Sign in
Sign in
Recover your password.
A password will be e-mailed to you.
ସୂଚନା ଅଧିକାର ଆଇନ୍ ୨୦୦୫ ସଂପର୍କିତ କର୍ମଶାଳା
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶ ଅନୁସାରେ ଗଜପତି ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ପାଇଁ ନିୟୋଜିତ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଓ ଜନ ସୂଚନା ଅଧିକାରୀମାନଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…
ନିର୍ବାଚନ ଉପଲକ୍ଷେ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କ ୩ ଦିନିଆ ତାଲିମ ଶିବିର
ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ସାଧାରଣ ନିର୍ବାଚନ ୨୦୨୪ ଦୃଷ୍ଟି ରେ ରଖି ନିର୍ବାଚନ ପ୍ରସ୍ତୁତି ନିମନ୍ତେ , ଆଜି ତା ୦୧/୦୨/୨୦୨୪ ୧୨୩-ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସର ମଧ୍ୟରେ ତାଲିମ ଶିବିର ଉପ-ଜଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟଜୋନ କରାଯାଇଥିଲା ।…
ହଳଦିଆ ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର ଉଦ୍ଘାଟିତ
ବିକାଶମୂଳକ କାର୍ଯ୍ୟପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜଣାଇଲେ ଜନପ୍ରତିନିଧି ଏବଂ ଗ୍ରାମବାସୀ l
(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗା ବ୍ଲକରେ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଆମ ଓଡ଼ିଶା…
କୋଳିଅଠା ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର ଉଦ୍ଘାଟିତ
ବିକାଶମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମାହାଙ୍ଗା ଵିକାଶସାରଥୀ ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜଣାଇଲେ ପଞ୍ଚାୟତବାସୀ l
(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗା ବ୍ଲକରେ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା…
ରାଜ୍ୟ ସ୍ତରୀୟ ମୁଖ୍ଯମନ୍ତ୍ରୀ ପୁରଷ୍କାର ପାଇଲେ ଫିରିଙ୍ଗିମାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ…
ଗାଇସିଲାଟ/ମନ ଡନସନା-ରାଜ୍ୟ ସ୍ତରୀୟ ମୁଖ୍ଯମନ୍ତ୍ରୀ ପୁରଷ୍କାର ସମାରୋହରେ ଗାଇସିଲାଟ ବ୍ଲକ ଅନ୍ତର୍ଗତ ଫିରିଙ୍ଗିମାଲ ଗ୍ରା.ପ.ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଦଣ୍ଡସେନା ମାଧ୍ଯମିକ ପ୍ରଧାନ ଶିକ୍ଷକ ପୁରଷ୍କାର ୨୦୨୩ ପାଇଁ ରାଜ୍ୟ ସ୍ତରୀୟ ଶିକ୍ଷା…
ବେଲଗୁଣ୍ଠା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୪ତମ ବାର୍ଷିକ ଉତ୍ସବ ପାଳନ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ଆଜି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ବେଲଗୁଣ୍ଠା ବଡଦାଣ୍ଡ ସ୍ଥିତ ସାଂସ୍କୃତିକ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି । ଅରବିନ୍ଦ ଶିକ୍ଷା କେନ୍ଦ୍ର ସଭାପତି ତଥା ରୋଟାରୀ କ୍ଳବ୍ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଭି.ଦେବୀପ୍ରସାଦ…
ସନରାଇଜ କପ କ୍ରିକେଟ: ମେଲଛାମୁଣ୍ଡା ସେମିରେ
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଜମଲା ଠାରେ ୨୪ତମ ସନରାଇଜ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନରେ ୪ଟି ଦଳ ଭାଗନେଇଥିଲେ । ସେଥିମଧ୍ୟରୁ ମେଲଛାମୁଣ୍ଡା ଦଳ କ୍ୱାର୍ଟର ଫାଇନାଲରେ ବବଜା ଦଳକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମ୍ୟାଚ୍ ପରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ…
ତେଜିଲା ପଦ୍ମପୁର ଜିଲ୍ଲା ଦାବି ଆନ୍ଦୋଳନ , ଆଜି ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା
ମିଳିତ କ୍ରିୟାନୁଷ୍ଠାନ କମିଟି ର ଆନ୍ଦୋଳନ ସାମିଲ ହେବେ ଅଞ୍ଚଳବାସୀ , ଆସନ୍ତା ୫ ରୁ ସରକାରୀ କାର୍ଯ୍ୟାଳୟରେ ଝୁଲିବ ତାଲା
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଦ୍ମପୁର କୁ ଜିଲ୍ଲା ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଦୃଢ଼ ପ୍ରତିଶ୍ରୁତି କୁ ପାଳନ କରିନଥିବାରୁ…
ଓଡିଶା ମୋଟର ଚାଳକ ସଂଘ ର କଲ୍ୟାଣ ପାଣ୍ଠି ସହାୟତା ପ୍ରଦାନ
ନବରଙ୍ଗପୁର/ଅଶୋକ ସାହୁ; ଓଡ଼ିଶା ମୋଟର ଚାଳକ ସଂଘ ପାପଡ଼ାହାଣ୍ଡି ଶାଖାର ସଦସ୍ୟ ସନାତନ ସାହୁ ଙ୍କ ୨୫/୧୧/୨୦୨୩ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଦଶାହ କାର୍ଯ୍ୟକ୍ରମ ରେ ସମସ୍ତ ସଦସ୍ୟ ସାହୋଯୋଗ କରିଥିଲେ ।ଆଜି ଓଡିଶା ମୋଟର ଚାଳକ ସଂଘ ତରଫରୁ ଦିବଂଗତ ସଦସ୍ୟ…
ଜୁଆ ଆଡ୍ଡା ଉପରେ ଚଢାଉ : ୩ ଗିରଫ୍
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ମେଲଛାମୁଣ୍ଡା ଥାନା ଏ.ଏସ୍.ଆଇ. ଶ୍ରଦ୍ଧାକର କନ୍ଧ ଏବଂ ଷ୍ଟାଫ୍ ପେଟ୍ରୋଲିଂ କରୁଥିବା ସମୟରେ କୁଚିପାଳି ରେ ଜୁଆ ଆଡ୍ଡା ଉପରେ ଚଢାଉ କରି ତିନି ଜଣଙ୍କୁ ମେଲଛାମୁଣ୍ଡା ଥାନା କେସ୍ ନଂ - ୨୩/୨୦୨୪ U/S - 3 OPG ଆକ୍ଟ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ…