Sign in
Sign in
Recover your password.
A password will be e-mailed to you.
ପାଣିପାଗ ଭିତ୍ତିକ କୃଷି ପରାମର୍ଶ ସେବା ସମ୍ବନ୍ଧୀତ କୃଷକ ସଚେତନତା କାର୍ଯକ୍ରମ
ଜଗତସିଂହପୁର,ତା-୦୪.୦୧.୨୦୨୪/ସୁମନ୍ତ କୁମାର ଦାସ: ସଂପ୍ରତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ଗ୍ରାମୀଣ କୃଷି ମୌସମ ସେବା ଓ କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁରର ମିଳିତ ଆନୁକୁଲ୍ୟରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଅଚ୍ୟୁତଦାସପୁର ଗ୍ରାମରେ…
ସେବା ଫାଉଣ୍ଡେସନ ର ନୂତନ କାର୍ଯ୍ୟକର୍ତା ଚୟନ
ଜଗତସିଂହପୁର, ତା-୦୪.୦୧.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ରାହାଣ ର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ସେବା ଫାଉଣ୍ଡେସନ ର 2024 ଓ 2025 ବର୍ଷ ପାଇଁ ନୂତନ କାର୍ଯ୍ୟକର୍ତା ଚୟନ କରାଯାଇଛି | ମା ଉଗ୍ରତରା ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ସଭା କାର୍ଯ୍ୟକ୍ରମ ଓ…
603 ହିତାଧିକାରୀଙ୍କୁ ଗ୍ରାମ କଣ୍ଟକ ରୁ ଘରବାରି ପଟ୍ଟା ବାଣ୍ଟିଲେ ବିଧାୟକ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ପୂର୍ବରୁ ଘର ପଟ୍ଟାଟିଏ ପାଇଁ ହିତାଧିକାରୀଟିଏ ବାରମ୍ବାର ତହସିଲ୍ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହୋଇପଡ଼ୁଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରଚେ଼ଷ୍ଟା କ୍ରମେ ପଟ୍ଟା ବଣ୍ଟନ ମେଳା ମାଧ୍ୟମରେ ହିତାଧିକାରୀଙ୍କୁ ଗ୍ରାମ କଣ୍ଟକ ପଟ୍ଟା କୁ…
ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଉଦଘାଟିତ l
ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଓଡିଶା ସରକାରଙ୍କ ରାଜ୍ଯ ଔଷଧୀୟ ବୃକ୍ଷ ପରିଷଦର ମିଳିତ ସହଯୋଗରେସ୍ଥାନୀୟ ଭଞ୍ଜ ଭବନ ପ୍ରଦର୍ଶନୀ ପଡିଆ ଠାରେ ଆଞ୍ଚଳିକ କଳିଙ୍ଗ ହର୍ବଲ ମେଳା ଆଜି ଉଦଘାଟିତ ହୋଇଛି l ଏହା 8 ତାରିଖ ପର୍ଯ୍ୟନ୍ତ 5 ଦିନ ଧରି…
-ଅଗ୍ରଣୀ ସେଚ୍ଛ୍ଵାସେବୀ ସଂଗଠନ ପରିବାର ଆନୁକୁଲ୍ୟରେ ସଡକ ସୁରକ୍ଷା ସପ୍ତାହ ପାଳିତ।
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):ଅଗ୍ରଣୀ ସେଚ୍ଛ୍ଵାସେବୀ ସଂଗଠନ ପରିବାର ଅନୁକୁଲ୍ୟରେ ନିଶ୍ଚିନ୍ତକୋଇଲି ହାଟ ପରିସରରେ ଓଡ଼ଶା ଆଞ୍ଚଳିକ ପରିବହନ ବିଭାଗ ସହଯୋଗ କ୍ରମେ ଏକ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ନିଶ୍ଚିନ୍ତକୋଇଲି ଥାନା ଆଇଆଇସି…
ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରସାସନ ପକ୍ଷରୁ ପ୍ରସ୍ତୁତି ବୈଠକ।
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଶ୍ରୀକ୍ଷେତ୍ର ପୁରୀରେ ଶ୍ରିମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଟା ଓ ଲୋକାର୍ପଣ ଉତ୍ସବ ଜାନୁୟାରୀ ୧୭ ତାରିଖରେ ଅନୁଷ୍ଟିତ ହେବ ପାଇଁ ଯାଉଅଛି। ସେଥି ପାଇଁ ପ୍ରତି ଗ୍ରାମ ପଞ୍ଚାୟତରେ ସ୍ଵିତନ୍ତ୍ର କାର୍ଯ୍ୟକ୍ରମ ତଥା ଜଗନ୍ନାଥ ସଂସ୍କୃତିର ପ୍ରଚାର…
ଦହିତା ମହାବିଦ୍ୟାଳୟରେ “ନୂଆଁ-ଓ” ଯୁବ ଓଡ଼ିଶାର ଉଦଯାପନୀ ମହୋତ୍ସବ ଅନୁଷ୍ଠିତ l
ସମ୍ବର୍ଦ୍ଧିତ ହେଲେ ବୋଡ଼ାସମ୍ବର ସ୍ପୋଟିଂ ଓ ଅନ୍ୟ ଦୁଇ ପ୍ରତିଭା
ପଦ୍ମପୁର:- ଅଭିଭାବକ, ଜନ ସାଧାରଣ, ପୁରାତନ ଛାତ୍ର ଛାତ୍ରୀଙ୍କ ସମେତ ହଜାର ସଂଖ୍ୟାରେ ଜନସାଧାରଣଙ୍କ ଗହଣରେ ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଦ୍ଧଦେବ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦହିତା ଠାରେ ନୂଆ ଓଡ଼ିଶା…
ଟ୍ରାକ୍ଟରରେ ବେଟେରୀ ସଂଯୋଗ ବେଳେ ଟ୍ରାକ୍ଟର ଧକାରେ ଡ୍ରାଇଭରଙ୍କ ମୃତ୍ୟୁ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-: ଟ୍ରାକ୍ଟରରେ ବେଟେରୀ ସଂଯୋଗ ବେଳେ ଟ୍ରାକ୍ଟର ଚଢିଯିବାରୁ ଡ୍ରାଇଭରର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ପ୍ରକାରେ, ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ନିକଟସ୍ଥ ଗୁଣ୍ଠପଲ୍ଲବା ଗ୍ରାମର ଗୌର ଚନ୍ଦ୍ର ଗୌଡ଼(୫୫), ବୁଧବାର ଅପରାହ୍ନ ୩ ଘଣ୍ଟା .୪୦ ମିନଟ ସମୟରେ…
ବଡ଼କ୍ଷୀର ଗୋପପୁରରେ ଭୟାବହ ଅଗ୍ନିକାଣ୍ଡ: ଘର ସହ ୧୩ ଛେଳି, ୩ ଗୋରୁ ଜୀବନ୍ତ ଦଗ୍ଧ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ବଡ଼କ୍ଷୀର ପଞ୍ଚାୟତ ଗୋପପୁର ଗ୍ରାମର ପ୍ରଭାକର ଗାହାଣ ଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଦୁଇ ବଖରା ଗୃହ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି l ଘରେ ଥିବା ୧୮ଟି ଛେଳି…
କଲେଜ ନଥିବା ୧୮ଟି ବ୍ଲକରେ ଖୋଲିବ ଯୁକ୍ତ-୩ କଲେଜ : ୨୦୨୪-୨୫ ଶିକ୍ଷାବର୍ଷରୁ ହେବ ଶିକ୍ଷାଦାନ
ଭୁବନେଶ୍ୱର: ଶିକ୍ଷାରେ ସମାନତା, ଓ ଉତ୍କର୍ଷ ଆଣିବା ସହ ଶିକ୍ଷାକୁ ସୁଦୂର ପ୍ରସାରୀ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା କଲେଜ ନଥିବା ୧୮ ଗୋଟି ବ୍ଲକରେ କଳା ବିଭାଗର ସ୍ନାତକ ସ୍ତରୀୟ (ଯୁକ୍ତ-୩) କଲେଜ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛିା ୨୦୨୪-୨୫ ଶିକ୍ଷାବର୍ଷରୁ ଏହି…