ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ-ଗଛ କାଟିବା ହେଲା କାଳ ।ଏପରି ଏକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରେ । ମୃତକ ଜଣକ ହେଉଛନ୍ତି ଭଦରାଇ ହାଁସଦା(୩୬) ପ୍ରକାଶ ଥାଉକି ଝାରପୋଖରିଆ ଥାନା ଅଧିନ ଜାମକୁଣ୍ଡା ଗ୍ରାମର ସ୍ବର୍ଗତ ପିଥ ହାଁସଦାଙ୍କ ପୁଅ ଭଦରାଇ ହାଁସଦା ନିଜ ଘରବାଡିରେ ଥିବା ଗଛକୁ କାଟୁଥିବା ସମୟରେ ଗଛଟି ଭଦରାଇ ଙ୍କ ଉପରେ ପଡିଯାଇଥିବା ବେଳେ ଘଟଣା ସ୍ଥଳରେହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଝାରପୋଖରିଆ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ପିଆରଏମ ମେଡିକାଲ କଲେଜକୁ ପଠାଇ ଦିଆଯାଇଥିଲା । ଯାହାକୁ ନେଇ ଝାରପୋଖରିଆ ଥାନାରେ ୧୯/୨୪ରେ ମାମଲା ରୁଜୁ କରାଯାଇଥିବା ତଦନ୍ତ ଅଧିକାରୀ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.