ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଓ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୫୦ ୟୁନିଟ…

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ନେତାଜୀଙ୍କ ପଟ ଚିତ୍ରରେ ପୁଷ୍ପ ମାଳା ଅର୍ପଣ କରି ତାଙ୍କର ଜୀବନୀ ବିଷୟ ଆଲୋଚନା କରଯାଇଥିଲା।ଏହି ଅବସରରେ ଏକ…

ଜଙ୍ଗଲୀ ଶୁଆ ଚୋରା ଚାଲାଣ ଅଭିଯୋଗ ରେ ଦୁଇ ଗିରଫ। ଜଣେ ନାବାଳକ ସହ ଜଣେ ବୟସ୍କ ଅଭିଯୁକ୍ତ ଗିରଫ।

 ରାଉରକେଲା (ବସନ୍ତ କୁମାର ଜେନା): ରାଉରକେଲା ଠାରେ ଜଙ୍ଗଲୀ ଶୁଆ (Alexandrine Parrots) ଯାହା ବର୍ତ୍ତମାନ ବିଲୁପ୍ତ ହେବା ଅବସ୍ଥା ରହିଛି ଏହାର ଚୋରା ଚାଲାଣ ହେବାର ଖବର ପାଇ ଗିରଫ କରିଛି ବନ ବିଭାଗ । ଏହାକୁ ଧରିବା ପାଇଂ ସ୍ଥାନୀୟ ବନଖଣ୍ଡ ଅଧିକାରୀ ଶ୍ରୀ ଯଶୋବନ୍ତ ସେଠି କଁ ନିର୍ଦେଶା…

ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଏକବିଂଶତମ ସ୍ଵନକ୍ଷତ୍ର ଦିବସ ; ମନ ମୋହିଲା କୁନି କୁନି…

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ସୋମବାର ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ହୋଇଥିବା ବେଳେ ଏହିଭଳି ଏକ ପବିତ୍ର ଦିବସରେ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଏକବିଂଶତମ ସ୍ଵନକ୍ଷତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି I ଏହି ଅବସରରେ…

ଘୁମୁସର କ୍ଷେତ୍ର ଭଞ୍ଜନଗରରେ ୭୫ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ଅଭ୍ୟାସ ପ୍ୟାରେଡ୍।

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ଘୁମୁସର ଉପଖଣ୍ଡ ଭଞ୍ଜନଗର ଠାରେ ଥିବା "କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ" ରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆଜି ୨୩/୦୧/୨୦୨୪ ମଗଂଳ ବାର ଦିନ ୩:୩୦ ମିନିଟ୍ ରେ ଅଭ୍ୟାସ…

ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଆଲୋଚନା ଚକ୍ର ଅନୁଷ୍ଠିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ମହିଳା ସ୍ନାତକ ମହାବିଦ୍ୟାଳୟ, ପଦ୍ମପୁରରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଆନୁକୁଲ୍ୟରେ “ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ସାସ୍କୃତି” ବିଷୟରେ ଏକ ଆଲୋଚନା ଚକ୍ର ଅଧ୍ୟକ୍ଷା ଶ୍ରୀମତି କଳ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ…

ଏ.ଟି.ଏସ୍ ପକ୍ଷରୁ ସଡ଼କ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ

 ଢ଼େଙ୍କାନାଳ/ ରବିନ୍ ଦାସ ; ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୈନିକ ସଡ଼କ ଦୁର୍ଘଟଣା ଘଟୁଥିବା ଏବେ ସାଧାରଣ ହୋଇଯାଇଛି । ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ସମୟରେ ଫୋନରେ କଥା ହେବା ଓ ଦୃତ ଗତିରେ ଗାଡ଼ି ଚଳାଇବା ଆଦି ଖରାପ ଅଭ୍ୟାସ ଏହାର ମୁଖ୍ୟ କାରଣ । ସଡ଼କ ପଥର ନିୟମ…

ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ବୃହତ ବଣ୍ଟନ ମେଳା ଅନୁଷ୍ଠିତ ।

କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ସରକାରୀ ବାଳକ ବିଦ୍ୟାଳୟ ପରିସରରେ ପୂର୍ବାହ୍ନରେ ବ୍ୟାଟେରୀ ଚାଳିତ ତିନି ଚକିଆ ସାଇକଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ୭୬ଜଣଙ୍କୁ ଭୁବନେଶ୍ୱର ଏଲ ଏମାଇକୋଙ୍କ ସହାୟତାରେ ରେଡକ୍ରସ ଓ…

ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୧୧ଜଣ ଫାଇନାଲକୁ ଉତ୍ତୀର୍ଣ୍ଣ

 ନୟାଗଡ଼,(ଲକ୍ଷ୍ମୀଧର ସାହୁ): ସଙ୍ଗୀତଧାରା ନୟାଗଡ଼ ପକ୍ଷରୁ ଆୟୋଜିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଆଜି ଅନୁଷ୍ଠିତ ସେମି ଫାଇନାଲରେ ୧୧ ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ଏହି ସେମି ଫାଇନାଲରେ ଜିଲ୍ଲାର ମୋଟ ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ…

ରାଷ୍ଟ୍ରୀୟ ବାଳିକା ଦିବସ ପାଳିତ

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଦେଉଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,ପରିସରରେ ରାଷ୍ଟ୍ରୀୟ ବାଳିକା ଦିବସ ପାଳିତ ହୋଇଯାଇଛି। ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରାମ ସିଂ ଭୋଇ ଦ୍ଵୀପ ପ୍ରଜ୍ଜ୍ୟ ଳନ କରି ଏହି ଦିବସ ପାଳନର ଉଦ୍ଦେଶ୍ୟ ଓ ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ପ୍ରଥମ…

ପ୍ରତିବର୍ଷ ନୂଆ-ଓ କାର୍ଯ୍ୟକ୍ରମର ଆୟୋଜନ କରାଯିବ : ଭିକେ ପାଣ୍ଡିଆନ

"ଜିତିବା ଅପେକ୍ଷା ଶିଖିବା ଜରୁରୀ"    ଗଜପତିରେ ଛାତ୍ରଛାତ୍ରୀଙ୍କୁ ଦେଲେ ସଫଳତାର ଟିପ୍ସ ସୋସିଆଲ ମିଡ଼ିଆରେ ଅଧିକ ସମୟ ନଷ୍ଟ ନକରିବାକୁ ପରାମର୍ଶ ସଫଳତା ପାଇଁ ପାଠ ପଢ଼ିବା ସହ ବ୍ୟକ୍ତିତ୍ୱ ବିକାଶ ଜରୁରୀ ଗଜପତିର ସମସ୍ତ ୧୭ଟି କଲେଜ ଫାଇଭ-ଟି ରୂପାନ୍ତରଣରେ ସାମିଲ…