Sign in
Sign in
Recover your password.
A password will be e-mailed to you.
ଚନ୍ଦନ ଯାତ୍ରା ର ପ୍ରଥମ ଦିନ: ଚନ୍ଦନ ବାସ୍ନା ରେ ମହକିଲା ନରେନ୍ଦ୍ର ପୁଷ୍କରିଣୀ
ପୁରୀ, ୨୦/୪ (ଅନିମେଶ ପଟ୍ଟନାୟକ): ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ସୋମବାର ଦିନ ମହାପ୍ରଭୁଙ୍କ ପବିତ୍ର ଚନ୍ଦନଯାତ୍ରା ଆରମ୍ଭ ହୋଇଛି । ଏହା ୨୧ ଦିନ ଧରି ବାହାର ଚନ୍ଦନଯାତ୍ରା ଭାବେ ପ୍ରତିଦିନ ଦିନ ଓ ରାତି ଚାପରେ ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିବେ ।…
ଓଡ଼ଗାଁ ଏନ୍ଏସିର ନୂତନ ଗୃହ ପ୍ରତିଷ୍ଠା ପ୍ରବେଶ ଉତ୍ସବ
ଓଡ଼ଗାଁ, ୨୦।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ଜାରିଙ୍ଗୀଠାରେ ନିର୍ମିତ ନୂତନ କାର୍ଯ୍ୟାଳୟ ଗୃହର ପ୍ରତିଷ୍ଠା ପ୍ରବେଶ ଉତ୍ସବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନୁଷ୍ଠିତ ହୋଇଯାଇଛି। ଭବିଷ୍ୟତ ଉନ୍ନୟନକୁ ଲକ୍ଷ୍ୟ କରି ଏହି…
ଓଡ଼ଗାଁରେ ମା’ ହେମାମାଳୀଙ୍କ ଜନ୍ମ ଇତିହାସ ପୁସ୍ତକ ଉନ୍ମୋଚିତ
ଓଡ଼ଗାଁ, ୨୦।୪ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ଗାନ୍ଧୀନଗର ସାହିର ବାସିନ୍ଦା ମାଧବ ସାହୁଙ୍କ ଦ୍ୱାରା ସଂକଳିତ ପୁସ୍ତକ 'ଶ୍ରୀ ଶ୍ରୀ ମା' ହେମାମାଳୀ ଠାକୁରାଣୀଙ୍କ ଜନ୍ମ ଇତିହାସ' ସୋମବାର ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି। ମା’ଙ୍କ ପବିତ୍ର ଅକ୍ଷୟ…
ସୋଆ ‘ଜାଗୋ’ ପକ୍ଷରୁ ଜଳ ସେବା ଶିବିର ଆୟୋଜିତ
ଭୁବନେଶ୍ୱର, ଏପ୍ରିଲ ୨୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ‘ଜାଗୋ’ କ୍ଲବ ପକ୍ଷରୁ ସୋମବାର ଜଳ ସେବା ଶିବିର ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ହୋଇଯାଇଛି । ଏହି ମହତ୍ କାର୍ଯ୍ୟ ଅବସରରେ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର, କଂଟ୍ରୋଲର ଅଫ୍…
୪୯ତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣର ଶୁଭାରମ୍ଭ,
ଓଡ଼ଗାଁ, ୨୦।୪ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଠାରେ ଅବସ୍ଥିତ ଶ୍ରୀରଘୁନାଥ ଜିଉଙ୍କ ପବିତ୍ର ପୀଠରେ ପ୍ରତିବର୍ଷ ପରି ଅକ୍ଷୟ ତୃତୀୟା ପୂଣ୍ୟ ତିଥି ଅବସରରେ ରଘୁନାଥ ଚିନ୍ତନଚକ୍ର ପକ୍ଷରୁ ୪୯ତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ କାର୍ଯ୍ୟକ୍ରମର ଶୁଭାରମ୍ଭ…
ଓଡ଼ଗାଁରେ ଶ୍ରୀରଘୁନାଥ ଜୀଉଙ୍କ ଚନ୍ଦନ ଯାତ୍ରା ଆରମ୍ଭ
ଓଡ଼ଗାଁ,୨୦।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ବିରାଜମାନ ପ୍ରଭୁ ଶ୍ରୀରଘୁନାଥ ଜୀଉଙ୍କ ପବିତ୍ର ଚନ୍ଦନ ଯାତ୍ରା ସୋମବାର ଠାରୁ ଆରମ୍ଭ ହୋଇଛି। ଏହି ଯାତ୍ରା ଆଗାମୀ ୨୧ ଦିନ ଧରି ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବ।ସକାଳେ ଦୈନନ୍ଦିନ ନୀତିକାନ୍ତି ସମ୍ପନ୍ନ ହେବା…
ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର: ୪୬ ଅଭିଯୋଗ ପଞ୍ଜିକୃତ, ୨୫ର ତତ୍କାଳ ସମାଧାନ
ଓଡ଼ଗାଁ, ୨୦।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଜିଲ୍ଲା ଓ ବ୍ଲକର ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହି ଲୋକମାନଙ୍କ ଅଭିଯୋଗ ଶୁଣିଥିଲେ।…
ଜରାଜୀର୍ଣ୍ଣ ଅବସ୍ଥାରେ ଏମ୍ ଭି ୬୬ ଏଲ ଆଇ ଅଫିସ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଏମ୍ ଭି ୬୬ ଗ୍ରାମରେ ଅବସ୍ଥିତ ଏଲ ଆଇ ଅଫିସର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବାର ଦେଖିବାକୁ ମିଳିଛି। ଅଫିସ୍ ଘରଟି ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ହୋଇଥିଲେ ମଧ୍ୟ ଏହା ବର୍ତ୍ତମାନ ବ୍ୟବହାର…
ତାଗିଦ୍ ସତ୍ତ୍ବେ ଡିଏନ୍କେ ବଜାର ବ୍ୟବସାୟୀ ଅମାନିଆ ।
ସକାଳେ ବନ୍ଦ, ସନ୍ଧ୍ୟାରେ ଦୋକାନ ଖୋଲା ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ସଦର ମହକୁମାର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଠେଲାଗାଡ଼ି ପକାଇ ଦୋକାନ ଖୋଲିବା, ଡିଏନକେ ଅଞ୍ଚଳରେ ରାସ୍ତାକଡ଼ରେ ବସି ପରିବା ବିକିବା ସହ ଦୋକାନ ଖୋଲିବା ଯୋଗୁଁ ଭିଡ଼ ଜମୁଛି।…
ମେ’ ୯ ରେ ରାଷ୍ଟ୍ରୀୟ ଲୋକ ଅଦାଲତ
ଜଗତସିଂହପୁର- ତା ୨୦.୦୪.୨୦୨୬ /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସ୍ତରୀୟ ଓ ତାଲୁକ ସ୍ତରୀୟ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ' ମାସ ୯ ତାରିଖରେ ସମସ୍ତ ଅଦାଲତ ଏବଂ ସମସ୍ତ ତହସିଲ କାର୍ଯ୍ଯାଳୟରେ ଅନୁଷ୍ଠିତ ହେବ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ…