେଡିକରଣ କରିବାରେ ବ୍ୟସ୍ତ ରାଜ୍ୟ ସରକାର ଓଡିଶାର ସମସ୍ତ କଲେଜ ପରିସର ଗୁଡ଼ିକରେ ମଧ୍ୟ ଆଗମୀ ସାଧାରଣ ନିର୍ବାଚନ ପାଇଁ ନିଜ ଦଳୀୟ ପ୍ରଚାର ଆରମ୍ଭ କରିଦେଇଛି। ୧୫ ଦିନ ଧରି ଓଡ଼ିଶାର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ…
ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ
ନବରଙ୍ଗପୁର/ଅଶୋକ ସାହୁ (ଶାସକ ପ୍ରଶାସକ): ଯୁବ ରେଡ଼କ୍ରସ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେରେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସିଡିପିଓ ମନୋରମା ମାଝୀ ଯୋଗଦେଇ ଏଡ଼ସର ଲକ୍ଷଣ ଓ କିପରି…
ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଜଗତସିଂହପୁର,ତା-୦୨.୧୨.୨୦୨୩/ସୁମନ୍ତ କୁମାର ଦାସ: ଉତ୍କଳ ସାମ୍ବାଦିକ ସଂଘ ନିର୍ଦ୍ଦେଶକ୍ରମେ ଜଗତସିଂହପୁର ଜିଲ୍ଲା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ୫ ଦଫା ଓଡ଼ିଶା ନିର୍ଦ୍ଦେଶ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିକାତ୍ମକ ଧାରଣା ଦିଆଯାଇଛି । ଜଗତସିଂହପୁର ଜିଲ୍ଲା…
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଦ୍ୟାନ ଓ ମନ୍ଦିର ପ୍ରାଙ୍ଗଣରେ ସଫେଇ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ସାମାଜିକ କାର୍ଯ୍ୟକ୍ରମର ଅନ୍ତିମ ଦିବସ ମହାସମାରୋହ ପାଳନ କରାଯାଇଥିଲା। ସକାଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମତୀ ଅମ୍ବିକା ଦେବୀଙ୍କ…
“ଓଡ଼ିଶାରେ ଦାଦନ ଶ୍ରମିକ ସୃଷ୍ଟି କରି ଧନ୍ୟବାଦ ନେଉଛନ୍ତି ମୁଖ୍ୟମନ୍ତ୍ରୀ “
ଉତରାଖଣ୍ଡରୁ ଫେରିଥିବା ଶ୍ରମିକଭାଇମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇବା ‘କେବଳ ଏକ ଡ୍ରାମାବାଜୀ’ : ତେଜେଶ୍ୱର ପରିଡା
ରୋଜଗାର ସୃଷ୍ଟି କରିବାରେ ବିଫଳ ହୋଇଥିବାରୁ ଦାଦନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି
ରାଜ୍ୟ ସରକାର ନିଜ ଦୋଷକୁ ଲୁଚାଇବା ପାଇଁ…
ଫିଲିପାଇନ୍ସରେ କାର୍ଯ୍ୟକାରୀ ହେବ କିସ୍ ମଡେଲ: ରୁଫସ୍ ରୋଦ୍ରିଗେଜ୍
ଭୁବନେଶ୍ୱର,୨ା୧୨: ବିଶ୍ୱର ସର୍ବବୃହତ ଜନଜାତି ଆବାସିକ ଅନୁଷ୍ଠାନ କିସ୍ ମଡେଲ୍ ଫିଲିପାଇନ୍ସରେ କାର୍ଯ୍ୟକାରୀ ହେବ ବୋଲି ଫିଲିପାଇନ୍ସ ସାଂସଦ ରୁଫସ୍ ବି ରୋଦ୍ରିଗେଜ୍ କହିଛନ୍ତି। କିସ୍ ମଡେଲ ହେଉଛି ବିଶ୍ୱର ଶ୍ରେଷ୍ଠ ମଡେଲ। ଏଥିପାଇଁ ସେ ଫିଲିପାଇନ୍ସ ସଂସଦରେ ଏକ ସ୍ୱତନ୍ତ୍ର ବିଲ୍…
‘ଦ ୱିକ-ହଂସl’ ହସପିଟାଲ ରାଙ୍କିଙ୍ଗ ସର୍ଭେ ୨୦୨୩ରେ ଶୀର୍ଷ ସ୍ଥାନ ଅଧିକାର କଲା ଆମ୍ରି ହସପିଟାଲ ଭୁବନେଶ୍ୱର
ଭୁବନେଶ୍ବର: ୨୦୨୩ ମସିହା ପାଇଁ 'ଦ ୱିକ-ହଂସl' ବାର୍ଷିକ ହସ୍ପିଟାଲ ମାନ୍ୟତା ସର୍ଭେରେ ଶୀର୍ଷ ସ୍ଥାନ ଅଧିକାର କରି ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲ ପୁଣି ଥରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷତା ପ୍ରତି ନିଜର ପ୍ରତିବଦ୍ଧତାର ପରିଚୟ ଦେଇଛି। ବିଗତ ୭ ବର୍ଷ ଧରି କ୍ରମାଗତ ଭାବେ…
ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଉଦଘାଟିତ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁର ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଓ ସ୍କୁଲ ଅଫ୍ ସାଇନ୍ସର ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ଆଜି " ଆଲୋକୀୟ ପଦାର୍ଥ ଏବଂ ଆଲୋକ କଣିକା ବିଜ୍ଞାନ -ଅଗ୍ରଣୀ ପଦାର୍ଥ ବିଜ୍ଞାନର ଏକ ଦିଗନ୍ତ" ବିଷୟରେ…
5T ଅଧ୍ୟକ୍ଷ ଶ୍ରୀ ପଣ୍ଡିଆନଙ୍କ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ
https://youtu.be/IFDUbp2apwk
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସହିତ ଭକ୍ତ ମାନଙ୍କ ସୁବ୍ୟବସ୍ଥିତ ଦର୍ଶନ , ଭିଡ଼…
ସାହିତ୍ୟିକ ଦାଶ ବେନହୁରଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’ ସମ୍ମାନ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଚଳିତ ବର୍ଷ ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’ ସମ୍ମାନ ପାଇବା ପାଇଁ ପଠାଣି ସାମନ୍ତଙ୍କ ଜନ୍ମମାଟି ଖଣ୍ଡପଡ଼ାର କୃତୀ ସନ୍ତାନ ଲବ୍ଧ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ଦାଶ ବେନହୁର ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ନୟାଗଡ଼ ସ୍ୱୟଂ ଶାସିତ ମହା ବିଦ୍ୟାଳୟର…