ଚଳିତ ମାସ 14 03 2024 ଓ 15 03 2024 ଦୁଇ ଦିନ ଧରି ଗୂଣପୁର ନିକଟ ଜଲତାର ପଞ୍ଚାୟତ ର ଲୁଗୁଂରୁତାଲ ଗାଁ ରେ ଜିଲ୍ଲା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ଯୋଗ ଦେଇ ଦେଶ ଆଜି ବିପଦରେ କାରଣ ଗଣତନ୍ତ୍ର ଓ ସମ୍ବିଧାନ ବିପଦ ରେ ପଡିଛି କେନ୍ଦ୍ରଶାସନ ରେ ବିଜେପି ଆଜି ଦେଶକୁ ଖଣ୍ଡ ଖଣ୍ଡ କରି ଦେବାକୁ ଷଡଯନ୍ତ୍ର କରିଛି ଏବଂ ଦେଶର ସମ୍ପଦ କୁ ବଡ ବଡ ପୁଞ୍ଜିପତି ମାନଙ୍କୁ ଟେକି ଦେଉଛି। ଦରବୃଦ୍ଧି ବେକାର ବଡୁଛି। ଛାଷି ଆତ୍ମହତ୍ୟା କରୁଛି। ଲୁଟ ବଡୁଛି ଏଥିପାଇଁ ବି ଜେ ପି ଦାୟୀ ଓଡିଶା ର ନବିନ ବାବୁ ବିଜେଡି ସରକାର ଲଗାତାର 24 ବର୍ଷ ଶାସନ କରିଛନ୍ତି ହେଲେ ଦରବୃଦ୍ଧି କମୁନି କହିକି। ଜଗଂଲ ଜମି ଅଧିକାର ଆଦିବାସୀ କୁ ମିଳିଲା ନାହିଁ। ମଜୁରୀଆ କୁ ଉଚିତ୍ ମଜୁରୀ ସବୁ ଦିନ ମିଳୁନାହଁ। ସବୁ କଥା ରେ ନବିନ ବାବୁ ମୋଦୀ କୁ ସମର୍ଥନ କରି ଓଡିଶା ଲୋକକଂ ପ୍ରତି ବିଶ୍ବାସ ଘାତକତା କରିଛନ୍ତି।
ତେଣୁ 2024 ନିର୍ବାଚନ ରେ ବି ଜେ ପି ଓ ବିଜେଡି ମେଣ୍ଟ କୁ କ୍ଷମତା ହଟା
Sign in
Sign in
Recover your password.
A password will be e-mailed to you.