ବୀରମିତ୍ରପୁର : ଜର୍ଜଙ୍କ ପୁଅଙ୍କୁ ବିଜେଡି ପ୍ରାର୍ଥୀ କଲା ପରେ ତୀବ୍ର ଅସନ୍ତୋଷ

0

ବୀରମିତ୍ରପୁର : “ଆମଦାନୀ ପ୍ରାର୍ଥୀଙ୍କୁ ବିରୋଧ କରିବୁ | ଆମଦାନୀ ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ହୋଇ ଯିତିବି  | ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନିରାଶ କରିଛନ୍ତି ମୁଖ୍ୟମନ୍ତ୍ରୀ | ମୁ ସ୍ୱାଧୀନ ପ୍ରାର୍ଥୀ ହୋଇ ନିଶ୍ଚୟ ବିଜୟୀ ହେବି  ବୀରମିତ୍ରପୁର  ବିଜେଡିର ଅଗଣିତ କର୍ମକର୍ତ୍ତା କର୍ମୀ ତଥା ଜନସାଧାରଣଙ୍କ ଆଶୀର୍ବାଦରେ ” ବୋଲି ବୀରମିତ୍ରପୁର ବିଜେଡି ବିଧାୟକ ପ୍ରାର୍ଥୀ ଘୋଷଣା ପରେ କ୍ଷୁବ୍ଧ ହୋଇ କହିଛନ୍ତି ବିଜେଡି ନେତା ରାଜେଶ କେର୍କେଟା |

Leave A Reply

Your email address will not be published.