Sign in
Sign in
Recover your password.
A password will be e-mailed to you.
ସେତୁବନ୍ଧ ସାହିତ୍ୟ ଅନୁଷ୍ଠାନର ବାର୍ଷିକୋତ୍ସବ ଅନୁଷ୍ଠିତ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ସେତୁବନ୍ଧ ସାହିତ୍ୟ ଅନୁଷ୍ଠାନର ବାର୍ଷିକୋତ୍ସବ ନୟାଗଡ଼ ଷ୍ଟାଡିୟମ ମହୋତ୍ସବ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉଦଘାଟକ ଭାବେ ଯୋଗଦାନ…
ଓଡ଼ିଶା ବିକାଶରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ : ମନମୋହନ ସାମଲ
କୃଷି, ବିଜ୍ଞାନ, ପ୍ରତିରକ୍ଷା, ଟେଲିକମ, ଖାଦ୍ୟ ସୁରକ୍ଷା, ଶିକ୍ଷା, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର, ତା.୨୫/୧୨ :ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ…
ହାଜି ମହମ୍ମଦ ଖାଲିଲ ମେମୋରିଆଲ ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ତରେଇକେଲା (କୋଲାବିରା ) ଚାମ୍ପିୟାନ
ଜମନକିରା(ଲିପନ ନାଏକ ): ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ରେ ପାଞ୍ଚ ଦିନ ବ୍ୟାପି ରେଙ୍ଗାଳବେଡା ଖେଳ ପଡିଆରେ ଜୟ ଜଗନ୍ନାଥ କ୍ରିକେଟ କ୍ଳବ ଆନୁକୂଲ୍ୟରେ ପ୍ରଥମ ହାଜି ମହମ୍ମଦ ଖାଲିଲ ମେମୋରିଆଲ ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ସମ୍ବଲପୁର, ଝାରସୁଗୁଡା ଓ ଦେବଗଡ଼…
ଜିଲ୍ଲା ସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହ ଠାରେ ଜାତୀୟ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି।ଏଥିରେ ଜିଲ୍ଲା ବୈଧ ମାପ ବିଜ୍ଞାନ ବିଭାଗର ଯୁଗ୍ମ ନିୟନ୍ତ୍ରକ ଗୋବିନ୍ଦ ଚନ୍ଦ୍ର ଜେନା ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ପୌର ପରିଷଦର…
ଦିନ ଦ୍ୱିପ୍ରହରରେ ବଣେଇ ସ୍ଥିତ ବିକ୍ରମ କାରଖାନାରୁ ବିଷାକ୍ତ କଳାଧୂଆଁ
ଲୋକଙ୍କ ଅଭିଯୋଗ , "ଜାଣି ସିଆଣିଆ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଓ ଜିଲ୍ଲା ପ୍ରଶାସନ"
ରାଉରକେଲା /ବଣାଇଁ, (ବସନ୍ତ କୁମାର ଜେନା):- ବଣାଇଁ ଉପଖଣ୍ଡର ଲହୁଣୀପଡ଼ା ଅଞ୍ଚଳରେ ଥିବା ବିକ୍ରମ ପ୍ରାଇଭେଟ ଲିମିଟେଡ କାରଖାନାରୁ ଦିନ ଦ୍ବିପ୍ରହରରେ ସମୟରେ କଳା ଧୂଆଁ ଛାଡୁଥିବା ବେଳେ ପ୍ରଶାସନ ଓ…
ଅଟଳଜୀଙ୍କ ସହ ଥରେ ଲୋକସଭାର ସଦସ୍ୟ ରହିବା ମୋର ସୌଭାଗ୍ୟ, ତାଙ୍କ ବିଚାରରେ ମୁଁ ବିଶେଷ ପ୍ରଭାବିତ– ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ଡିସେମ୍ବର ୨୫ – ୨୦୦୪ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସହ ଥରେ ଲୋକସଭାର ସଦସ୍ୟ ରହିବା ମୋ ପାଇଁ ସୌଭାଗ୍ୟର ବିଷୟ । ତାଙ୍କୁ ମୁଁ ଅତି ନିକଟରୁ ଦେଖିବା ସହ ବିଚାରରେ ବେଶ୍ ପ୍ରଭାବିତ ହୋଇଥିଲି ବୋଲି ତାଙ୍କ ପୁଣ୍ୟ ଜୟନ୍ତୀ…
୫ମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବାଦଲ ଏକାଡେମୀ ଭଦ୍ରକକୁ ୪-୦ ଗୋଲରେ ହରାଇ ଜଗା ୟୁନାଇଟେଡ଼ ଭୁବନେଶ୍ବର ୧ମ ସେମିଫାଇନାଲକୁ ଉନ୍ନିତ
ଓଡ଼ଗାଁ, ୨୪।୧୨ (ଶ୍ରୀକାନ୍ତ କୁମାର ମିଶ୍ର): ୫ର୍ଥ ସର୍ବଭାରତୀୟ ଓଡ଼ଗାଁ କପ୍ ଫୁଟବଲ ଟୁନାମେଟ ୨୦୨୩ ସ୍ଥାନୀୟ ମିନିଷ୍ଟାଡ଼ିୟମ୍ ଠାରେ ରବିବାର ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁଙ୍କ…
ଡାବୁଗାଁ ବ୍ରାହ୍ମଣ ସମାଜ ର ନୂତନ କମିଟି ଗଠିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୪/୧୨/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବ୍ରାହ୍ମଣ ସମାଜ ର ନୂତନ କମିଟି ଓ କର୍ମକର୍ତ୍ତା ଚୟନ ହୋଇଛି। ଡାବୁଗାଁ ସଦର ଡଙ୍ଗରିଗୁଡ଼ା ସ୍ଥିତ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ବୈଠକ ରେ କାର୍ଯ୍ୟକାଳ ସରି ଯାଇଥିବାରୁ ପୁରୁଣା କମିଟି କୁ…
ଉତ୍କଳର ବରପୁତ୍ର ତଥା ଭୂମି ଓ ଭାଷା ଆନ୍ଦୋଳନର ଜଣେ ପ୍ରମୁଖ ପ୍ରତିଷ୍ଠାତା ବାଗ୍ମୀ ବିଶ୍ଵନାଥ କରଙ୍କ ୧୫୯ ତମ ଜୟନ୍ତୀ…
(ମାହାଙ୍ଗା-ଶାସକ ପ୍ରଶାସକ): ରବିବାର ଦିନ ମାହାଙ୍ଗା ବ୍ଲକ ମୂଳବସନ୍ତ ବାଗ୍ମୀ ବିଶ୍ୱନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳର ବରପୁତ୍ର ତଥା ଭୂମି ଓ ଭାଷା ଆନ୍ଦୋଳନର ଜଣେ ପ୍ରମୁଖ ପ୍ରତିଷ୍ଠାତା ସ୍ବର୍ଗତ ବାଗ୍ମୀ ବିଶ୍ଵନାଥ କରଙ୍କର ୧୫୯ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି l ପୂର୍ବତନ…
ଅଲଟିମେଟ୍ ଖୋ ଖୋ ସିଜିନ୍-୨ ଥ୍ରିଲରରେ ମୁମ୍ବାଇ ଖିଲାଡିଙ୍କୁ ପରାସ୍ତ କଲା ତେଲୁଗୁ ଯୋଦ୍ଧା
ପ୍ରଥମ ମ୍ୟାଚରେ ରାଜସ୍ଥାନ ୱାରିୟର୍ସକୁ ପରାସ୍ତ କଲା ଓଡ଼ିଶା ଜଗରନଟ୍ସ
କଟକ: ହାଇ-ଏନର୍ଜି ଲିଗ୍ର ରୋମାଂଚକର ୨ୟ ସିଜନ୍ ସହିତ ଅଲ୍ଟିମେଟ୍ ଖୋ ଖୋ ଅତି ଉତ୍ସାହଜନକଭାବେ ଆଜିଠାରୁ କଟକର ଜୱାହାରଲାଲ ନେହେରୁ ଇନଡ଼ୋର ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି । ଏହି ଉଦଘାଟନୀ ମ୍ୟାଚ୍ରେ ଶ୍ରୀଯୁକ୍ତ…