Sign in
Sign in
Recover your password.
A password will be e-mailed to you.
ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଅଗ୍ରଗତି ସମୀକ୍ଷା କଲେ ପାଣ୍ଡିଆନ
https://youtu.be/Z3ZTRD52otU
ଦେଢ଼ କୋଟି ଲୋକଙ୍କ ଜୀବନରେଖା ଏବେ ମୃତ୍ୟୁଯନ୍ତା
କଟକ-ସମ୍ବଲପୁର ଏନ୍ଏଚ୍-୫୫ର ଦୁରବସ୍ଥାକୁ ନେଇ ବର୍ଷିଲା ବିଜେଡ଼ି
> ପ୍ରତିଦିନ ଘଟୁଛି ଦୁର୍ଘଟଣା, ଗଡ଼ୁଛି ମୁଣ୍ଡ, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଜୀବନ ବାଜି ଲାଗୁଛି
> ନିଘୋଡ଼ ନିଦରେ ଶୋଇଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ
> ରୋଡ ସେଫ୍ଟି କମିଟି ମିଟିଂକୁ…
ପ୍ଲାଷ୍ଟିକ ବ୍ୟବହାର ବିନା ପିକନିକ୍ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଆହ୍ୱାନ
ଭୁବନେଶ୍ୱର: ପ୍ଲାଷ୍ଟିକ୍ ବ୍ୟବହାର ବିନା ପିକନିକ୍ ବା ବଣଭୋଜି କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏ ଦିଗରେରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ “ୟୁଥ୍ ଫର୍ ୱାଟର” ସାମାଜିକ ଅନୁଷ୍ଠାନ ରାଜ୍ୟବ୍ୟାପୀ ସଚେତନତା…
ଉତ୍କଳର ବରପୁତ୍ର ତଥା ଭୂମି ଓ ଭାଷା ଆନ୍ଦୋଳନର ଜଣେ ପ୍ରମୁଖ ପ୍ରତିଷ୍ଠାତା ବାଗ୍ମୀ ବିଶ୍ଵନାଥ କରଙ୍କ ୧୫୯ ତମ ଜୟନ୍ତୀ…
(ମାହାଙ୍ଗା-ଶାସକ ପ୍ରଶାସକ): ରବିବାର ଦିନ ମାହାଙ୍ଗା ବ୍ଲକ ମୂଳବସନ୍ତ ବାଗ୍ମୀ ବିଶ୍ୱନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳର ବରପୁତ୍ର ତଥା ଭୂମି ଓ ଭାଷା ଆନ୍ଦୋଳନର ଜଣେ ପ୍ରମୁଖ ପ୍ରତିଷ୍ଠାତା ସ୍ବର୍ଗତ ବାଗ୍ମୀ ବିଶ୍ଵନାଥ କରଙ୍କର ୧୫୯ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି l ପୂର୍ବତନ…
ବିଦ୍ୟା ଷ୍ଟଡ଼ି ପଏଂଟର ବନ୍ଧୁମିଳନ
‘ଅପସରି ଯାଇଥିବା ସ୍ମୃତିକୁ ଉଜ୍ୱୀବିତ କରେ ବନ୍ଧୁମିଳନ’
ରାଉରକେଲା /ସାରନଗରୀ,(ବସନ୍ତ କୁମାର ଜେନା): ବ୍ୟକ୍ତି ସଂସାରର ସବୁଠୁ ଭଲ ବନ୍ଧୁ । ସହପାଠୀଙ୍କ ଦରକାର ସମୟରେ ସହଯୋଗର ହାତ ବଢାଇବାକୁ ସାରନଗରୀସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ପକ୍ଷରୁ ଦାର୍ଜିଂ (ଆଇବି) ଠାରେ ଏକ…
ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ମହୋତ୍ସବ ଉଦଘାଟିତ
ବିକଶିତ ଜିଲ୍ଲାରେ ପରିଣତ ହୋଇଛି ନୟାଗଡ଼:ରାଜା ସ୍ୱାଇଁ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ନୟାଗଡ଼ ଷ୍ଟାଡିୟମ ଠାରେ ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳା ୨୦୨୩ ଉଦଘାଟିତ ହୋଇଯାଇଛି। ଜିଲାପାଳ ରବିନ୍ଦ୍ର ନାଥ ସାହୁଙ୍କ…
ଗମ୍ଭାରୀମୁଣ୍ଡାରେ ବିଶିଷ୍ଟ ସମାଜସେବୀ ଶଶୀଭୂଷଣ ହରିଚ଼ନ୍ଦନଙ୍କର ଶ୍ରାଦ୍ଧୋତ୍ସବ ପାଳିତ l
ବାଣପୁର :( ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡାରେ ବିଶିଷ୍ଟ ସମାଜସେବୀ, ପରଶୁରାମ ମହାବିଦ୍ୟାଳୟର ପ୍ରତିଷ୍ଠାତା, ବାଣପୁର ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଓ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ସ୍ବର୍ଗତ ଶଶିଭୂଷଣ ହରିଚନ୍ଦନଙ୍କର 24ତମ ଶ୍ରାଦ୍ଧଉତ୍ସବ…
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ନୂଆଁ-ଓ ଯୁବ ଓଡିଶା ନବୀନ ଓଡିଶା ତରଫରୁ ଉଦଯାପନୀ ଉତ୍ସବ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ନୂଆଁ-ଓ ଯୁବ ଓଡିଶା ନବୀନ ଓଡିଶା ତରଫରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ…
ସାଇ ଜ୍ଞାନ ପ୍ଲେ ସ୍କୁଲ ରେ ରେଡ ଡେ ପାଳିତ
ଜଗତସିଂହପୁର,ତା-୨୪.୧୨.୨୦୨୩/ସୁମନ୍ତ କୁମାର ଦାସ: ଆଜି ସକାଳେ ଜଗତସିଂହପୁର ସହରରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଇ ଜ୍ଞାନ ପ୍ଲେ ସ୍କୁଲରେ ଖ୍ରୀଷ୍ଟମାସ ଅବସରରେ ରେଡ ଡେ ପାଳିତ ହୋଇଯାଇଛି। ପ୍ଲେ ସ୍କୁଲ ର ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ଚୌଧୁରୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବରେ…
ପୁରୁଣା ସ୍ମୃତି ସାଉଁଟିଲେ 2004-2007 ବିସିଏ ବ୍ୟାଚ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣୁପୁର ସ୍ଥିତ ଗାୟତ୍ରୀ ମହାବିଦ୍ୟାଳରେ 2004-2007 ବିସିଏ ବ୍ୟାଚ୍ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାl ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ ଦାସ, ନିର୍ଦ୍ଧେଶକ ସଞ୍ଜୟ ସାହୁ, ଆଡମିନିଷ୍ଟ୍ରେଟର…