Sign in
Sign in
Recover your password.
A password will be e-mailed to you.
ବିଏସକେୱାଇ-ନବୀନ କାର୍ଡ ସଚେତନତା ରଥ ଉଦ୍ଘାଟିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିଏସକେୱାଇ-ନବୀନ କାର୍ଡର ୨ଗୋଟି ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ। ଏହି ସଚେତନତା ରଥ ଜିଲ୍ଳାର ୭ଗୋଟି ବ୍ଲକର ପ୍ରତି…
ରାମ ମନ୍ଦିର ନିର୍ମାଣରେ ପାରଳାର ଯୁବ ବୈଜ୍ଞାନିକଙ୍କ ବିରଳ ସଫଳତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାମ ମନ୍ଦିରର ନିର୍ମାଣରେ ପାରଳାଖେମୁଣ୍ଡିରେ ଜନ୍ମିତ ତଥା ପ୍ରତିଷ୍ଠିତ ଶିକ୍ଷକ ସ୍ୱର୍ଗତ ଗୌରାଙ୍ଗ ପାଣିଗ୍ରାହୀଙ୍କ କନିଷ୍ଠ ପୁତ୍ର ସରୋଜ କୁମାର ପାଣିଗ୍ରାହୀଙ୍କ ଏକ ବିରଳ କ୍ରୁତିତ୍ୱ ଆବିଷ୍କୃତ ହୋଇଛି। ବର୍ତ୍ତମାନ ସେ ରୁର୍କି ସ୍ଥିତ…
ଗଜପତି ଜିଲ୍ଲାର ବାଲ ବୈଜ୍ଞାନିକ ବିଜ୍ଞାନ ପ୍ରକଳ୍ପ ଜାତୀୟ ସ୍ତରକୁ ଉନ୍ନୀତ ହେଲା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୋଷାଣୀ ବ୍ଲକ ରାଜୀବ ମେମୋରିଆଲ ଉଚ୍ଚ ବିଦ୍ୟାଳୟ , ଖରସଣ୍ଡl ତରଫରୁ ବାରିପଦାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବାଲ ବୈଜ୍ଞାନିକ ବିଜ୍ଞାନ ପ୍ରକଳ୍ପରେ ଭାଗ ନେଇଥିବା "Women Safety Device - Communications & Transport ଜାତୀୟ ସ୍ତରକୁ…
ରାସାୟନିକ ଦୁର୍ଘଟଣା ର ମୁକାବିଲା ନିମନ୍ତେ ରାଜ୍ୟସ୍ତରୀୟ ମକ୍ ଡ୍ରିଲ 2024 ପାଇଁ କର୍ମଶାଳା ଅନୁଷ୍ଠିତ
ଜଗତସିଂହପୁର,ତା-୦୯.୦୧.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ରାଜ୍ଯ ବିପର୍ଯ୍ଯୟ ପରିଚାଳନା କର୍ତ୍ତୃପକ୍ଷ ର ମିଳିତ ଆନୁକୂଲ୍ୟରେ ସମ୍ଭାବ୍ଯ ରାସାୟନିକ ଦୁର୍ଘଟଣା ର ମୁକାବିଲା ନିମନ୍ତେ ମକ୍ ଡ୍ରିଲ ଆୟୋଜନ ପାଇଁ ଆଭାସୀ ମାଧ୍ୟମରେ, ସ୍ପେଶାଲ…
ଆଧ୍ୟାତ୍ମିକ ପରିବେଶରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ରେ ଜୟ ଜଗନ୍ନାଥ ଅର୍ପଣ ରଥ କାର୍ଯ୍ୟକ୍ରମ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଓଡ଼ିଶା ସରକାରଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ରେ ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ଚଳିତ ଜାନୁୟାରୀ ୧୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା…
କୁଷ୍ଠ ରୋଗୀ କୁ ଥଇଥାନ କଲା “ସହଯୋଗ”
ପଦ୍ମପୁର :- ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ବମରିତ ଗ୍ରାମର ଜଣେ କୁଷ୍ଠରୋଗାକ୍ରାନ୍ତ ରୋଗୀ ଥିବାର ଖବର ପାଇ ପଦ୍ମପୁର ରେ ଲୋକଙ୍କ ସେବାରେ ଉତ୍ସର୍ଗୀକୃତ ସହଯୋଗ ଅନୁଷ୍ଠାନର ସଦସ୍ୟ ମାନେ ବମରିତ ଗ୍ରାମରେ ପହଞ୍ଚି ରୋଗୀ କୁ ଉଦ୍ଧାର କରି…
୧୯ ପଞ୍ଚାୟତ ର ବିଭିନ୍ନ ସମସ୍ୟା ନେଇ ସିପିଆଇ (ଏମ୍ ଏଲ ) ଲିବେରେଶନ ତରଫରୁ ଗୁଣପୁର ତହସିଲ ଓ ବ୍ଲକ କାର୍ଯ୍ୟାଳୟ ଘେରାଉ
ଗୁଣପୁର ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ମାସ 09 01 2024 ତାରିଖ ଦିନ ୨୦ଦଫା ଦାବି ନେଇ ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ସିପିଆଇ(ଏମ୍ ଏଲ) ଲିବେରଶନ ଓ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଏକ…
ମାହାଙ୍ଗା ଗୋକନ ପଞ୍ଚାୟତ ରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏଭଳି ମହତ କାର୍ଯ୍ୟକ୍ରମ କୁ ଗ୍ରାମବାସୀ ଙ୍କ ଦୃଢ ପ୍ରଶଂସା l
(ମାହାଙ୍ଗା-ଶାସକ ପ୍ରଶାସକ ) ଓଡ଼ିଶା ସରକାରଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ରେ ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ…
ମାଲକାନଗିରି ବିମାନ ବନ୍ଦର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
କରି ଦେଖାଇଲେ ନବୀନ, ମାଲକାନଗିରିକୁ ଉଡ଼ିବ ବିମାନ
୨୩୩ ଏକର ପରିବ୍ୟାପ୍ତ ଅଞ୍ଚଳରେ ରନୱେ ନିର୍ମିତ, ୭୦ କୋଟି ଟଙ୍କା ଖର୍ଚ୍ଚ
ମାଲକାନଗିରି ଜିଲ୍ଲାରେ ସପ୍ତଧାରା ନଦୀରେ ଗୋବିନ୍ଦପାଲି ସମନ୍ଵିତ ଜଳସେଚନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଖର୍ଚ୍ଚ ହେବ ୪,୦୦୦ କୋଟି…
ବି ଏସ୍ କେ ୱାଇ କାର୍ଡ ଶ୍ରମଜୀବୀ ବାନାମ୍ବରଙ୍କୁ ଦେଲା ନୂଆ ଜୀବନ
ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆମେ ଚିରଋଣୀ - ଝିଅ ଝରଣା
ଭୁବନେଶ୍ୱର,୯/୧: ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ( ବି ଏସ୍ କେ ୱାଇ) ଲୋକଙ୍କ ମନରେ ଆଣିଛି ବଞ୍ଚିବାର ନୂଆ ଆଶା ଓ ଭରସା । ଏହି କାର୍ଡ ବଳରେ ରାଜ୍ୟର ଦୂରଦୂରାନ୍ତ ଶ୍ରମଜୀବୀ, ଆର୍ଥିକ ଦୁର୍ବଳ ବର୍ଗ ଏବଂ ନିସହାୟ ଲୋକ ଘରୋଇ…