Sign in
Sign in
Recover your password.
A password will be e-mailed to you.
ନୂଆଁ ଓ ଯୁବ ଓଡ଼ିଶା ନବିନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ
ଜମନକିରା ୨୪/୧୨/୨୩(ଲିପନ ନାଏକ )-ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶୀମାଲ ଆଞ୍ଚଳିକ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଆଜି ନୂଆଁ ଓ ଯୁବ ଓଡ଼ିଶା ନବିନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହି ଅବସରରେ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ଦଳବେହେରା ଅଧ୍ୟକ୍ଷତା…
ନାଚୁଣୀ ଓଭର ବ୍ରିଜ ଉପରେ ଦୁର୍ଘଟଣା, ସ୍କୁଟି ପଛପଟୁ ପିଟିଲା କାର, ଜଣେ ମୃତ
ନାଚୁଣୀ (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ଓଭରବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଛି।ଖବର ମୁତାବକ ଆଜି ଅପରାହ୍ନରେ ବାଲୁଗାଁ ଥାନା ବ୍ରାହ୍ମଣକୋଷଡିହ ଗ୍ରାମର ଗୁରୁଚରଣ ନାୟକ(୩୨) ଏବଂ ତାଙ୍କ ଧର୍ମପତ୍ନୀ ଏକ…
ଦିବଙ୍ଗତ ଶିକ୍ଷକ ଶ୍ଯାମସୁନ୍ଦର ପୁରୋହିତଙ୍କ ବିୟୋଗରେ ଶୋକସଭା l
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ରାଜବୋଡ଼ାସମ୍ବର ହାଇସ୍କୁଲର ପୂର୍ବତନ ସ୍ବର୍ଗୀୟ ଶିକ୍ଷକ ଶ୍ଯାମସୁନ୍ଦର ପୁରୋହିତଙ୍କ ବିୟୋଗରେ ପୁରାତନ ଛାତ୍ରମାନଙ୍କଦ୍ବାରା ଏକ ଶୋକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ସଭାପତିତ୍ବ କରିଥିଲେ ବିଦ୍ଯାଳୟର ପୁରାତନ ଶିକ୍ଷକ ଲକ୍ଷ୍ମୀନାରାୟଣ ଷଡ଼ଂଗୀ।…
ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୩ ଉଦଯାପିତ
https://youtu.be/4me3ewoQ0l4
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ପଞ୍ଚମ ଦିନ ତଥା ଶେଷ ସନ୍ଧ୍ୟାରେ ମହା ଆଡ଼ମ୍ବରରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଶନିବାର ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଜିଲ୍ଲାପାଳ-ତଥା-ଅଧ୍ୟକ୍ଷ , ଜିଲ୍ଲା…
ହାତୀବନ୍ଧ ର ନୂଆଁ ରୁପ ପାଇଁ ତିନି କୋଟି ବ୍ୟୟ ବରାଦ।
ଭଞ୍ଜନଗର ରୁ ଉଦୟନାଥ ପଣ୍ଡା: ହାତୀବନ୍ଧ ର ନୂତନ ରୂପ, ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଭଞ୍ଜନଗର ସହରର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟକୁ ତ୍ବରାନ୍ବିତ କରିଥିବାର ଦେଖାଦେଇଛି।
ଗଞ୍ଜାମଜିଲ୍ଲା ଘୁମୁସର ଅଞ୍ଚଳ ଭଞ୍ଜନଗର ସହରର ନଅ ନମ୍ବର ୱାର୍ଡରେ ଥିବା ଷ୍ଟେଟବ୍ୟାଙ୍କ ଛକ…
ଅନୁଗୋଳ ଜିଲ୍ଲାରୁ ୬୦ ହଜାର କୋଟି ଟଙ୍କା ରାଜସ୍ୱ ପାଉଥିବା ଓଡ଼ିଶା ସରକାର ଅନୁଗୋଳକୁ ଦେଇଛନ୍ତି କଣ ? : ଅନିଲ ବିଶ୍ୱାଲ
ଓଡ଼ିଶାର ମହାମହିମ ରାଜ୍ୟପାଳ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିର ଉତର କେବେ ମିଳିବ ?
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ କାରଣରୁ କଟକ-ଅନୁଗୋଳ-ସମ୍ବଲପୁର ରାସ୍ତା ତ୍ୱରାନ୍ୱିତ ହେଉଥିବା ବେଳେ ଭ୍ରମ ତିଆରି…
ରଣ୍ଡା ଗ୍ରାମ ଗନ୍ନାଥ ମନ୍ଦିରରେ ଅକ୍ଷତ ବିତରଣ ଉତ୍ସବ
ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର) : ଆସନ୍ତା ଜାନୁୟାରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ଅବସରରେ ଦେଶବ୍ୟାପୀ ଅକ୍ଷତ ବିତରଣ ଉତ୍ସବ ଅନୁଷ୍ଠିତ ହେଉଛି । ଏହି ଅବସରରେ ଆଜି ପୁାଇଁନ୍ତଳା ବ୍ଲକ ରଣ୍ଡା ଗ୍ରାମର ଜଗନ୍ନାଥ ମନ୍ଦିରରେ ଅକ୍ଷତ ବିତରଣ ଉତ୍ସବ…
ମାଆ ଓ ଗୁରୁ ସର୍ବଦା ପ୍ରେରଣାର ଉତ୍ସ: ରାଜ୍ୟପାଳ ରଘୁବର ଦାସ
କଲରାବାଙ୍କ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ
କଲରାବାଙ୍କ, ୨୩ ।୧୨: ବିଶ୍ୱର ଯେତେସବୁ ମହାମାନବ ଓ ସାଧକ ରହିଆସିଛନ୍ତି ସେମାନଙ୍କ ପ୍ରେରଣାର ଉତ୍ସ ହେଉଛନ୍ତି ସେମାନଙ୍କ ମାଆ ଓ ଗୁରୁ । ଆଜି କଲରାବାଙ୍କ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି…
ମାସାଇ ବିଦ୍ୟାଳୟ : କୌଶଳୀ ବୃତ୍ତିଧାରୀମାନଙ୍କର ୧୦୦ତମ ବେଚକୁ ସଫଳତାର ସହିତ ପ୍ରଶିକ୍ଷଣ
ଭୁବନେଶ୍ୱର: ଭାରତର ଦ୍ରୁତତମ ବୃଦ୍ଧି ପାଉଥିବା ଜବଟେକ ପ୍ଲାଟଫର୍ମ, ମାସାଇ ସ୍କୁଲ ଗତ ପାଞ୍ଚ ବର୍ଷ ମଧ୍ୟରେ ଏହାର କାର୍ଯ୍ୟକ୍ରମରେ ୬,୦୦୦ରୁ ଅଧିକ ସମ୍ପ୍ରତି ନାମ ଲେଖାଇଥିବା ରେକର୍ଡ ହାସଲ କରିଛି । ଭାରତର ଏକମାତ୍ର ପ୍ଲେସମେଣ୍ଟ-ପରେ-ଦେୟ-ମଡେଲ-ଜବ ଟେକ ଇନଷ୍ଟିଚ୍ୟୁଟ ଭାବରେ ଏହାର ୯୪…
ରାୟଗଡ ମହାବିଦ୍ୟାଳୟରେ ନୂଆ-ଓ ର ଉଦଯାପନୀ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହ କାର୍ଯ୍ୟକ୍ରମ
ରାୟଗଡ(ସରୋଜ କୁମାର ସାହୁ): ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ/ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ନୂଆ-ଓ, ଯୁବ ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ତଥା ପୁରସ୍କାର ବିତରଣ ସମାରୋହ ମହାଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବର ମଂଚାସୀନ ବିଶିଷ୍ଟ ଅତିଥି ମାନେ ଥିଲେ ବିଧାୟକ ମକରନ୍ଦ…