Sign in
Sign in
Recover your password.
A password will be e-mailed to you.
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ସୋଆରେ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଦୁଇ ଦିନିଆ…
ଭୁବନେଶ୍ୱର, ୨ ଫେବୃଆରି: ଆସନ୍ତା ଫେବୃଆରି ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ୟୁନିଭର୍ସିଟି ପକ୍ଷରୁ ରବିବାର ଏବଂ ସୋମବାର ଦୁଇ ଦିନ ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…
ଦୁଆରଶୁଣି ଘାଟି ରାସ୍ତାର ପ୍ରଶସ୍ତିକରଣ ଦାବିରେ ଭଞ୍ଜ ସେନା ପକ୍ଷରୁ ରାସ୍ତା ଅବରୋଧ
(ଶାସକ ପ୍ରଶାସକ) ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ୪୯ ନମ୍ବର ଜାତୀୟରାଜପଥ ଦୁଆରଶୁଣି ଘାଟି ରାସ୍ତା ମରଣଜନ୍ତା ପାଲଟି ଥିବା ବେଳେ ରାସ୍ତାର ପ୍ରଶସ୍ତିକରଣ ଉଦ୍ଦେଶ୍ୟ ରେ ଭାଞ୍ଜସେନା ପକ୍ଷରୁ ଘାଟି ରାସ୍ତା ଅନିର୍ଦ୍ଦିଷ୍ଟ କାଳପାଇଁ ଅବରୋଧ କରିଥିଲେ । ସୂଚନା ଅନୁସାରେ ଅଣଓସାରିଆ…
ରାଜ୍ୟ ଯୋଜନାରେ ପାନବରଜ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ରାଜ୍ୟର ପାନ ବରଜ ଚାଷୀଙ୍କ ବର୍ତ୍ତମାନର ପାନ ବରଜର ପରିଚାଳନା ପାଇଁ ପ୍ରତି ୟୁନିଟ ପିଛା ୨୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି। ଏହି ସହାୟତା ରାଶି ପ୍ରତି ଚାଷୀଙ୍କୁ ଦୁଇଟି ୟୁନିଟ ପାଇଁ ପ୍ରଦାନ କରାଯାଉଛି। ଏଥି ସହିତ ନୂତନ…
Live : ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅକ୍ଷର ଭୂମିର ଲୋକାର୍ପଣ
ପ୍ରଥମ ଓଡିଆ ଭାଷା ସମ୍ମିଳନୀ ଆୟୋଜନ ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଅକ୍ଷର ଭୂମିର ଶୁଭ ଲୋକାର୍ପଣ
https://youtu.be/LgXejV4vWAo
ଆର ପାରିରେ ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେର: ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ଵର: ସିନେ ଜଗତର ପ୍ରଖ୍ୟାତ ବ୍ୟକ୍ତିତ୍ୱ ପଦ୍ମଶ୍ରୀ ତଥା ଜଣାଶୁଣା ଭିନେତା, ନିର୍ମାତା, ନିର୍ଦ୍ଦେଶକ ସାଧୁ ମେହେର ଆଜି ୮୪ ବର୍ଷ ବୟସରେ ମୁମ୍ବାଇସ୍ଥିତ ବାସଭବନରେ ପରଲୋକ ଗମନ କରିଛନ୍ତି । ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ନିଜ ସଫଳତାର ସ୍ଵାକ୍ଷର ଛାଡି ଯାଇଥିବା ଶ୍ରୀ ମେହେର…
ମା’ ରମା ଦେବୀଙ୍କ ପରି ନାରୀମାନେ ସବୁବେଳେ ଜାତିକୁ ବାଟ ଦେଖାଇଛନ୍ତି: ଉଚ୍ଚଶିକ୍ଷା ମନ୍ତ୍ରୀ
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ ଉଦଯାପିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ମହାବିଦ୍ୟାଳୟରେ ଆନ୍ତଃବିଶ୍ୱବିଦ୍ୟାଳୟ ସାଂସ୍କୃତିକ ଓ ସାହିତି୍ୟକ ଉତ୍ସବ ଉଦଯାପିତ ହୋଇଯାଇଛିା ଚାରିଦିନ ଧରି ଚାଲିଥିବା…
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ୪ରୁ କିଟରେ ଓଡ଼ିଆ କବି ସମ୍ମିଳନୀ
ଭୁବନେଶ୍ୱର, ୧ । ୨: ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥି ପାଇଁ ସାରା ରାଜ୍ୟ ଉତ୍ସବ ମୁଖରିତ। ବିଶ୍ୱର କୋଣ ଅନୁକୋଣରେ ଥିବା ସମସ୍ତ ଓଡ଼ିଆଙ୍କ ମଧ୍ୟରେ ଏହା ଅଭୂତପୂର୍ବ ଉତ୍ସାହ ସୃଷ୍ଟି କରିଛି। ଏହି ସମ୍ମିଳନୀ ଓଡ଼ିଆ…
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮,୯୭୮ କୋଟି ଟଙ୍କାର ବିଦ୍ୟୁତ ପ୍ରକଳ୍ପର ଶୁଭାରମ୍ଭ କରିବେ
https://youtu.be/KemNuglc8vc
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଫେବୃଆରୀ ୩ରେ ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ (୨x୮୦୦ ମେଗାୱାଟ୍) ଏବଂଏନ୍ଏସପିସିଏଲ୍ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପ (୧x୨୫୦ ମେଗାୱାଟ୍)କୁଦେଶ ଉଦେ୍ଧଶ୍ୟରେ…
ଭୁବନେଶ୍ୱର ଡିଆଇପିଆରଓ କାର୍ଯ୍ୟାଳୟର ବରିଷ୍ଠ କ୍ଷିପ୍ର ଲେଖକ ଗୌର ମହାପାତ୍ରଙ୍କ ଅବସର ଗ୍ରହଣ
ଭୁବନେଶ୍ୱର-ତା.୩୧.୦୧.୨୦୨୪- ଶ୍ରୀ ଗୌରଚନ୍ଦ୍ର ମହାପାତ୍ର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ କ୍ଷିପ୍ର ଲେଖକ ଭାବେ ଦୀର୍ଘ ୩୭ ବର୍ଷ କାର୍ଯ୍ୟ କରି ଆଜି ଅବସର ଗ୍ରହଣ କରିଛନ୍ତି । ଶ୍ରୀ ମହାପାତ୍ର ୧୯୮୬ ରୁ ୧୯୯୦ ପର୍ଯ୍ୟନ୍ତ ଗଜପତି ସୂଚନା ଓ ଲୋକ ସମ୍ପର୍କ ଜିଲ୍ଲାରେ କାର୍ଯ୍ୟରତ…
ଗ୍ରାମ୍ୟ ଉନ୍ନୟନ ବିଭାଗର ୫-“ଟି’ ସମୀକ୍ଷା ବୈଠକ
ଲୋକଙ୍କୁ ସର୍ବାଧିକ ସରକାରୀ ସେବା ପ୍ରଦାନ ଆମର ପ୍ରଥମ କର୍ତ୍ତବ୍ୟ : ସଚିବ
ଯୋଗାଯୋଗ ବ୍ୟବସ୍ଥାର ଅଧିକ ସୁଦୃଢ଼ୀକରଣ ଉପରେ ବୈଠକରେ ଗୁରୁତ୍ୱ
ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗର ୫-ଟି ମାସିକ ସମୀକ୍ଷା ବୈଠକ ଆଜି ଅପରାହ୍ନରେ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିା ବିଭାଗୀୟ…