ବିଜେଡି ର ବ୍ଲକ ସ୍ତରୀୟ ସାଂଗଠାନିକ ବୈଠକ ଅନୁଷ୍ଠିତ।

6


ପଦ୍ମପୁର:- ଜମରତଲା ପଞ୍ଚାୟତ ଅନ୍ତର୍ଗତ କଣ୍ଠେଶ୍ଵରପୁର ଠାରେ ବିଜେଡି ର ଏକ ବ୍ଲକ୍ ସ୍ତରୀୟ ସାଂଗଠାନିକ ବୈଠକ ଅନୁଷ୍ଠିତ। ବିଜେଡି ବ୍ଲକ୍ ସଭାପତି ଦୁଷ୍ମନ୍ତ ପଟେଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇ ବ୍ଲକ୍ ଅଧ୍ୟକ୍ଷ ରଞ୍ଜିତ୍ ସିଂ ବରିହା, ରାଜ୍ଯ ସମ୍ପାଦକ ରାଜୁ ଘିବେଳା, ପ୍ୟାକ୍ସ ସଭାପତି ମହେଶ୍ୱର ପୁରୀ,ସିଦ୍ଧାର୍ଥ ମିଶ୍ର, ମହିଳା ରାଜ୍ୟ ସମ୍ପାଦିକା ରଜନୀ ସାହୁ , ଜିଲ୍ଲା ପରିଷଦ ସଭ୍ୟା ପୁର୍ଣିମା ରଣା ଙ୍କ ସହ ଆଲୋଚନା କରିଥଲେ। ଏହି ବୈଠକରେ ସମସ୍ତ ପଞ୍ଚାୟତ ସଭାପତି , ଯୁବ ସଭାପତି ଙ୍କ ସମେତ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.