ଫେରାର୍ ନିଶା ବେପାରୀ କୁ ଗିରଫ କଲା ପଦ୍ମପୁର ପୋଲିସ l

ପଦ୍ମପୁର :- ନିଶା ବେପାର ରେ ସଂଶ୍ଲିଷ୍ଟ ଫେରାର୍ ମାରିଥିବା ଜଣେ ଅଭିଯୁକ୍ତ ବନ ଖୁଣ୍ଟଲା କୁ ଗିରଫ କରିଛି ପଦ୍ମପୁର ପୋଲିସ l ସୂଚନାରୁ ପ୍ରକାଶ ଯେ, ଗତ ସେପ୍ଟେମ୍ବର ମାସରେ ଏମ୍.ଡି ଅସ୍ଲମ୍ କୁ କପ୍ ସିରଫ ବିକ୍ରି ଅଭିଯୋଗରେ ଗିରଫ କରି ୩୮ ଟି କପ୍ ସିରଫ ଜବତ କରି ଥିଲା l ସେହି ସମୟରେ…

ଭଞ୍ଜନଗର ମହାବିଦ୍ୟାଳୟରେ ଅର୍ଥମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଙ୍କ ଦ୍ଵାରା ଶୁଭ ଉଦ୍ଘାଟନ ସହିତ ଶିଳାନ୍ୟାସ ଉତ୍ସବ

ଭଞ୍ଜନଗର/ଉଦୟନାଥ ପଣ୍ଡା: ଗଞ୍ଜାମଜିଲ୍ଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ନବନିର୍ମିତ ଶୈକ୍ଷକ ଭବନ ର ଶୁଭ ଉଦ୍ଘାଟନ ଉତ୍ସବ ସହିତ ନୂତନ ଚକରା ବିଷୋୟୀ ଶୈକ୍ଷିକ ଭବନର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଜଗନ୍ନାଥ…

ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ )-, ବିଭିନ୍ନ ଦାବି ନେଇ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘର ଡାକରାରେ ବେଲଗୁଣ୍ଠା ବ୍ଳକ୍ ର ଡାକ ସେବକ ସଂଘ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟକୁ ଓହ୍ଳାଇବା ପରେ ଡ଼ାକ ସେବା ପ୍ରଭାବିତ ହୋଇଛି I ଡ଼ାକ ସେବକଙ୍କ ବିଭିନ୍ନ ଦାବି ମଧ୍ୟରେ ଡ଼ାକ ସେବକଙ୍କୁ ସିଭିଲ୍…

ପଠାଣି ସମାନ୍ତଙ୍କ ଜୟନ୍ତୀ ସମାରୋହ, ଦାଶ ବେନହୁରଙ୍କୁ ‘ନୟାଗଡ଼ ଗୌରବ’

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ବିଶ୍ୱବିଶୃତ ନଭବିଜ୍ଞାନୀ ମହାମହପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ବା ପଠାଣି ସାମନ୍ତଙ୍କ ୧୮୯ତମ ଜନ୍ମସ୍ମାରକୀ ମହା ସମାରୋହରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଯଦୁମଣି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ…

ଗ୍ରାମ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ପାଇଁ କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆନୁକୂଲ୍ୟରେ ବୁଧବାର ଜିଲ୍ଲା ପରିଷଦ ସମ୍ମିଳନୀ ସଭା ଗୃହରେ ଗ୍ରାମ୍ୟସ୍ତରୀୟ ବିର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ନେଇ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ଏହି କର୍ମଶାଳାରେ ଅତିରିକ୍ତ…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଧାରାରେ କ୍ରୀଡା ଉତ୍ସବର…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଧାରାରେ କ୍ରୀଡା ଉତ୍ସବର ଶୁଭାରମ୍ଭ ହୋଇଯାଇଛି।ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ଉକ୍ତ…

ଗଜପତି ଉତ୍ସବ -୨୦୨୩ ସାଂସ୍କୃତିକ କମିଟି ର ଚୁଡାନ୍ତ ବୈଠକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ତା ୧୯.୧୨.୨୦୨୩ ରିଖ ରେ ଅନୁଷ୍ଠିତ ହେବାକୁ ଥିବା ଗଜପତି ଉତ୍ସବ ୨୦୨୩ ସାଂସ୍କୃତିକ କମିଟି ର ଚୁଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ୫ ଦିନ ଧରି ହେବାକୁ ଥିବା ଗଜପତି ଉତ୍ସବରେ ପ୍ରଥମ ଦିନରୁ ଶେଷ ଦିନ ଧରି ହେବାକୁ ଥିବା ସମସ୍ତ…

ଅଯୋଧ୍ୟା ରେ ପ୍ରଭୂ ରାମ ଙ୍କ ପ୍ରତିଷ୍ଠା କୁ ନେଇ ଗୁଣୁପୁର ଚଳଚଞ୍ଚଳ ଅକ୍ଷତ କଳସ କୁ ନେଇ ଆଲୋଚନା

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ର ସଦର ଗୁଣୁପୁର ରେ ଅଯୋଧ୍ୟା ରେ ପ୍ରଭୂ ଶ୍ରୀରାମ ଙ୍କ ଭଵ୍ୟ ମନ୍ଦିର ର ପ୍ରତିଷ୍ଠା କୁ ନେଇ ଏକ ବୈଠକ ଶ୍ରୀରାମ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇ ଯାଇଛିଏହି ବୈଠକ ରେ ବରିଷ୍ଠ ସଂଯୋଜକ ସାରଙ୍ଗ ନାଗବଂଶ ଗୋପାଳ ଦେବ ପାତ୍ର ଭାରତୀୟ…

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵାରା: ନୂଆ – ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ

ବେଲଲଗୁଣ୍ଠା -(ଶିବରାମ ଚୌଧୁରୀ )-  କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ - ଓ ମାଧ୍ୟମରେ ସାମାଜିକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା । "ବାଲ୍ୟ ବିବାହ ଉଚ୍ଛେଦ" ଏବଂ " ଶିଶୁ କନ୍ୟା ଶିକ୍ଷା ଓ ଅଧିକାର " ସଚେତନତା ଶୋଭାଯାତ୍ରାକୁ ଶାସନ ଗ୍ରାମ…

କ୍ଷତ୍ରିୟବରପୁର ଉଚ୍ଚ ବିଦ୍ୟାଳୟରେ 78 ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର 78 ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉତ୍ସବ ଉଦଯାପିତ ହୋଇଯାଇଛି I ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦୁଇଦିନିଆ…