Sign in
Sign in
Recover your password.
A password will be e-mailed to you.
ଜୁଆ ଆଡ୍ଡା ଉପରେ ଚଢାଉ : ୩ ଗିରଫ୍
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ମେଲଛାମୁଣ୍ଡା ଥାନା ଏ.ଏସ୍.ଆଇ. ଶ୍ରଦ୍ଧାକର କନ୍ଧ ଏବଂ ଷ୍ଟାଫ୍ ପେଟ୍ରୋଲିଂ କରୁଥିବା ସମୟରେ କୁଚିପାଳି ରେ ଜୁଆ ଆଡ୍ଡା ଉପରେ ଚଢାଉ କରି ତିନି ଜଣଙ୍କୁ ମେଲଛାମୁଣ୍ଡା ଥାନା କେସ୍ ନଂ - ୨୩/୨୦୨୪ U/S - 3 OPG ଆକ୍ଟ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ…
ଜଗତସିଂହପୁର ରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ
ଜଗତସିଂହପୁର,ତା-୦୧.୦୨.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରେ ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତଥା ଶ୍ରମ ଓ କର୍ମଚାରୀ, ରାଜ୍ଯ ବୀମା ବିଭାଗ ଆନୁକୁଲ୍ୟରେ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର…
ନୂଆ – ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟିତ
ଜଗତସିଂହପୁର,ତା-୦୧.୦୨.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଆଶ୍ରମପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଶା ସରକାରଙ୍କ ନୂଆ -ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି I ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ୍ୟ ରବିନାରାୟଣ ରଥଙ୍କ…
ରାଜଭବନରେ ଦିଲ୍ଲୀ ଗଣତନ୍ତ୍ର ଦିବସ ପ୍ୟାରେଡର ଓଡ଼ିଶା କଂଟିଜେଂଟ୍
ରାଷ୍ଟ୍ର ନିର୍ମାଣରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଭୂମିକା ପ୍ରଶଂସନୀୟ – ରାଜ୍ୟପାଳ
ଭୁବନେଶ୍ୱର- ଭାରତ ପୃଥିବୀର ଏକ ଯୁବ ଦେଶ । ଯୁବ ଶକ୍ତି ହିଁ ରାଷ୍ଟ୍ର ଶକ୍ତି ଓ ଦେଶର ଭବିଷ୍ୟତ । ଏନସିସି ଯୁବଛାତ୍ରମାନଙ୍କୁ ଅନୁଶାସନ, ସମର୍ପଣ ଏବଂ ଦେଶ ସେବାର ଭାବ ଓ ଭାବନାରେ ଉଦ୍ବୁଦ୍ଧ କରେ ।…
“ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର” ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଶିକ୍ଷା ପରିବ୍ୟବସ୍ଥାରେ ସାମିଲ ସମସ୍ତଙ୍କୁ ମିଳିଲା ପୁରସ୍କାର
୧୩୮ କୋଟି ଟଙ୍କାର ପୁରସ୍କାର
୧୬ଟି ବିଭାଗରେ ପୁରସ୍କାର, ସମୁଦାୟ ୭୫୧୯ଟି ପୁରସ୍କାର
ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୨୦୨୭ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର
ଶ୍ରେଷ୍ଠ ଜିଲ୍ଲା…
କାଳିଆ ଛାତ୍ରବୃତ୍ତି ଅନଲାଇନ ଆବେଦନ ସମୟସୀମା ଫେବୃଆରୀ ୮ ତାରିଖକୁ ବୃଦ୍ଧି I
ଅନଲାଇନ ମାଧ୍ୟମରେ କାଳିଆ ଛାତ୍ରବୃତ୍ତି ଆବେଦନ ସମୟସୀମା ୨୦୨୪ ଜାନୁୟାରୀ ୩୧ ତାରିଖରୁ ଫେବୃଆରୀ ୮ ତାରିଖ, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି I କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସମୟସୀମା ବୃଦ୍ଧି ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି I ନୂତନ…
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ -୨୦୨୪: ବିଶ୍ଵସ୍ତରୀୟ ସମ୍ମିଳନୀକୁ ସାଫଲ୍ୟ ମଣ୍ଡିତ କରିବାକୁ ଅନୁରୋଧ କଲେ…
କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଲେ ବିଭାଗୀୟ ଶାସନ ସଚିବ
"ଫେବୃଆରୀ ୩ ତାରିଖ ତଥା ଉଦଘାଟାନୀ ଉତ୍ସବ ଅବସରରେ ପୂର୍ବାହ୍ନ ୧୧.୩୦ ଘଟିକା ସମୟରେ ରାଜ୍ୟ ତଥା ଦେଶବିଦେଶରେ ରହୁଥିବା ଓଡିଆ ଭାଇଭଉଣୀମାନେ ଏକକାଳୀନ "ବନ୍ଦେ ଉତ୍କଳ ଜନନୀ" ସଂଗୀତ ଗାନ କରିବାପାଇଁ ରାଜ୍ୟ ସରକାରଙ୍କ…
ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅତ୍ମ ରକ୍ଷା ତାଲିମ ଶିବିର ଉଦଯାପନ
ବେଳଗୁଣ୍ଠା-(ଶିବରାମ ଚୌଧୁରୀ )- ଆଜି ବେଳଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆତ୍ମ ରକ୍ଷା ତାଲିମ ଶିବିର ର ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମ ସଂଯୋଜିକା ଗିତାଶ୍ରୀ ସାମନ୍ତ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଈ ଯାଇଅଛି। ଏହି କାର୍ଯ୍ୟକ୍ରମ କୁ ଥାନା ଅଧିକାରୀ ବନବିହାରୀ ପ୍ରଧାନ ପ୍ରଦୀପ…
ଶ୍ରୀ ଜଗନ୍ନାଥ ସଂସ୍କୃତି ଉତ୍କଳୀୟ ଜନ ଜୀବନରେ ପ୍ରତିଫଳିତ
ବାଲୁଗାଁ (ସେକ କୌସର ): ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରୋତ୍ସାହନରେ ବାଲୁଗାଁ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ଚାଲିଥିବା ନୂତନ ଉନ୍ନତ ଅଭିଳାଷ ଓଡ଼ିଶା ଅନ୍ତର୍ଗତ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମର ଆଜି ଉଦଯାପନ ସମାରୋହ ଅନୁଷ୍ଠିତ…
ବେଳଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆଁ ଓ ଜଗନ୍ନାଥ ଭାଷା ଓ ସଂସ୍କୃତି ସମ୍ମିଳନୀ
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )- ଆଜି ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆଁ ଓ ଜଗନ୍ନାଥ ସଂସ୍କୃତି ଭାଷା ସମ୍ମିଳନୀ ଅନୁଷ୍ଠାନ ର ଅଧ୍ୟକ୍ଷା ଡକ୍ଟର ସଂଯୁକ୍ତା ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଈ ଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଡକ୍ଟର କମ୍ବୁପାଣୀ ସାମନ୍ତ ମୁଖ୍ୟ…