ପାଇଲିପଡାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ପାଇଲିପଡା ଗ୍ରାମ ପଞ୍ଚାୟତର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଶଂକର ଚକ୍ଷୁ ଚିକିତ୍ସାଳୟ ଦ୍ବାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ ହୋଇଥିଲା । ଏହାର ଉଦ୍‌ଘାଟନ କାର୍ଯ୍ୟରେ ପଞ୍ଚାୟତର ସରପଞ୍ଚ ଜୟରାମ ନାୟକ, ବ୍ଳକ୍…

କଟାବାହାଲ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

ଗାଇସିଲାଟ/ମନ ଡନସନା- ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛି ।  ଆମ ଓଡିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ପଞ୍ଚାୟତସ୍ତରରେ ବିକାଶ ନିମନ୍ତେ ବିଭିନ୍ନ କ୍ଷେତ୍ରରେ ଅନୁଦାନ ପ୍ରଦାନ କରାଯାଉଛି । ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶଧାରା ମାଧ୍ୟମରେ ଏକ…

ବାଲେଶ୍ଵର ର ଯୁବ ସାମ୍ବାଦିକ ଙ୍କ ଅକାଳ ବିୟୋଗ ରେ ଭଞ୍ଜନଗରରେ ଶୋକସଭା

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ବାଲେଶ୍ଵର ବସ୍ତା ର ନ୍ୟୁଜ୍ ୱ।ରେଲ୍ଡ ୨୪ ର ଯୁବ ସାମ୍ବାଦିକ ଙ୍କ ଆକସ୍ମିକ ବିୟୋଗରେ ଭଞ୍ଜନଗର କବି ସମ୍ରାଟ ମିଡ଼ିଆ କ୍ଲବ ଦ୍ୱାରା ଆଜି ଏକ ଶୋକ ସଭା ସହିତ ସହରରେ ଏକ କ୍ୟାଣ୍ଡଲ୍ ରାଲି ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଅନୁଷ୍ଠାନ ର ସଭ୍ୟ ମାନେ ଆଜି ଫେବ୍ରୁଆରୀ…

ପ୍ରଦୀପ ପାଣିଗ୍ରାହୀଙ୍କୁ ଲଜ୍ଜାହୀନ ଲମ୍ଫଟ ବୋଲି କହିଲା ବିଜେଡି

ଚାର୍ଜଫ୍ରେମ ପରେ ପ୍ରଦୀପଙ୍କ ପ୍ରବଳ ମୁଣ୍ଡ ଦୋଷ ବାହାରିଛି, ପାଗଳର ପ୍ରଳାପ କରୁଛନ୍ତି : ବିକ୍ରମ ପଣ୍ଡା ସେ ଜାଣିଛନ୍ତି..ତାଙ୍କ ବିରୋଧରେ ପ୍ରାଥମିକ ପ୍ରମାଣ ଅଛି, କଠୋର ଦଣ୍ଡ ବିଧାନ ହେବ ତାଙ୍କ କଥାକୁ ଗୋପାଳପୁରବାସୀ, ରାଜ୍ୟବାସୀ ଗୁରୁତ୍ୱ ଦେଉନାହାନ୍ତି ଭୁବନେଶ୍ୱର:…

ଆସନ୍ତା କାଲି ଠାରୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ, କଳାମଣ୍ଡଳ ପରିସରରେ ଅକ୍ଷର ଭୂମି ର ଲୋକାର୍ପଣ କଲେ…

  ଭୁବନେଶ୍ବର,: ଆସନ୍ତା କାଲି ଫେବୃୟାରୀ ୩ ରୁ ତିନି ଦିନ ଧରି ଭୁବନେଶ୍ଵର ର ଜନତା ମଇଦାନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵରର କଳାମଣ୍ଡଳ ପରିସରରେ ନିର୍ମିତ ହୋଇଛି ଅକ୍ଷରଭୂମି । ଆଜି…

ନୂଆ ଓଡିଶା ଗଠନରେ ସାମିଲ ହୁଅନ୍ତୁ ଖରିଆରବାସୀ: ପାଣ୍ଡିଆନ

 ସମୟ ଆସିଛି ବିଜୁ ପରିବାର ଏକାଠି ହୁଅନ୍ତୁ, ମୁଖ୍ୟମନ୍ତ୍ରୀଙ୍କୁ ଭଲ କି ସମର୍ଥନ କରନ୍ତୁ  ୭ ମାସରେ ନୂଆପଡା ଓ ଖରିଆରକୁ ମିଳିଛି ପ୍ରାୟ ୬୦୦ କୋଟି  ୮୪୦ ଆବେଦନରୁ ୭୮୦ଟି ଆବେଦନର ସମାଧାନ ହୋଇଛି  ନୂଆପଡାର ସବୁ କଲେଜ ଫାଇଭ-ଟି ରୂପାନ୍ତରଣରେ ସାମିଲ ହୋଇଛି…

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ସୋଆରେ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଦୁଇ ଦିନିଆ…

ଭୁବନେଶ୍ୱର, ୨ ଫେବୃଆରି: ଆସନ୍ତା ଫେବୃଆରି ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟି ପକ୍ଷରୁ ରବିବାର ଏବଂ ସୋମବାର ଦୁଇ ଦିନ ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…

ଦୁଆରଶୁଣି ଘାଟି ରାସ୍ତାର ପ୍ରଶସ୍ତିକରଣ ଦାବିରେ ଭଞ୍ଜ ସେନା ପକ୍ଷରୁ ରାସ୍ତା ଅବରୋଧ

(ଶାସକ ପ୍ରଶାସକ) ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ୪୯ ନମ୍ବର ଜାତୀୟରାଜପଥ ଦୁଆରଶୁଣି ଘାଟି ରାସ୍ତା ମରଣଜନ୍ତା ପାଲଟି ଥିବା ବେଳେ ରାସ୍ତାର ପ୍ରଶସ୍ତିକରଣ ଉଦ୍ଦେଶ୍ୟ ରେ ଭାଞ୍ଜସେନା ପକ୍ଷରୁ ଘାଟି ରାସ୍ତା ଅନିର୍ଦ୍ଦିଷ୍ଟ କାଳପାଇଁ ଅବରୋଧ କରିଥିଲେ । ସୂଚନା ଅନୁସାରେ ଅଣଓସାରିଆ…

ରାଜ୍ୟ ଯୋଜନାରେ ପାନବରଜ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ରାଜ୍ୟର ପାନ ବରଜ ଚାଷୀଙ୍କ ବର୍ତ୍ତମାନର ପାନ ବରଜର ପରିଚାଳନା ପାଇଁ ପ୍ରତି ୟୁନିଟ ପିଛା ୨୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି। ଏହି ସହାୟତା ରାଶି ପ୍ରତି ଚାଷୀଙ୍କୁ ଦୁଇଟି ୟୁନିଟ ପାଇଁ ପ୍ରଦାନ କରାଯାଉଛି। ଏଥି ସହିତ ନୂତନ…

Live : ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅକ୍ଷର ଭୂମିର ଲୋକାର୍ପଣ

ପ୍ରଥମ ଓଡିଆ ଭାଷା ସମ୍ମିଳନୀ ଆୟୋଜନ ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଅକ୍ଷର ଭୂମିର ଶୁଭ ଲୋକାର୍ପଣ https://youtu.be/LgXejV4vWAo