Sign in
Sign in
Recover your password.
A password will be e-mailed to you.
“କ୍ରୀଡା ଶିକ୍ଷକ ମାନେ ଛାତ୍ର ଛାତ୍ରୀଙ୍କୁ ଜୀବନ କୌଶଳ ଶିକ୍ଷା ଦିଅନ୍ତୁ “
ମାଧ୍ୟମିକ ବିଦ୍ୟାଳୟ କ୍ରୀଡା ଶିକ୍ଷକ ମାନଙ୍କ ଅଷ୍ଟମ ପର୍ଯ୍ୟାୟ ତାଲିମ ଉଦଯାପିତ
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ , ଭୁବନେଶ୍ୱର ଠାରେ ମାଧ୍ୟମିକ ବିଦ୍ୟାଳୟ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟରତ ଶାରୀରିକ ଶିକ୍ଷକ ମାନଙ୍କର ଦୁଇ ଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…
ଓଡ଼ିଶା-ମୋ ପରିବାର ଏବଂ ଏଲ.ଭି ପ୍ରସାଦ ମିଳିତ ସହଯୋଗରେ ଖୋର୍ଦ୍ଧା ଓ ଭୁବନେଶ୍ଵର ଆରଟିଓ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର
୫୩ଜଣ ଟ୍ରକ ଡ୍ରାଇଭର ଚକ୍ଷୁ ପରୀକ୍ଷା କରାଇଲେ
ଭୁବନେଶ୍ଵର: ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ଓଡ଼ିଶା-ମୋ ପରିବାର ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍, ପଟିଆ, ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ଆର.ଟି.ଓ-୧, ଆର.ଟି.ଓ-୨ ଏବଂ ଖୋର୍ଦ୍ଧାର ଆର.ଟି.ଓ ପକ୍ଷରୁ…
ଚାରା ଦୁର୍ନୀତିର ସିବିଆଇ ତଦନ୍ତ ହେଉ: ବାବୁ ସିଂ
ପ୍ରତି ଚାରାକୁ ୧୨ ହଜାର ଟଙ୍କାରେ କିଣିଛନ୍ତି ରାଜ୍ୟ ସରକାର
ବାହାର ରାଜ୍ୟରୁ ଚାରା ଆଣି ଓଡ଼ିଶାରେ ଲଗାଉଛନ୍ତି
ଭୁବନେଶ୍ୱର, ତା.୦୪/୦୧: ନବୀନ ସରକାରରେ ପଂଚାୟତ ଠାରୁ ବ୍ଲକ ସବୁଆଡେ ଅଫିସରମାନେ ଦୁର୍ନୀତିରେ ଉବୁଟୁବୁ । ଗତ ୨୪ବର୍ଷର ନବୀନ ସରକାର ଓଡ଼ିଶାବାସୀଙ୍କୁ କେବଳ…
ଦୀର୍ଘସ୍ଥାୟୀ କୃଷି ଓ ଆୟ ବୃଦ୍ଧି ପାଇଁ ଉତ୍କଳ ଆଲୁମିନାର ପ୍ରୋଜେକ୍ଟ “ଉନ୍ନତ’”
ଭୁବନେଶ୍ଵର; ଆଦିତ୍ୟ ବିର୍ଲା ଗ୍ରୁପ୍ର ଏକ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍) ଚାଷଯୋଗ୍ୟ ଜମିରେ ଶୂନ୍ୟ-ଭିଭିକ ବଳେଟି ଜରିଆରେ ଆୟସ୍ତର ବୃଦ୍ଧି ଘଟାଇ ଜୀବନକୁ ସମୃଦ୍ଧ କରିଛି । ଉତ୍କଳସ୍ ଆକ୍ସିନ ଫର ଏଗ୍ରିକଲ୍ଚରାଲ ଟ୍ରାନ୍ସଫର୍ମେସନ (ଉନ୍ନତ) ପ୍ରୋଜେକ୍ଟ…
ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷର ଏନ୍ଫୋର୍ସମେଣ୍ଟ ବ୍ୟବସ୍ଥା ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ
ଏନ୍ଫୋର୍ସମେଣ୍ଟ ପାଇଁ ୬୭ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଏହି ପଦବୀ ସୃଷ୍ଟି ହେବ
ବିଭିନ୍ନ ଉନ୍ନୟନ କାର୍ଯ୍ୟ ଏବଂ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ତ୍ୱରାନ୍ୱିତ ହେବ
ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ…
ସୋଆ କମ୍ୟୁନିଟି ରେଡିଓର ନିର୍ଦ୍ଦେଶିକା ରାଜ୍ୟ କମ୍ୟୁନିଟି ରେଡ଼ିଓ ସଂଘର ଉପସଭାପତି ମନୋନୀତ
ଭୁବନେଶ୍ୱର, ୪/୦୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ର ନିର୍ଦ୍ଦେଶିକା ଶ୍ରୀମତି ହନୀ ପଟ୍ଟନାୟକ ସର୍ବଭାରତୀୟ କମ୍ୟୁନିଟି ରେଡିଓ ସଂଘର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ସର୍ବଭାରତୀୟ କମ୍ୟୁନିଟି ରେଡିଓ ସଂଘର ଅନୁମୋଦନ କ୍ରମେ…
“ଗାନ୍ଧୀ ଦର୍ଶନର ମୃତ୍ୟୁ ନାହିଁ”
ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କୁ ଶ୍ରଦ୍ଧାଞ୍ଜଳି
ଭାରତବର୍ଷରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରୁଥିବା ସମସ୍ତ ଅନୁଷ୍ଠାନ ଗାନ୍ଧୀ ଦର୍ଶନ ଦ୍ଵାରା ପରିଚାଳିତ : ଜଷ୍ଟିସ ୟୁ ୟୁ ଲଳିତ
ବିଭିନ୍ନ ବିରୋଧାଭାସ ସତ୍ତ୍ୱେ ଗାନ୍ଧୀଙ୍କ ବିଚାରଧାରା ସହିତ ଏବେ ବି…
ମିଶନଶକ୍ତିର ମୁଖା ଖୋଲିଲେ ମହିଳା
ଜୀବିକା ମିଶନର ପ୍ରତାରଣାକୁ ନେଇ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱର- ମିଶନ ଶକ୍ତିର ମହିଳାଙ୍କ ସଶକ୍ତିକରଣକୁ ନେଇ ରାଜ୍ୟ ସରକାରଙ୍କର ମିଥ୍ୟା ପ୍ରଚାରର ଅସଲ ଚେହେରାକୁ ଆଜି ପଦାରେ ପକାଇଛି କଂଗ୍ରେସ । ଜୀବିକା ମିଶନ ମାଧ୍ୟମରେ ମିଶନ ଶକ୍ତି ବିଭାଗ କିଭଳି ଭାବରେ ମହିଳାଙ୍କୁ…
କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର ୬ ତାରିଖରେ ଓଡ଼ିଶା ଆସିବେ
ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ନିମନ୍ତେ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ପୂର୍ବତନ ସାଂସଦ ଡ. ଅଜୟ କୁମାର ଙ୍କର ଆସନ୍ତା ଜାନୁଆରୀ ୬ ତାରିଖରୁ ୮ ତାରିଖ ୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଡ. ଅଜୟ କୁମାର ୬ ତାରିଖ ଦିନ ୧୧ ଘଂଟା ସମୟରେ…
ଦଶପଲ୍ଲା ଟ୍ରେନ ପାଇଁ ସମୟ ସାରଣୀ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଆସନ୍ତା ୬ ତାରିଖରେ ଦଶପଲ୍ଲା ରେଳ ଷ୍ଟେସନର ଶୁଭ ଉଦଘାଟନ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ଵାରା ସମ୍ପାଦିତ ହେବ । ଉଦଘାଟନ ପରେ ଦଶପଲ୍ଲାରୁ ପୁରୀ ଏବଂ ଭୁବନେଶ୍ୱର ମଧ୍ୟରେ ନିୟମିତ ଟ୍ରେନ ଚଳାଚଳ କରିବ। ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା…