ଭବାନୀପାଟଣା (ଶାସକ ପ୍ରଶାସକ )ମାର୍ଚ୍ଚ ଆଜି ସକାଳ ରେ ବୋର୍ଡ୍ୟା (କେଗାଁ ଥାନା )ଅଧିନସ୍ଥ ଆର୍ତଳ ଗ୍ରାମ ର ମାଧବ ଗର୍ତିଆ 55ପିତା -କାର୍ତ୍ତିକ ଗର୍ତିଆ ଙ୍କ ଛେଳି (ମେଲଚ୍ଛା )ଦୁଇଟି କୁ ଗାଁ ନିକଟରେ ଚରାଉ ଥିବା ସମୟ ରେ କାର ଗାଡି ରେ ଗାଡି ନମ୍ବର -CG-07-MB -1998. ରେ ଛତିଶଗଡ ଭି ଳାଇ ରୁଆ ବନ୍ଧା ଆଜାଦ ଛକ ର ଚୋର ନ 1-ନବୀ ଅହମଦ 55ପିତା -ମହମଦ ଇସାରା,2-ଅନିଲ ଯାଦବ 32ପିତା -ଲଖଣ ଲାଲ.3-ଅମିତ କୁମାର ସାହୁ 19ପିତା -ସୁବୋଧ ସାହୁ ସମସ୍ତେ ଭିଳାଇ ଠିକଣା, ଏମାନେ ତିନିଜଣ ମେଲଛା କୁ ଜବଦସ୍ତ କାର ଗାଡ଼ିରେ ଲୋଡ଼ କାରି ଥିଲେ ଏବଂ ଅନ୍ୟ ଏକ ମେଲଚ୍ଛା କୁ ଧରିବାରେ ଅସମର୍ଥ ହେତୁ ଲୋକେ ଦେଖିଲେ ଏବଂ ଧସ୍ତା ଧସ୍ତି ହୋଇ ଫେରାର ହୋଇ ଥିବାବେଳେ ଚୋର ଗାଡିକୁ ପିଛା କରିବା ସହ ବୋର୍ଡ୍ୟା ପୋଲିସ ଙ୍କୁ ଫୋନ ଯୋଗେ ଜଣାଇବାରୁ ବୋର୍ଡ୍ୟା ପୋଲିସ ଅଧିକାରୀ ଶ୍ରୀଯୁକ୍ତ ଚନ୍ଦ୍ରହସ୍ୟ ସାହୁ ଙ୍କ ତାତାବଧାନରେ ସଦଳ ବଳ ଚୋର ଗାଡିକୁ କାବୁ କରିବାରେ ସମର୍ଥ ହୋଇଥିଲେ, ଏବଂ ତିନି ଜଣ ଚୋର, ଚୋର ଗାଡି କାରଓ ଛେଳି (ମେଲଚ୍ଛା )କୁ ପୋଲିସ ହେପାଜତ ରେ ରଖି ଥିଲେ. ଛେଳି ମେଲଛା ମାଲିକ ଙ୍କ ଅଭିଯୋଗକ୍ରମେ ପି. ଏସ. କେଗାଁ କେ୍ସ ନଂ -85/28/03/2024ଆଇ. ପି. ସି ଧାରା 394. ରୁଜୁ କାରି ପୋଲିସ ଅଧିକ ତଦନ୍ତ କରୁଛନ୍ତି
Sign in
Sign in
Recover your password.
A password will be e-mailed to you.