ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମଧ୍ୟମିକ ବିଦ୍ୟାଳୟର ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମ ସୁରକ୍ଷା ତାଲିମ ଶିବିର ତା୦୧/୦୧/୨୦୨୪ରିଖ ରେ ଅଧ୍ୟକ୍ଷ ଡ଼ଃ ରଞ୍ଜନ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଉଦଘାଟିତ ହୋଇଯାଇଛି। ଏହି ଦିବସରେ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ପ୍ରଦୀପ ପ୍ରଜ୍ଜଳନ କରି…

ଉତ୍କଳ ଆଲୁମିନା ପକ୍ଷରୁ ରାୟଗଡାର ଚନ୍ଦ୍ରଗିରିରେ ମଲ୍‍ଟିସ୍ପେଶାଲିଟି ସ୍ୱାସ୍ଥ୍ୟସେବା ଶିବିର

ରାୟଗଡା ରୁ ବୈକୁଣ୍ଠ ଦୁରିଆ : ଗୋଷ୍ଠୀ କଲ୍ୟାଣ ନିମନ୍ତେ ତାହାର ପ୍ରତିବଦ୍ଧତାର ଅଂଶସ୍ୱରୂପ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ରାୟଗଡା ଜିଲ୍ଲାର ଚନ୍ଦ୍ରଗିରି, କାଶୀପୁର ଠାରେ ପୁନରୁତ୍‍ଥାନ ଭଲ୍ୟୁଣ୍ଟାରୀ…

ଚୋରି ବ୍ୟବହୃତ ଗାଡି ସମେତ କେବୁଲ ଓ ଲୁହା ଏଙ୍ଗଲ ଜବତ : ୩ ଗିରଫ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ଥାନା ଅଧୀନସ୍ଥ ସପିଆ ଗ୍ରାମରେ ଜଳନିଧି ଯୋଜନାରେ ବିଦ୍ୟୁତକରଣ ପାଇଁ ଚାଷୀ ଝସକେତନ ବେହେରା, ଭୀମସେନ ବେହେରା, ଗୌତମ ବେହେରା କଂସରଠାରୁ ଲାଇନ ସଂଯୋଗ କରିବାକୁ ବ୍ୟବସ୍ଥା କରିଥିଲେ ଆବଶ୍ୟକ ପରିମାଣର କେବଲ, ଲୁହା ଏଙ୍ଗଲ ଓ ଅନ୍ୟାନ୍ୟ ସାମଗ୍ରୀ…

ପୁରେନା ରେ ପ୍ରଥମ ବିଶ୍ବ ଓଡ଼ିଆଭାଷା ସମ୍ମିଳନୀ ପାଳିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପୁରେନା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନବୀନ ଓଡିଶା ଅନ୍ତର୍ଗତ" ଭାଷା ଅତୀତର ଅସ୍ତିତ୍ବ, ଭାଷା ହିଁ ଭବିଷ୍ୟତ " କୁ ଭିତ୍ତିକରି ପ୍ରଥମ ବିଶ୍ବ ଓଡ଼ିଆଭାଷା ସମ୍ମିଳନୀ ୨୦୨୪ ପାଳିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ବ କରିଥିଲେ ସରପଞ୍ଚ ଶ୍ରୀମତୀ ଡଲି…

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏନଟିପିସିର ପାଓ୍ବାର ପ୍ରକଳ୍ପ ଗୁଡିକ ଦେଶ ଉଦ୍ଦେଶ୍ୟରେ…

ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବଲପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଟ ୨୮,୯୭୮ କୋଟି ଟଙ୍କା ବିନିଯୋଗ ହୋଇଥିବା ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ (୨x ୮୦୦ ମେଗାୱାଟ), ଏନଏସପିସିଏଲ ରାଉରକେଲା ପିପି- ୨ ସମ୍ପ୍ରସାରଣ ପ୍ରକଳ୍ପ (୧ X ୨୫୦…

ସାହସ ଓ ଦୃଢ଼ ମନୋବଳ ସହ କର୍କଟ ରୋଗର ମୁକାବିଲା କରାଯାଇପାରେ

ଭୁବନେଶ୍ୱର, ଫେବୃଆରୀ ୩: କର୍କଟ ଏକ ଭୀତିପ୍ରଦ ରୋଗ ହୋଇପାରେ ମାତ୍ର ସାହସର ସହ ଓ ଦୃଢ଼ ମନୋବଳ ନେଇ ଏହାର ମୁକାବିଲା କରାଯାଇ ପାରିବ ବୋଲି ବିଶିଷ୍ଟ ଓଲିଉଡ୍ ଅଭିନେତା ସାତ୍ୟକୀ ମିଶ୍ର କହିଛନ୍ତି ।ସଂପ୍ରତି ମୁଖ କର୍କଟ ରୋଗ ନିମନ୍ତେ ଚିକିତ୍ସିତ ହେଉଥିବା ଏହି ଅଭିନେତା ଶନିବାର ସ୍ଥାନୀୟ…

ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ଯକ୍ଷଙ୍କ ସମ୍ବଲପୁର ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ

ସମୀକ୍ଷା ବୈଠକ ସହ କ୍ଷେତ୍ର ପରିଦର୍ଶନ କରି କୃଷକମାନଙ୍କ ସହିତ ଆଲୋଚନା ଭୁବନେଶ୍ବର;ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ଯକ୍ଷ ଶ୍ରୀ ଅମରେଶ ପତ୍ରୀ ତାଙ୍କର ୨ ଦିନିଆ ପଶ୍ଚିମ ଓଡିଶା ଗସ୍ତ ପରିପ୍ରେକ୍ଷୀରେ ପ୍ରଥମ ଦିନରେ ଗତ କାଲି ଶୁକ୍ରବାର ସମ୍ବଲପୁର ଓଏଲଆଇସି ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ…

ଆରମ୍ଭ ହେଲା ଓଡିଆ ଭାଷାର ଉଲ୍ଲାସର ପର୍ବ; ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍‌ଘାଟିତ

ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମାନରେ ସମ୍ମାନିତ, ପ୍ରତିଭା ରାୟ, ସୀତାକାନ୍ତ ମହାପାତ୍ର,ପ୍ରଫେସର ଆର୍ଲୋ ଗ୍ରୀଫିଥ୍ ସମ୍ବର୍ଦ୍ଧିତ ସାରା ଓଡିଶା ଆଜି ଓଡିଆ ଭାଷା ପାଇଁ ଏକାଠି ହୋଇଛି ଓଡିଆ ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା ହେଉ, ଭଲ…

ବିଧାନସଭା ପରିସରରେ ବନ୍ଦେ ଉତ୍କଳଜନନୀ ସମୂହ ଗାନ

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ- ୨୦୨୪ ଆରମ୍ଭ ଉପଲକ୍ଷେ ଓଡ଼ିଶା ବିଧାନସଭା ସଚିବ ଦାଶରଥି ଶତପଥୀ,ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ବିଧାନସଭା ପରିସରରେ ବନ୍ଦେ ଉତ୍କଳଜନନୀ ସମୂହ ଗାନ କରୁଛନ୍ତି

ଅକ୍ଷର ଭୂମିର ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ: ରୁଚିପୂର୍ଣ୍ଣ କଳାକୃତି ପାଇଁ ପୂର୍ତ୍ତ ବିଭାଗକୁ ଧନ୍ୟବାଦ ଜଣାଇଲେ

ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଳା ମଣ୍ଡଳ ପ୍ରାଙ୍ଗଣରେ ଉଦ୍‌ଘାଟିତ ହୋଇଯାଇଛି ଅକ୍ଷର ଭୂମି। ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ସ୍ମୃତିକୁ ଚିରସ୍ମରଣୀୟ କରିବା ସହିତ ଏହି ସମ୍ମିଳନୀର ସ୍ମାରକୀ ଭାବେ ଅକ୍ଷର…