Sign in
Sign in
Recover your password.
A password will be e-mailed to you.
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ: ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ୍-ଦଶପଲ୍ଲା…
ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନରେ ଉଭୟ ପାର୍ଶ୍ୱରୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି |
ନିରାପତ୍ତା, ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକର ସମୀକ୍ଷା |
ଭୁବନେଶ୍ୱର: ପୂର୍ବତଟ ରେଳପଥର…
ଅଲଟିମେଟ ଖୋ ଖୋ ସିଜନ-୨: ୩ୟ ବିଜୟ ସହ ଓଡିଶା ଜଗରନଟ୍ସର ପ୍ଲେଅଫ୍କୁ ଯିବା ସମ୍ଭାବନା ଉଜ୍ଜୀବିତ
କଟକ,୩ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚ୍ରେ ଡିଫେଣ୍ଡିଙ୍ଗ ଚାମ୍ପିଅନ ଓଡିଶା ଜଗରନଟ୍ସ, ରାଜସ୍ଥାନ ୱାରିୟର୍ସ ବିରୋଧରେ ୩୨-୨୧ ପଏଂଟର ବଡ ବିଜୟ ହାସଲ କରିଛି । ଓଡିଶା ଜଗରନଟ୍ସର ପ୍ରତିରକ୍ଷାପୂର୍ଣ୍ଣ…
ଲୋକନାଥଙ୍କ ନିକଟରେ ରୁଦ୍ରାଭିଷେକ ଓ ଘୃତଯଜ୍ଞର ପୂର୍ଣ୍ଣାହୁତି : ହରିନାମ ସଂକୀର୍ତ୍ତନ ଆରମ୍ଭ : ପଞ୍ଚଦିବସ ବ୍ୟାପି…
ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ--ସାରସକଣା ବ୍ଲକ ଝାରପୋଖରିଆ ପଞ୍ଚାୟତ ବମ୍ବେଛକ ଅଞ୍ଚଳର ସଚେତନ ଯୁବ ବର୍ଗଙ୍କ ନିଷ୍ପତ୍ତି ଅନୁଯାୟୀ ଇଂରାଜୀ ନୂଆବର୍ଷର ପ୍ରଥମ ସୋମବାରରୁ ପୂର୍ଵବର୍ଷ ଭଳି ବାବା ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟଦିବସ ବ୍ୟାପି ଚତୁର୍ଥ ବାର୍ଷିକୀ ଶିବ ସହସ୍ର…
ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ରେ ଅବସରକାଳୀନ ବିଦାୟୀ ସମ୍ମର୍ଦ୍ଧନା ସଭା
ଗାଇସିଲାଟ/ମନ ଡନସନା- ବରଗଡ ଜିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ହିମାଂଶୁ ଶେଖର ମାଝି ଙ୍କ ଅବସରକାଳୀନ ବିଦାୟୀ ସମ୍ମର୍ଦ୍ଧନା ସଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ…
ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୯୩ ବେଚର ବନ୍ଧୁମିଳନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୯୩ ମାଟ୍ରିକ ବେଚର ବନ୍ଧୁମିଳନ ଆଜି ଆସିକା ନିକଟସ୍ଥ ମା କରଞ୍ଜେଈ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଇଯାଇଛି। ଏହି 24 ତମ ବାର୍ଷିକ ବନ୍ଧୁ ମିଳନ ରେ ପ୍ରାୟ 40 ଜଣ ଅଂଶ ଗ୍ରହଣ କରିଥିଲେ। ପ୍ରତି ବର୍ଷ ପରି…
ଚତୁର୍ଥ ବ୍ଲକ୍ସ୍ତରୀୟ ପ୍ରଧାନ ଶିକ୍ଷକ ଅଲୋଚନା ବୈଠକ
- ଆସନ୍ତା ଜାନୁଆରୀ ୧୦ ପାଇଁ କାର୍ଯ୍ୟସୂଚୀ
- ‘ବିଶ୍ୱ ଓଡି଼ଆ ଭାଷା ସମ୍ମିଳନୀ’ ସମ୍ବନ୍ଧିତ କାର୍ଯ୍ୟକ୍ରମ ବୈଠକର ମୁଖ୍ୟ ବିଷୟ ବସ୍ତୁ
ଭୁବନେଶ୍ୱର: ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଶୈକ୍ଷିକ ବିକାଶ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଆୟୋଜିତ ହୋଉଥିବା…
ପାଣିରେ ବୁଡି ଯୁବକ ମୃତ
ଜମନକିରା,୩/୧:(ଲିପନ ନାଏକ ) ଜମନକିରା ଥାନା ବଡ଼ମାଳ ପଞ୍ଚାୟତ ଅନ୍ତର୍ଗତ କୋଲପାଳ ଗ୍ରାମରେ ପାଣିରେ ବୁଡି ଜଣେ ବ୍ୟକ୍ତିର ମୃତ ଘଟିଛି। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।ପୋଲିସର ସୂଚନା ଅନୁଯାୟୀ,…
-ଜବାହରଲାଲ ନେହେରୁ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ନବୀନ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ:
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଵିକାଶମୂଳକ କାର୍ଯ୍ୟକ୍ରମ ଦ୍ୱାରା ଶୈକ୍ଷିକ ଵିକାଶ ସମ୍ଭବ ହୋଇପାରିଛି-ବିଧାୟକ ପ୍ରତାପ ଜେନା l
(ମାହାଙ୍ଗା-ଶାସକ ପ୍ରଶାସକ): କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁଆଁପାଳ ସ୍ଥିତ ଜବାହରଲାଲ ନେହେରୁ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ନବୀନ ଓଡିଶା ଯୁବ…
ମା’ କାଳୀ ଯୁବକ ସଂଘ ପକ୍ଷରୁ ନୂଆ ବର୍ଷ-2024ରେ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ ଉତ୍ସବ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟାଳ ପଞ୍ଚାୟତ ମଲ୍ଲୀପୁର କାଞ୍ଜିପାଣି ହୁଡ଼ା ମଠ ପରିସରରେ ମା' କାଳୀ ଯୁବକ ସଂଘ ପକ୍ଷରୁ ନୂଆ ବର୍ଷ-2024ର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି l ଏହି ବାର୍ଷିକ ଉତ୍ସବ ଓ…
କଂଗ୍ରେସ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ ଓ ବନ୍ଧୁ ମିଳନ l
(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ) ଆସାମର ପ୍ରାକ୍ତନ ରାଜ୍ୟପାଳ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜନନାୟକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୮ତମ ଜନ୍ମ ଜୟନ୍ତୀ ଓ ମାହାଙ୍ଗା ବିଧାନସଭା କ୍ଷେତ୍ର ସ୍ତରୀୟ ନବବର୍ଷ ବନ୍ଧୁମିଳନ ତରତ ପଞ୍ଚାୟତ ସ୍ଥିତ ଦାମୋଦରପୁର ଠାରେ ଅନୁଷ୍ଠିତ ହୋଇଛି l…