Sign in
Sign in
Recover your password.
A password will be e-mailed to you.
ସଭିଙ୍କୁ ନୂତନ ବର୍ଷର ଶୁଭେଚ୍ଛା ବାଣ୍ଟିଲେ କବିସମ୍ରାଟ ମିଡ଼ିଆକ୍ଳବ୍ ସାମ୍ବାଦିକ ସଂଘ
ଭଞ୍ଜନଗର ରୁ ଉଦୟନାଥ ପଣ୍ଡା:ସମୟ ଦୀନ ମାସ ବର୍ଷ ଏପରି ଭାବରେ ଧରା ପୃଷ୍ଠରୁ ଵିଦାୟ ନେଉଛି କ୍ୟାଲେଣ୍ଡର ଅନୁସାରେ ଗୋଟିଏ ପରେ ଗୋଟିଏ ବର୍ଷ। ସେହିପରି ଭାବେ ପୁରୁଣା ବର୍ଷ ଵିଦାୟ ନେଇ ଇଂରାଜୀ ନୂତନ ବର୍ଷ ୨୦୨୪ ଉପସ୍ଥିତ ହୋଇଛି। ଏହି ନୂତନ ଇଂରାଜୀ ବର୍ଷ ୨୦୨୪ କୁ ସ୍ଵାଗତ କରି ବିଭିନ୍ନ…
ଲାଇଭ: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପଣ
https://youtu.be/AHaO6M2myvs
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲାରେ ୨୭୨୩ କୋଟି ଟଙ୍କାରେ ନିର୍ମିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଲୋକାର୍ପଣ
ଅଲଟିମେଟ ଖୋ ଖୋ ସିଜନ-୨: ଗୁଜରାଟ ଜିଆଂଟ୍ସ ଓ ମୁମ୍ବାଇ ଖିଲାଡିସ ମଧ୍ୟରେ ଉତ୍ସାହଜନକ ଟାଇ
କଟକ,୨ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି ୨ୟ ମ୍ୟାଚ୍ରେ ମଧ୍ୟ ଟାଇ ଦେଖିବାକୁ ମିଳିଛି । ଚେନ୍ନାଇ କ୍ୱିକ ଗନ୍ସ ଓ ଓଡିଶା ଜଗରନଟ୍ସ ମଧ୍ୟରେ ୧ମ ମ୍ୟାଚରେ ଟାଇ ହେବା ପରେ କଟକର ଜୱାହାରଲାଲ ନେହେରୁ ଗୁଜରାଟ ଜିଆଂଟ୍ସ ଓ ମୁମ୍ବାଇ ଖିଲାଡିସ ମଧ୍ୟରେ ଖେଳାଯାଇଥିବା ୨ୟ ମଧ୍ୟ…
ବେଲଗୁଣ୍ଠାରେ ଶୀତ ଲହରୀ:ଘନ କୁହୁଡିରେ ଆଛାଦିତ ସହର ।
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ସମଗ୍ର ଓଡ଼ିଶାରେ ଜାଡ ଅନୁଭବ ହେଉଥିବା ବେଳେ ବେଲଗୁଣ୍ଠା ସହର ଓ ଆଖପାଖ ଅଞ୍ଚଳରେ ମଧ୍ୟ ଶୀତଳ ଲହରୀ ଚାଲୁ ରହିଛି ।ଏପରି ସ୍ଥଳେ ବିଭିନ୍ନ ସ୍ଥାନରେ ଶୀତରୁ ରକ୍ଷା ପାଇବାପାଇଁ ଲୋକେ ନିଆଁ ଜାଳି ଚାରିପାଖରେ ଦିନ ୯ ଟା ପର୍ଯ୍ୟନ୍ତ ବସି ରହୁଥିବା ଲକ୍ଷ୍ୟ…
ମନ୍ତ୍ରୀ,ବିଧାୟକଙ୍କ ସମେତ ବିଭିନ୍ନ ପଦାଧିକାରୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ଇଁରାଜୀ ନବ ବର୍ଷ ଅବସରରେ ଏହାକୁ ଜନ ସାଧାରଣ ଆନନ୍ଦ ଉଲ୍ଲାସରେ ପାଳନ କରିଥିବା ବେଳେ ବେଲଗୁଣ୍ଠା ପ୍ରେସକ୍ଲବ ମଧ୍ୟ ନିଜର ନିଆରା ଢ଼ଙ୍ଗରେ ନବ ବର୍ଷକୁ ସ୍ୱାଗତ କରିଛି I ଏହି ଅବସରରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ…
ଉତ୍କଳ କରାଟେ ସ୍କୁଲର ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁରସ୍ଥ କାଳୀପୂଜା ମଣ୍ଡପ ଠାରେ ଉତ୍କଳ କରାଟେ ସ୍କୁଲର ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି । ଏହି ଉତ୍ସବରେ କାଳୀପୂଜା କମିଟି ସଭାପତି ତଥା ପ୍ରେସ କ୍ଲବ ଗୁଣପୁରର ସମ୍ପାଦକ ରାଧାକୃଷ୍ଣ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ…
ସ୍ୱାସ୍ଥ୍ୟ ସେବା ରେ ଉନ୍ନତି ଆଣିବା ପାଇଁ ଡ଼ାକ୍ତର ସୂର୍ଯ୍ୟପ୍ରକାଶ ଚୌଧୁରୀଙ୍କ ବଳିଷ୍ଠ ପ୍ରୟାସ ଶୁଭାରମ୍ଭ l
(ସାଲେପୁର -ଶାସକ ପ୍ରଶାସକ) ସାଲେପୁର ବ୍ଲକ ବେତେଇ କଳାଗ୍ନି ଛକ ନିକଟରେ ଗୋଲ୍ଡ ମେଡାଲିଷ୍ଟ୍ ଡ଼ାକ୍ତର ସୂର୍ଯ୍ୟପ୍ରକାଶ ଚୌଧୁରୀଙ୍କ ବଳିଷ୍ଠ ପ୍ରୟାସରେ ଗ୍ରାମାଞ୍ଚଳର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ସେବା ଯୋଗାଇ ଦେବା ନିମନ୍ତେ ଶିବମ୍ ମଲଟି ସ୍ପେଶାଲିଷ୍ଟ କ୍ଲିନିକ୍ ଉଦଘାଟିତ ହୋଇଯାଇଛି l…
ନୟାଗଡ଼ ନାଟକ ମହୋତ୍ସବର ଉଦଯାପନ ସଂଧ୍ୟାର ନାଟକ ଭିନ୍ନ ଏକ ରାଗିଣୀ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଗତ ପାଞ୍ଚଦିନ ଧରି ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟରେ ଚାଲିଥିବା ନୟାଗଡ଼ ନାଟକ ମହୋତ୍ସବର ପଞ୍ଚମ ସଂଧ୍ୟାରେ ମଞ୍ଚସ୍ଥ ହୋଇଥିଲା ସୁଧା ସାଂସ୍କୃତିକ ଅନୁଷ୍ଠାନ,ନୟାଗଡର ନାଟକ ଭିନ୍ନ ଏକ ରାଗିଣୀ । ଜଣେ ଯୁବକର ସ୍ୱପ୍ନ, ଆଇ. ଏ. ଏସ.…
ବି ଏସ୍ କେ ୱାଇ ନବୀନ କାର୍ଡ ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ
ଜଗତସିଂହପୁର, ତା-୦୨/୦୧/୨୦୨୩ରିଖ ସୁମନ୍ତ କୁମାର ଦାସ: ସମୟ ଉପଯୋଗୀ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଲକ୍ଷ୍ୟ ରେ ସରକାରୀ ଓ ବେସରକାରୀ ହସ୍ପିଟାଲ ମାନଙ୍କରେ ଉପଲବ୍ଧ ସୁବିଧା ର ସର୍ବାଧିକ ଉପଯୋଗ କରିବା ପାଇଁ ବି ଏସ୍ କେ ୱାଇ ପରିସର କୁ ସମ୍ପ୍ରସାରିତ କରାଯାଉଛି। ଏଥିରେ ରେଜିଷ୍ଟ୍ରେସନ୍ ପାଇଁ…
ଫେବୃଆରୀ ୩ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ
ସମ୍ମିଳନୀର ବିପୁଳ ସଫଳତା ପାଇଁ ସବୁ ସଂପୃକ୍ତ ବିଭାଗ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ସମନ୍ବୟ ରକ୍ଷା କରି କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ରୂପରେଖ ସଂପର୍କରେ ଆଲୋଚନା ହେବ
ଏହି ସମ୍ମିଳନୀକୁ ଆଧାର…