Sign in
Sign in
Recover your password.
A password will be e-mailed to you.
ଗଞ୍ଜାମ ଗସ୍ତ ର ଦ୍ଵିତୀୟ ଦିନ: MKCG ମେଡିକାଲ କଲେଜ ବୁଲିବା ସହ ରିଙ୍ଗ ରୋଡ଼ ପ୍ରକଳ୍ପ ସମୀକ୍ଷା କଲେ ପାଣ୍ଡିଆନ
ବ୍ରହ୍ମପୁର : ଗଞ୍ଜାମ ଗସ୍ତ ର ଦ୍ଵିତୀୟ ଦିନରେ MKCG ମେଡିକାଲ କଲେଜ ବୁଲିବା ସହ ରିଙ୍ଗ ରୋଡ଼ ପ୍ରକଳ୍ପ ସମୀକ୍ଷା କଲେ ମୋ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ | ଗତକାଲି ପ୍ରଥମ ଦିନରେ ହିଞ୍ଜିଳି ଓ ଶେରଗଡ଼ ଗସ୍ତ କରି ବିଭିନ୍ନ ସଭାରେ ଯୋଗ ଦେବା ସହ କିଛି ପ୍ରକଳ୍ପ ସମୀକ୍ଷା କରିଥିଲେ |…
ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧିନରେ 59ଟି ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
୧୩ଟି ଜିଲ୍ଲାର ୮୦ ହଜାର ହେକ୍ଟର ଜମିକୁ ମିଳିଲା ପାଣି
୩୩ଟି ମେଗା ଲିଫ୍ଟ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
୫ ବର୍ଷରେ କୃଷି ବଜେଟ୍ ୩ଗୁଣ ହୋଇ ୨୫ ହଜାର କୋଟି ଟଙ୍କାରେ ପହଞ୍ଚିଛି
ଚାଷୀ ଭାଇମାନେ ହେଉଛନ୍ତି ଦେଶର ଶ୍ରେଷ୍ଠ ସେବକ- ମୁଖ୍ୟମନ୍ତ୍ରୀ
ଲୋୟର…
ବିଜେପୁରଠାରେ ଜିଲ୍ଲାସ୍ତରୀୟ ପ୍ରାଣୀସମ୍ପଦ ସଚେତନତା ସଭା ଓ ମେଳା ଅନୁଷ୍ଠିତ l
ପଦ୍ମପୁର :- ବିଜେପୁରଠାରେ ବରଗଡ଼ ଜିଲ୍ଲାସ୍ତରୀୟ ପ୍ରାଣୀସମ୍ପଦ ସଚେତନତା ସଭା ଓ ମେଳା ଅନୁଷ୍ଠିତ ହୋଇଛି । ପ୍ରାଣୀ ସମ୍ପଦ ବିକାଶ ବିଭାଗ, ବରଗଡ଼ ଦ୍ବାରା ଆୟୋଜିତ ଏହି ମେଳାରେ ମୁଖ୍ଯଅତିଥି ଭାବରେ ଶ୍ରୀମତୀ ରୀତା ସାହୁ, ମାନ୍ଯବର ମନ୍ତ୍ରୀ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା…
ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ଉଦ୍ୟାନରେ ସଫେଇ ଓ ପରିମଳ ଅଭିଯାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ ଦ୍ଵାରା ପାରଳାଖେମୁଣ୍ଡି ସ୍ଥିତ ଅଟଳ ବିହାରୀ ଉଦ୍ୟାନରେ ଓଡିଶା ସରକାରଙ୍କ ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଯାୟୀ ସାମାଜିକ କାର୍ଯ୍ୟକଳାପ କମିଟି ତରଫରୁ ସଫେଇ ଓ ପରିମଳ ଅଭିଯାନ ମହାବିଦ୍ୟାଳୟ…
ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ ପୁରୁଣା ସହରସ୍ଥିତ ଦକ୍ଷିଣକାଳୀ ପଡିଆରେ ମା' ଦକ୍ଷିଣକାଳୀ ଭଲିବଲ କ୍ଲବ ଆନୁକୂଲ୍ୟରେ ଚତୁର୍ଥ ଶୁଭମ ମେମୋରିଆଲ ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଅଛି। ଏହି ଅବସରରେ ନୟାଗଡ଼ର ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ମୁଖ୍ୟଅତିଥି…
ଆର. ବି. ଆଇ ପକ୍ଷରୁ ନବରଙ୍ଗପୁର ଠାରେ ଆର୍ଥିକ ସାକ୍ଷରତା ଏବଂ ସଚେତନତା ଉପରେ ୱାକାଥନ୍ ଅନୁଷ୍ଠିତ
ନବରଙ୍ଗପୁର :୧୬. ୧୨. ୨୩ ଅଶୋକ ସାହୁ, ଶାସକ ପ୍ରଶାସକ -ଜନସାଧାରଣଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଡିସେମ୍ବର ୧୬, ୨୦୨୩ ରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ଆର୍ଥିକ ସାକ୍ଷରତା ଏବଂ ସଚେତନତା ଉପରେ…
ରାଉରକେଲା ମ୍ଯୁନିସପାଲ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଡ. ଅଜୟ ମିଶ୍ରଙ୍କୁ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ତରଫରୁ…
ରାଉରକେଲା, (ବସନ୍ତ କୁମାର ଜେନା): ମ୍ଯୁନିସପାଲ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ କାର୍ଯ୍ଯଭାର ଗ୍ରହଣ କରିଥିବା ଡ. ଅଜୟ କୁମାର ମିଶ୍ରଙ୍କୁ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ସର୍ବପ୍ରଥମେ ଶ୍ରୀ ମିଶ୍ରଙ୍କୁ ମହାବିଦ୍ୟାଳୟର…
କର୍ମସ୍ଥଳରେ ମହିଳା ମାନଙ୍କ ଯୌନ ଉତ୍ପୀଡ଼ନ ନିରୋଧ ପାଇଁ ଦିନିକିଆ ପ୍ରଶିକ୍ଷଣ ଶିବିର
ଜଗତସିଂହପୁର ତା-୧୬.୧୨.୨୦୨୩ ରିଖ ସୁମନ୍ତ କୁମାର ଦାସ:ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୁଲ୍ୟରେ କର୍ମସ୍ଥଳ ରେ ମହିଳା ମାନଙ୍କ ଯୌନ ଉତ୍ପୀଡ଼ନ ର ନିରୋଧ ପାଇଁ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ…
ବେଲଗୁଣ୍ଠାରେ ଷଷ୍ଠ ମାସିକ କ୍ଳଷ୍ଟର୍ ସ୍ତରୀୟ ବୈଠକ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ…
କ୍ଷତ୍ରିୟବରପୁର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଅଧୀନରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…