Sign in
Sign in
Recover your password.
A password will be e-mailed to you.
ସ୍ବତନ୍ତ୍ର ସଘନ ସଂଶୋଧନ–୨୦୨୬;ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ୍ ନପଡ଼ିବା ପାଇଁ ଗାଁକୁ ଗାଁ ସଚେତନତା ଅଭିଯାନ
ଓଡ଼ଗାଁ, ୨୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ନୟାଗଡ଼ ଓ ରଣପୁର ନିର୍ବାଚନ ମଣ୍ଡଳୀରେ ଚାଲିଥିବା ସ୍ବତନ୍ତ୍ର ସଘନ ସଂଶୋଧନ–୨୦୨୬ କାର୍ଯ୍ୟକ୍ରମ ଅବସରରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ପାଇଁ ଗାଁକୁ ଗାଁ ଯାଇ ସଚେତନତା…
ଗୃହ ନିର୍ମାଣ ବେଳେ ଛାତରୁ ଖସି ଶ୍ରମିକଙ୍କ ମୃତ୍ୟୁ
ଓଡ଼ଗାଁ, ୨୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ତୋଟାସାହିରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି। ଗୃହ ନିର୍ମାଣ କାର୍ଯ୍ୟ ସମୟରେ ଦ୍ୱିତୀୟ ମହଲା ଛାତରୁ ଖସି ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି।ମୃତକ ହେଲେ ଓଡ଼ଗାଁର ଶ୍ଳିପି ନଗର ସାହିର ବାସିନ୍ଦା…
ଚମତ୍କାର ଔଷଧି- ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ
ଭୁବନେଶ୍ୱର: ଆୟୁର୍ବେଦିକ ଔଷଧି ବା ଚେରମୂଳିର ଲାଭର ପ୍ରଚାର ପ୍ରସାର କରିବା ପାଇଁ ନିଜ ଲକ୍ଷ୍ୟରେ ଆଗକୁ ବଢି ଭାରତର ସର୍ବବବୃହତ ବିଜ୍ଞାନ-ଆଧାରିତ ଆୟୁର୍ବେଦ କମ୍ପାନୀ ଡାବର ଇଣ୍ଡିଆ ଲିମିଟେଡ ପୁଦିନାକୁ ଏକ ଚମତ୍କାରୀ ଔଷଧି ଭାବେ ପ୍ରୋତ୍ସାହିତ କରିବା ପାଇଁ ଏକ କ୍ୟାମ୍ପେନ ଶୁଭାରମ୍ଭ କରିଛି…
ଆଦିବାସୀ ଗାଁକୁ ସଂଯୋଗ କରୁଥିବା “କୁଣ୍ଢେଇ – ଘୁଙ୍ଗି” ରାସ୍ତାର ମରାମତି ପାଇଁ ଦାବି
କେନ୍ଦୁଝର: ୨୪/୦୬/୨୦୨୬-ବାଂଶପାଳ ବ୍ଲକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତର ଦୁଇ ଆଦିବାସୀ ଗାଁ କୁଣ୍ଢେଇ ଓ ଘୁଙ୍ଗିକୁ ସଂଯୋଗ କରୁଥିବା ନିତ୍ୟାନନ୍ଦ ପୁର - କୁଣ୍ଢେଇ - ଘୁଙ୍ଗି ରାସ୍ତାର ମରାମତି ପାଇଁ ଆଞ୍ଚଳିକ ଗ୍ରାମ ବାସୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।
ଜିଲ୍ଲାର ବାଂଶପାଳ…
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ
ବେଲଗୁଣ୍ଠା,୨୫/୦୬, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶକ୍ତିଶ୍ରୀ ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷା…
ପାଟ୍ରୋଲିଂ ସମୟରେ ସନ୍ଦେହରେ କାରକୁ ଅଟକାଇଲା ପୋଲିସ
ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ
ବସ୍ତା ୨୫/୬:ବାଲେଶ୍ଵର ଜିଲ୍ଲାରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରୁଥିବା ବେଳେ ବୁଧୁବାର ରାତ୍ରୀରେ ସିଂଲା ପେଟ୍ରୋଲିଂ କରୁଥିବା ସମୟରେ ଏକ କାରାରେ ୫ ଜଣ ବସି ଯାଉଥିବା ସନ୍ଧେହ କରି ପୋଲିସ ଅଟକାଇ ଥିଲେ।ଅଟକାଇବା ପରେ ତାଙ୍କୁ ପଚରା ଉଚୁରା…
ଅର୍ଥନୀତିରେ କ୍ୟାରିଅର ସୁଯୋଗ ଉପରେ ଏକଦିବସୀୟ କର୍ମଶାଳା
ଝାରସୁଗୁଡ଼ା, ୨୫/୦୬ : ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ଝାରସୁଗୁଡ଼ାର ଅର୍ଥନୀତି ବିଭାଗ ପକ୍ଷରୁ “ଅର୍ଥନୀତିରେ କ୍ୟାରିଅର ସୁଯୋଗ” ଶୀର୍ଷକ ଏକ ଏକଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଗୀତାରାଣୀ ଦୀକ୍ଷିତ ଏହି କର୍ମଶାଳାକୁ ଉଦ୍ଘାଟନ କରି…
ଆନ୍ତର୍ଜାତୀୟ ମାଦକ ଦ୍ରବ୍ୟର ଦୁରୁପଯୋଗ ଓ ଅବୈଧ ଚୋରା ଚାଲାଣ ବିରୋଧୀ ଦିବସ ପାଳିତ
ରାଉରକେଲା ,(ବସନ୍ତ କୁମାର ଜେନା): “ନିଶା ମୁକ୍ତ ଭାରତ ଅଭିଯାନ – ବିକଶିତ ଭାରତର ପରିଚୟ” ଥିମ୍କୁ ଆଧାର କରି ପାନପୋଷ ଉପଖଣ୍ଡରେ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ଦୁର୍ବ୍ୟବହାର ଓ ଅବୈଧ ଚୋରା ଚାଲାଣ ବିରୋଧୀ ଦିବସ–୨୦୨୬ ଉତ୍ସାହପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅତିରିକ୍ତ…
କେ.ଏ.ଟି.ଏସ୍ ଆୟୁର୍ବେଦ କଲେଜ ତରଫରୁ ମାଗଣା ସ୍ଵାସ୍ଥ୍ୟ ଶିବିର
ବ୍ରହ୍ମପୁର: ବ୍ରହ୍ମପୁର ହରିହର ନଗର ସ୍ଥିତ ହରିହର ମନ୍ଦିର ଠାରେ ସହର ଉପକଣ୍ଠ ଅଙ୍କୁଶପୁର ସ୍ଥିତ କେ.ଏ.ଟି.ଏସ୍ ଆୟୁର୍ବେଦ କଲେଜ ଓ ଚିକିତ୍ସାଳୟ ସୌଜନ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଠାରେ ୩୦୦ ରୁ ଅଧିକ ରୋଗୀ ଉପସ୍ଥିତ ରହି ବିଭିନ୍ନ ରୋଗର ସଚେତନl ଓ ମାଗଣା…
ଗୋପାଳ ସାହୁଙ୍କ ପରିବାରକୁ ଜିଲ୍ଲା ପ୍ରଶାସନର ସହାୟତା
ମାଆଙ୍କ ଚିକିତ୍ସା ପାଇଁ ରେଡକ୍ରସ ପାଣ୍ଠିରୁ ପ୍ରଦାନ କରାଗଲା ୨୦ ହଜାର ଟଙ୍କା
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:- ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଗ୍ରାମର ଇଚ୍ଚାମୃତ୍ୟୁ ମାଗିଥିବା ଯୁବ ଚାଷୀ ଗୋପାଳ ସାହୁଙ୍କ ମାଆଙ୍କ ଅସୁସ୍ଥତା ଓ ଚିକିତ୍ସା ପାଇଁ ଆର୍ଥିକ ଅଭାବ ପ୍ରତି ବରଗଡ଼ ଜିଲ୍ଲା…