ରକ୍ତ କର୍କଟରେ ପୀଡ଼ିତ କୁନିପୁଅ ପ୍ରବୀଣଙ୍କୁ ସାହା ହେଲା ଓଡ଼ିଶା-ମୋ ପରିବାର

(ଜରୁରୀ ପରିସ୍ଥିତିରେ ନିଜେ ରକ୍ତଦାନ କଲେ ହେଲ୍ପଡ଼େସ୍କ ସହଯୋଗୀ ସୋମନାଥ) ଭୁବନେଶ୍ୱର, 2।2।24: ବୁଲିବା, ଖେଳିବା ବୟସରେ କର୍କଟ ରୋଗରେ ପୀଡ଼ିତ ହୋଇ ମାନସିକ ସ୍ତରରେ ଭାଙ୍ଗିପଡ଼ିଛନ୍ତି ପ୍ରବୀଣ, ଅର୍ଥ ଅଭାବରେ ଥିବା ପରିବାରବର୍ଗ ମଧ୍ୟ କୁନିପୁଅର ଚିକିତ୍ସା ପାଇଁ ଦିନ ରାତି ଏକ କରି…

ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ରଚିଲେ ଦ୍ୱାରା ନୂଆ ଇତିହାସ

▪️ଏକ ଘଣ୍ଟାରେ ଅନଲାଇନରେ ଅପଲୋର୍ଡ ହେଲା ସର୍ବାଧିକ ପୁସ୍ତକର ହାତଲେଖା ଚିଠା ▪️ ପୂର୍ବ ରେକର୍ଡର ୪ଗୁଣା ଅଧିକ ସଂଖ୍ୟାରେ ରେକର୍ଡ଼ ଭଙ୍ଗ ▪️ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ ଲେଖିଛନ୍ତି ‘ମୋ କଥା ମୋ କାହାଣୀ’ ଭୁବନେଶ୍ୱର, ୨/୨: ଓଡ଼ିଶାର…

୨୯ତମ ରାଉରକେଲା ପୁସ୍ତକ ମେଳା ଉଦଘାଟିତ

ରାଉରକେଲା, (ବସନ୍ତ କୁମାର ଜେନା): ଆଦର୍ଶ ପାଠାଗାର ଆୟୋଜିତ ୨୯ତମ ପୁସ୍ତକମେଳା ସ୍ଥାନୀୟ ଭଞ୍ଜଭଵନ ଠାରେ ଉଦଘାଟିତ ହୋଇଯାଇଛି। ପାଠାଗାରର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ରଙ୍କ ସଭାପତିତ୍ବରେ ଓ ରଶ୍ମିତା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଇଂ ଯତୀନ୍ଦ୍ର…

ଦଶମ ବୋର୍ଡ ପରୀକ୍ଷାର ପ୍ରସ୍ତୁତି ନିମନ୍ତେ ଜିଲ୍ଲାପାଳ କଲେ’ ପରୀକ୍ଷା ପେ ଚର୍ଚ୍ଚା ‘

ଜଗତସିଂହପୁର,ତା-୦୨.୦୨.୨୦୨୪/ସୁମନ୍ତ କୁମାର ଦାସ: ଫେବୃଆରୀ ୨୦ ତାରିଖ ରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲପାଳ ଶ୍ରୀମତୀ ପାରୁଲ ପଟାୱରି ଆଭାସୀ ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ 'ପରୀକ୍ଷା ପେ ଚର୍ଚ୍ଚା ' କାର୍ଯ୍ୟ…

ଜଗତସିଂହପୁର ମହିଳା ଭଲିବଲ ଦଳ ରାଜ୍ୟସ୍ତରୀୟ ନୂଆ -ଓ କ୍ରୀଡା ପ୍ରତିଯୋଗିତା ରେ ରନର୍ସ ଅପ ହାସଲ କରିଛନ୍ତି

ଜଗତସିଂହପୁର,ତା-୦୨.୦୨.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବାଳିକା ଭଲିବଲ ଟିମ ନୂଆ- ଓ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ରନର୍ସ ଅପ ହାସଲ କରିଛନ୍ତି।ଏହି ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା କିଟ ବିଶ୍ୱବିଦ୍ୟାଳୟ ରେ ଜାନୁଆରୀ 30 ତାରିଖରୁ ଆରମ୍ଭ ହୋଇ…

ଜିଲ୍ଲାରୁ ଜଗନ୍ନାଥ ଙ୍କ ସେବା ଉଦ୍ଦେଶ୍ୟ ରେ ପଠାଗଲା ଭକ୍ତଙ୍କ ଠାରୁ ସଂଗୃହିତ ଅର୍ପଣୀ

ସୁବର୍ଣ୍ଣପୁର :ତା 02/01/24-(ଆର୍ତ୍ତତ୍ରାଣ ମହାପାତ୍ର): ପୁରୀ ଶ୍ରୀମନ୍ଦିରର ପବିତ୍ର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଜିଲ୍ଲାର ପ୍ରତି ଗ୍ରାମ ରେ ଜଗତରନାଥ ଶ୍ରୀ ଜଗନ୍ନାଥ ଙ୍କ ନିମନ୍ତେ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଭକ୍ତି ଭାବ କୁନେଇ ଅର୍ପଣ ରଥ ପହଞ୍ଚିଥିଲା l ଜିଲ୍ଲାର…

ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ମୁଖ୍ୟମନ୍ତ୍ରୀ ପୁରସ୍କାରରେ ସମ୍ମାନିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାରରେ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଶ୍ରେଷ୍ଠ ପ୍ରଧାନଶିକ୍ଷକ ଭାବେ ସମ୍ମାନିତ ହୋଇଛନ୍ତି।ତତ୍ ସଙ୍ଗେ ସଙ୍ଗେ ଉକ୍ତ ବିଦ୍ୟାଳୟ ମଧ୍ୟ ସମ୍ମାନିତ ପାଇଛି।…

ମୋହନା ପ୍ରେସ କ୍ଲବର ତୃତୀୟ ବାର୍ଷିକ ଉତ୍ସବ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ପ୍ରେସ କ୍ଲବ୍ ର ତୃତୀୟ ବାର୍ଷିକ ଉତ୍ସବ ମୋହନା ସ୍ଥିତ ବାଳିକା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ପ୍ରେସ କ୍ଲବ୍ ସଭାପତି ପଞ୍ଚାନନ ଦାଶଙ୍କ ସଭାପତିତ୍ୱରେ ସଭାପତିତ୍ତ୍ଵରେ ମୁଖ୍ୟ ଅତିଥି ଭାବେ…

ୟୁଜିଆଇଇ ର ଟେକ୍ନୋଫିନିଟି ୨୦୨୪ ଆସନ୍ତା ୪ରେ

ରାଉରକେଲା, (ବସନ୍ତ କୁମାର ଜେନା): ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ (ୟୁଜିଆଇଇ) ର ପ୍ରାକ୍ତନ ଛାତ୍ର ସଂଘଙ୍କ ବାର୍ଷିକୋତ୍ସବ ଟେକ୍ନୋଫିନିଟି ୨୦୨୪ ଆସନ୍ତା ୪ ତାରିଖ ଦିନ ୟୁଜିଆଇଇ ପରିସରରେ ଅନୁଷ୍ଠିତ ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଓଡ଼ିଶା ସରକାର ଏହି ଆତ୍ମରକ୍ଷା କୌଶଳ କାର୍ଯ୍ୟକ୍ରମ ୨୦୧୩ ମସିହାରେ ଆରମ୍ଭ କରିଥିଲେ। ଦିଲ୍ଲୀର…